arrow
arrow
arrow
'ଖିଅ କାଢ଼ିବା' ରୂଢିଟିର କେଉଁ ଅର୍ଥ ଠିକ ?
Question

'ଖିଅ କାଢ଼ିବା' ରୂଢିଟିର କେଉଁ ଅର୍ଥ ଠିକ ?

A.

କଥାଶୁଣିବା

B.

କଥାଯୋଡି କହିବା

C.

କଥାର ମର୍ମ ବୁଝିବା

D.

ଦୋଷ ଖୋଜିବା

Correct option is D

ପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ I

ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ I ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ । ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ଯ ରୂଢି କୁହାଯାଇପାରେ । ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।

ଖୁଅ କାଢିବା- ରୂଢିଟିର ଅର୍ଥ ହେଉଛି ଦୋଷ ଖୋଜିବା । ଏହା ଏକ କ୍ରିୟାଯୁକ୍ତ ରୁଢି ।

ଯେଉଁ ବାକ୍ୟାଶରେ କ୍ରିୟାପଦ ଥାଏ, ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ଅକଲସଲାମି, କାଠିକର

ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ ।- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।

Free Tests

Free
Must Attempt

OSSC CGL 2024 Prelims PYP (Held on 20-Oct-2024)

languageIcon English
  • pdpQsnIcon150 Questions
  • pdpsheetsIcon150 Marks
  • timerIcon150 Mins
languageIcon English
Free
Must Attempt

Odisha GK Test 01

languageIcon English
  • pdpQsnIcon10 Questions
  • pdpsheetsIcon10 Marks
  • timerIcon10 Mins
languageIcon English
Free
Must Attempt

OSSC CGL Prelims Full Mock Test 01

languageIcon English
  • pdpQsnIcon150 Questions
  • pdpsheetsIcon150 Marks
  • timerIcon150 Mins
languageIcon English
test-prime-package

Access ‘OSSC CGL’ Mock Tests with

  • 60000+ Mocks and Previous Year Papers
  • Unlimited Re-Attempts
  • Personalised Report Card
  • 500% Refund on Final Selection
  • Largest Community
students-icon
382k+ students have already unlocked exclusive benefits with Test Prime!
Our Plans
Monthsup-arrow