arrow
arrow
arrow
ନୀଳଲୋହିତ ପୋଥ୍କୁ କେଉଁ ଅବସ୍ଥାରେ ଅନେଇ ରହିଥିଲେ ?
Question

ବୈଶାଳୀର ଆମ୍ରବନ । ଚାତୁର୍ମାସ୍ୟ ବ୍ରତ ଉଦ୍‌ଯାପନ ପାଇଁ ବୁଦ୍ଧ ବର୍ତ୍ତମାନ ସେଠାରେ ରେ ଅବସ୍ଥାନ କରୁଛନ୍ତି । ଆମ୍ରବନର ସ୍ଥାନେ ସ୍ଥାନେ କିଛି ପତ୍ରକୁଟୀର ଓ ଶ୍ରମଣଙ୍କ ରହିବା ପାଇଁ ବ୍ୟବସ୍ଥା । ସ୍ଥାନେ ସ୍ଥାନେ ଉଚ୍ଚ ପିଣ୍ଡି, ଅବସର ସମୟ ସମୟରେ ଭିକ୍ଷୁମାନଙ୍କର ଧର୍ମ ଚର୍ଚ୍ଚା ଓ ସାଧନା କରିବା ପାଇଁ ଏହି ପିଣ୍ଡି ବ୍ୟବସ୍ଥା । ଏଇଟା ବର୍ଷାଦିନ । ଏହି ଆମ୍ରବନଟି ନିସ୍ତବ୍‌ଧ, ନିର୍ବାକ୍ । ଯଦିଓ ଗଛପତ୍ରର ଫାଙ୍କ ଦେଇ, କିଛି କିଛି ଜ୍ୟୋତ୍ସ୍ନା ଆସି ମାଟି ଉପରେ ପଡ଼ୁଛି ଏବଂ ମନେହେଉଛି, ଯେପରି ମାଟି ଉପରେ କିଏ ଚିତା ଆଙ୍କିଦେଇଯାଇଛି । ଗୋଟିଏ ଗାଟିଏ ପିଣ୍ଡି ଉପରେ ଏକ ଦୀପଦଣ୍ଡରେ ଦୀପଟିଏ ଜଳୁଚି । ତା' ପାଖରେ ଗୋଟିଏ କାଷ୍ଠ ପିଠିକା ଏବଂ ପିଠିକା ଉପରେ ପୋଥୁଟିଏ ମେଲା ହୋଇ ପଡ଼ିଛି । ପାଖରେ ଖରେ ବସି ସେଇ ପୋଥ୍‌ଟିକୁ ନିର୍ନିମେଷ ଆଖରେ ଅନେଇ ରହିଛନ୍ତି ଭିକ୍ଷୁ ନୀଳଲୋହିତ । ହୁଏତ ସେ ଗଭୀର ନିଷ୍ଠୁର ସହ ମନେ ମନେ ପୋଥୂ ପାଠ କରୁଛନ୍ତି କିମ୍ବା ପୋଥୂକୁ ଅନେଇ ସେ କିଛି ଚିନ୍ତାରେ ନିମଗ୍ନ ରହିଛନ୍ତି।


ନୀଳଲୋହିତ ପୋଥ୍କୁ କେଉଁ ଅବସ୍ଥାରେ ଅନେଇ ରହିଥିଲେ ?

A.

ଅନ୍ବେଷଣ

B.

କର୍ମରତ

C.

ଶୟନରତ

D.

ଚିନ୍ତାମଗ୍ନ

Correct option is D

Answer: ଚିନ୍ତାମଗ୍ନ
Explanation:
ସଠିକ ଉତ୍ତର ହେଉଛି ଚିନ୍ତାମଗ୍ନ।
ଅନୁଚ୍ଛେଦ ଅନୁସାରେ:
ଭିକ୍ଷୁ ନୀଳଲୋହିତ ପୋଥ୍‌ଟିକୁ ନିର୍ନିମେଷ ଆଖିରେ ଅନେଇ ରହିଥିଲେ ଏବଂ ସେ ଚିନ୍ତାରେ ନିମଗ୍ନ ଥିବା କଥା ସୂଚିତ ହେଉଛି।
ତେଣୁ ସେ ପୋଥ୍‌କୁ ଦେଖି ଚିନ୍ତାମଗ୍ନ ଅବସ୍ଥାରେ ଥିଲେ।

Free Tests

Free
Must Attempt

OSSSC RI, ARI, AMIN Full Mock Test : 01

languageIcon English
  • pdpQsnIcon100 Questions
  • pdpsheetsIcon100 Marks
  • timerIcon90 Mins
languageIcon English
Free
Must Attempt

OSSSC RI, ARI, AMIN 2025 Prelims Exam PYP (Held on 11-Nov-2025)

languageIcon English
  • pdpQsnIcon100 Questions
  • pdpsheetsIcon100 Marks
  • timerIcon90 Mins
languageIcon English
Free
Must Attempt

Last Minute Revision Test: Odisha Budget

languageIcon English
  • pdpQsnIcon10 Questions
  • pdpsheetsIcon10 Marks
  • timerIcon6 Mins
languageIcon English
test-prime-package

Access ‘OSSC CGL’ Mock Tests with

  • 60000+ Mocks and Previous Year Papers
  • Unlimited Re-Attempts
  • Personalised Report Card
  • 500% Refund on Final Selection
  • Largest Community
students-icon
414k+ students have already unlocked exclusive benefits with Test Prime!
Our Plans
Monthsup-arrow