arrow
arrow
arrow
ଚାତୁର୍ମାସ୍ୟ ବ୍ରତ ଉଦ୍‌ଯାପନ ପାଇଁ କିଏ ବୈଶାଳୀର ଆମ୍ରବନକୁ ଆସିଥିଲେ ?
Question

ବୈଶାଳୀର ଆମ୍ରବନ । ଚାତୁର୍ମାସ୍ୟ ବ୍ରତ ଉଦ୍‌ଯାପନ ପାଇଁ ବୁଦ୍ଧ ବର୍ତ୍ତମାନ ସେଠାରେ ରେ ଅବସ୍ଥାନ କରୁଛନ୍ତି । ଆମ୍ରବନର ସ୍ଥାନେ ସ୍ଥାନେ କିଛି ପତ୍ରକୁଟୀର ଓ ଶ୍ରମଣଙ୍କ ରହିବା ପାଇଁ ବ୍ୟବସ୍ଥା । ସ୍ଥାନେ ସ୍ଥାନେ ଉଚ୍ଚ ପିଣ୍ଡି, ଅବସର ସମୟ ସମୟରେ ଭିକ୍ଷୁମାନଙ୍କର ଧର୍ମ ଚର୍ଚ୍ଚା ଓ ସାଧନା କରିବା ପାଇଁ ଏହି ପିଣ୍ଡି ବ୍ୟବସ୍ଥା । ଏଇଟା ବର୍ଷାଦିନ । ଏହି ଆମ୍ରବନଟି ନିସ୍ତବ୍‌ଧ, ନିର୍ବାକ୍ । ଯଦିଓ ଗଛପତ୍ରର ଫାଙ୍କ ଦେଇ, କିଛି କିଛି ଜ୍ୟୋତ୍ସ୍ନା ଆସି ମାଟି ଉପରେ ପଡ଼ୁଛି ଏବଂ ମନେହେଉଛି, ଯେପରି ମାଟି ଉପରେ କିଏ ଚିତା ଆଙ୍କିଦେଇଯାଇଛି । ଗୋଟିଏ ଗାଟିଏ ପିଣ୍ଡି ଉପରେ ଏକ ଦୀପଦଣ୍ଡରେ ଦୀପଟିଏ ଜଳୁଚି । ତା' ପାଖରେ ଗୋଟିଏ କାଷ୍ଠ ପିଠିକା ଏବଂ ପିଠିକା ଉପରେ ପୋଥୁଟିଏ ମେଲା ହୋଇ ପଡ଼ିଛି । ପାଖରେ ଖରେ ବସି ସେଇ ପୋଥ୍‌ଟିକୁ ନିର୍ନିମେଷ ଆଖରେ ଅନେଇ ରହିଛନ୍ତି ଭିକ୍ଷୁ ନୀଳଲୋହିତ । ହୁଏତ ସେ ଗଭୀର ନିଷ୍ଠୁର ସହ ମନେ ମନେ ପୋଥୂ ପାଠ କରୁଛନ୍ତି କିମ୍ବା ପୋଥୂକୁ ଅନେଇ ସେ କିଛି ଚିନ୍ତାରେ ନିମଗ୍ନ ରହିଛନ୍ତି।


ଚାତୁର୍ମାସ୍ୟ ବ୍ରତ ଉଦ୍‌ଯାପନ ପାଇଁ କିଏ ବୈଶାଳୀର ଆମ୍ରବନକୁ ଆସିଥିଲେ ?

A.

ମହାବୀର

B.

ନିରଞ୍ଜନା

C.

ଜୈନ

D.

ବୁଦ୍ଧ

Correct option is D

Answer: ବୁଦ୍ଧ
Explanation:
ସଠିକ ଉତ୍ତର ହେଉଛି ବୁଦ୍ଧ।
ଅନୁଚ୍ଛେଦରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି:
“ଚାତୁର୍ମାସ୍ୟ ବ୍ରତ ଉଦ୍‌ଯାପନ ପାଇଁ ବୁଦ୍ଧ ... ଅବସ୍ଥାନ କରୁଛନ୍ତି।”
ଏହାରୁ ପ୍ରମାଣିତ ହେଉଛି ଯେ ବୁଦ୍ଧ ଆମ୍ରବନକୁ ଆସିଥିଲେ।

Free Tests

Free
Must Attempt

CBT-1 Full Mock Test 1 (Exam Level)

languageIcon English
  • pdpQsnIcon75 Questions
  • pdpsheetsIcon75 Marks
  • timerIcon60 Mins
languageIcon English
Free
Must Attempt

RRB ALP CBT-1 PYP (Held on 13 Feb 2026 S1)

languageIcon English
  • pdpQsnIcon75 Questions
  • pdpsheetsIcon75 Marks
  • timerIcon90 Mins
languageIcon English
Free
Must Attempt

OSSSC RI, ARI, AMIN Full Mock Test : 01

languageIcon English
  • pdpQsnIcon100 Questions
  • pdpsheetsIcon100 Marks
  • timerIcon90 Mins
languageIcon English
test-prime-package

Access ‘OSSC CGL’ Mock Tests with

  • 60000+ Mocks and Previous Year Papers
  • Unlimited Re-Attempts
  • Personalised Report Card
  • 500% Refund on Final Selection
  • Largest Community
students-icon
410k+ students have already unlocked exclusive benefits with Test Prime!
Our Plans
Monthsup-arrow