Correct option is B
ଦିଆଯାଇଥିବା ଖଣ୍ଡଶବ୍ଦଗୁଡ଼ିକ —
ଘଣ୍ଟ
ସନ୍ଧ୍ୟା ବେଳେ
ଦେଉଳରେ
ବାଜେ
ଏମାନଙ୍କୁ ଠିକ୍ ରୂପରେ ବ୍ୟବସ୍ଥିତ କଲେ ସଂପୂର୍ଣ୍ଣ ବାକ୍ୟ ହେବ—
“ସନ୍ଧ୍ୟା ବେଳେ ଦେଉଳରେ ଘଣ୍ଟ ବାଜେ ।”
ଯାହାର ସଠିକ କ୍ରମ — ➡ 2 – 3 – 1 – 4
ନିମ୍ନଲିଖୁତ ଶବ୍ଦଗୁଡିକକୁ ସଠିକ କ୍ରମରେ ରଖ୍ ବାକ୍ୟ ଗଠନ କର ।
1-ଘଣ୍ଟ / 2-ସନ୍ଧ୍ୟା ବେଳେ | 3- ଦେଉଳରେ /4- ବାଜେ ।
ଦିଆଯାଇଥିବା ଖଣ୍ଡଶବ୍ଦଗୁଡ଼ିକ —
ଘଣ୍ଟ
ସନ୍ଧ୍ୟା ବେଳେ
ଦେଉଳରେ
ବାଜେ
ଏମାନଙ୍କୁ ଠିକ୍ ରୂପରେ ବ୍ୟବସ୍ଥିତ କଲେ ସଂପୂର୍ଣ୍ଣ ବାକ୍ୟ ହେବ—
“ସନ୍ଧ୍ୟା ବେଳେ ଦେଉଳରେ ଘଣ୍ଟ ବାଜେ ।”
ଯାହାର ସଠିକ କ୍ରମ — ➡ 2 – 3 – 1 – 4
ସ୍ଥାନ ଦୃଷ୍ଟିରୁ 'ଚ୍' କି ଧରଣର ଧ୍ବନି ?
'ବକ୍ସିସ୍' କେଉଁ ଭାଷାର ଶବ୍ଦ?
ପିଲାମାନେ ଆସୁଥିଲେ । ବାକ୍ୟରେ ଥିବା ‘ପିଲାମାନେ' କେଉଁ ବିଭକ୍ତି?
'ମଣୋହି' କି ପ୍ରକାର ଶବ୍ଦ?
'ଦୋଷ' ଶବ୍ଦର ବିପରୀତ ଶବ୍ଦଟି କ'ଣ?
ଚାତୁର୍ମାସ୍ୟ ବ୍ରତ ଉଦ୍ଯାପନ ପାଇଁ କିଏ ବୈଶାଳୀର ଆମ୍ରବନକୁ ଆସିଥିଲେ ?
ନୀଳଲୋହିତ ପୋଥ୍କୁ କେଉଁ ଅବସ୍ଥାରେ ଅନେଇ ରହିଥିଲେ ?
ଠିକ ଶବ୍ଦ ଟି ଚିନ୍ହIଇଦିଅ ?
'ଅରଣ୍ୟ' ର ସମIର୍ଥବୋଧକ ଶବ୍ଦଟି କ'ଣ ?
'ରାତ୍ରି' ର ସମIର୍ଥବୋଧକ ଶବ୍ଦଟି କ'ଣ ?
Suggested Test Series
Suggested Test Series