Correct option is A
ଅଧିକାରୀ ଜଣକ ପ୍ରାଥମିକ ଶିକ୍ଷା ବିଷୟରେ କିଛି ପରିସଂଖ୍ୟାନ ସଂଗ୍ରହ କରିଛନ୍ତି।
ନିମ୍ନଲିଖିତ ଇଂରାଜୀ ବାକ୍ୟର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ |
The officer has collected some statistic about primary education.
ଅଧିକାରୀ ଜଣକ ପ୍ରାଥମିକ ଶିକ୍ଷା ବିଷୟରେ କିଛି ପରିସଂଖ୍ୟାନ ସଂଗ୍ରହ କରିଛନ୍ତି।
ଦିଆଯାଇଥିବା ଓଡ଼ିଆ ବାକ୍ୟକୁ ଇଂରାଜୀରେ ଅନୁବାଦ କର।
ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ଯୋଗୁଁ ଗରିବ ଲୋକମାନେ ଉପକୃତ ହେଉଛନ୍ତି ।
ନିମ୍ନଲିଖୁତ ଶବ୍ଦଗୁଡିକକୁ ସଠିକ କ୍ରମରେ ରଖ୍ ବାକ୍ୟ ଗଠନ କର ।
1-ଘଣ୍ଟ / 2-ସନ୍ଧ୍ୟା ବେଳେ | 3- ଦେଉଳରେ /4- ବାଜେ ।
ଏକ ଉପଯୁକ୍ତ ବିକଳ୍ପ ସାହାଯ୍ୟରେ ଶୂନ୍ୟସ୍ଥାନ ପୂରଣ କରନ୍ତୁ ।
ଏହା ଏକ_____________ କୋଠା, ଯାହାକୁ ଦେଖିବାକୁ ବିଦେଶରୁ ପର୍ଯ୍ୟଟକମାନେ ଆସନ୍ତି I
ଦିଆଯାଇଥିବା ଓଡ଼ିଆ ବାକ୍ୟର ସବୁଠାରୁ ଉପଯୁକ୍ତ ଇଂରାଜୀ ଅନୁବାଦ ବିକଳ୍ପ ବାଛନ୍ତୁ। ଦୟାକରି ଆମ ଘର କଥାରେ ହସ୍ତକ୍ଷେପ କର ନାହିଁ ।
ଦିଆଯାଇଥ୍ବା ଇଂରାଜୀ ବାକ୍ୟକୁ ଓଡ଼ିଆରେ ଅନୁବାଦ କର।
All the confidential information are kept in our computer.
ବର୍ଣ୍ଣମାଳାରେ କେଉଁ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକୁ ‘ଅବର୍ଗ୍ୟ ବ୍ୟଞ୍ଜନ’ ବୋଲି କୁହାଯାଏ?
ଠିକ୍ ଶବ୍ଦ ଦର୍ଶାଅ l
ଓଡିଆ ଭାଷାରେ ମୌଳିକ ସ୍ଵରବର୍ଣ୍ଣ କେତୋଟି ?
His autobiography is more popular among them.
The woman who took this photograph liked me.
Suggested Test Series
Suggested Test Series