hamburger menu
All Coursesall course arrow
adda247
reward-icon
adda247
    arrow
    arrow
    arrow
    'ମୟୂର' ର ସମIର୍ଥବୋଧକ ଶବ୍ଦଟି କ'ଣ ?
    Question

    'ମୟୂର' ର ସମIର୍ଥବୋଧକ ଶବ୍ଦଟି କ'ଣ ?

    A.

    କଳାପୀ

    B.

    ମାରୁତ

    C.

    କୁଧର

    D.

    ବିତ୍ତ

    Correct option is A

    ମୟୂରର ସମାର୍ଥବୋଧକ ଶବ୍ଦ ହେଉଛି କଳାପୀ I ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୌଧକ ଶବ୍ଦ କୁହାଯାଏ ।
    Information Booster
    ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ I ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚଚକ ଶବ୍ଦ କୁହାଯାଏ । ସେହିପରି ମୟୂରର ଅନ୍ୟଗୁଡିଏ ସମାର୍ଥବୋଧକ ଶବ୍ଦ ହେଉଛି- କେକୀ, ଶିଖୀ, ନୀଳକଣ୍ଠ, ଶିଖଣ୍ଡୀ ।

    ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ କୁଧରର ସମାର୍ଥବୋଧକ ଶବ୍ଦ ପର୍ବତ, ମରୁତର ସମାର୍ଥବୋଧକ ଶବ୍ଦ ହେଉଛି ପବନ ଓ ବିତ୍ତ ସମାର୍ଥବୋଧକ ଶବ୍ଦ ଧନ ।

    Free Tests

    Free
    Must Attempt

    OSSC CGL 2024 Prelims PYP (Held on 20-Oct-2024)

    languageIcon English
    • pdpQsnIcon150 Questions
    • pdpsheetsIcon150 Marks
    • timerIcon150 Mins
    languageIcon English
    Free
    Must Attempt

    Odisha GK Test 01

    languageIcon English
    • pdpQsnIcon10 Questions
    • pdpsheetsIcon10 Marks
    • timerIcon10 Mins
    languageIcon English
    Free
    Must Attempt

    OSSC CGL Prelims Full Mock Test 01

    languageIcon English
    • pdpQsnIcon150 Questions
    • pdpsheetsIcon150 Marks
    • timerIcon150 Mins
    languageIcon English
    test-prime-package

    Access ‘OSSC CGL’ Mock Tests with

    • 60000+ Mocks and Previous Year Papers
    • Unlimited Re-Attempts
    • Personalised Report Card
    • 500% Refund on Final Selection
    • Largest Community
    students-icon
    382k+ students have already unlocked exclusive benefits with Test Prime!
    Our Plans
    Monthsup-arrow