Correct option is D
ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ ।
ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ , ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବାଁ ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ । ରାତ୍ରିର ସମାର୍ଥବୋଧକ ଶବ୍ଦ ହେଉଛି ବିଭାବରୀ ।
Information Booster
ସେହିପରି ରାତ୍ରିର ଅନ୍ୟଗୁଡିଏ ସମାର୍ଥବୋଧକ ଶବ୍ଦ ହେଉଛି- ନିଶା, ନିଶି, ନିଶିଥୁନୀ, ରଜନୀ, ଯାମିନୀ, ଶର୍ବରୀ, ନକ୍ତ, କ୍ଷଣଦା, ତ୍ରିଯାମା । ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ନଗ ଓ ଅଦ୍ରି ସମାର୍ଥବୋଧକ ଶବ୍ଦ ହେଉଛି ପର୍ବତ, ମାତଗ ସମାର୍ଥବୋଧକ ଶବ୍ଦ ହାତୀ I