arrow
arrow
arrow
ଗଙ୍ଗା ର ସମIର୍ଥବୋଧକ ଶବ୍ଦ ଟି କଣ ?
Question

ଗଙ୍ଗା ର ସମIର୍ଥବୋଧକ ଶବ୍ଦ ଟି କଣ ?

A.

ପୟୋଦ

B.

ପାଦପ

C.

ବାରିବାହ

D.

ଜାହ୍ନବୀ

Correct option is D

ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶକରୁଥିଲେ ଏଗୁଡିକୁ ଏକାର୍ଥବୋଧକ ଶବ୍ଦ ବା ସମାର୍ଥବୋଧକ ଶବ୍ଦ କୁହାଯାଏ । ଓଡିଆ ଭାଷ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।

ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ । ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।

Information Booster
ସେହିପରି ଗଙ୍ଗାର ସମାର୍ଥବୋଧକ ଶବ୍ଦ ହେଉଛି- ଭାଗୀରଥୀ, ସୁରଧୁନୀ,ଜାହ୍ନବୀ, ତ୍ରିପଥଗା ।
ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପୟୋଦ ଓ ବାରିବାହ ସମାର୍ଥବୋଧକ ଶବ୍ଦ ହେଉଛି ମେଘ, ପାଦପ ସମାର୍ଥବୋଧକ ଶବ୍ଦ ବୃକ୍ଷ ।

Free Tests

Free
Must Attempt

SBI PO Prelims Full Mock Test-01

languageIcon English
  • pdpQsnIcon100 Questions
  • pdpsheetsIcon100 Marks
  • timerIcon60 Mins
languageIcon English
Free
Must Attempt

SBI PO Prelims 2026 : Quantitative Aptitude Section Test 01

languageIcon English
  • pdpQsnIcon30 Questions
  • pdpsheetsIcon30 Marks
  • timerIcon20 Mins
languageIcon English
Free
Must Attempt

SBI PO Pre 2025 Memory Based Paper 4-Aug-2025-1st shift

languageIcon English
  • pdpQsnIcon100 Questions
  • pdpsheetsIcon100 Marks
  • timerIcon60 Mins
languageIcon English
test-prime-package

Access ‘OSSC CGL’ Mock Tests with

  • 60000+ Mocks and Previous Year Papers
  • Unlimited Re-Attempts
  • Personalised Report Card
  • 500% Refund on Final Selection
  • Largest Community
students-icon
446k+ students have already unlocked exclusive benefits with Test Prime!
Our Plans
Monthsup-arrow