hamburger menu
All Coursesall course arrow
adda247
reward-icon
adda247
    arrow
    arrow
    arrow
    'ନା କରିବା' ରୂଢିଟିର କେଉଁ ଅର୍ଥ ଠିକ ?
    Question

    'ନା କରିବା' ରୂଢିଟିର କେଉଁ ଅର୍ଥ ଠିକ ?

    A.

    ବଦନାମ ହେବା

    B.

    ନାଁ କାଟିଦେବା

    C.

    ସୁନାମ ଅର୍ଜିବା

    D.

    ନାଁ ଖୋଜିବା

    Correct option is C

    ପଦ ବା ପଦ ଯଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ କୁ ରୂଢି ପ୍ରୟୋଗ କୁହାଯାଏ I ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପ୍ରକାଶ ସମ୍ଭବ ହୋଇଥାଏ ।
    ନାଁ କରିବା - ରୂଢିଟି ହେଉଛି ସୁନାମ ଅର୍ଜନ କରିବା । ଏହା ଏକ କ୍ରିୟାଯୁକ୍ତ ରୂଢି | ଯେଉଁ ବାକ୍ୟାଶରେ କ୍ରିୟାପଦ ଥାଏ , ତାହା କ୍ରିୟାଯୁକ୍ତ ରୂଢି ଅଟେ । । ଯଥା- ମନ ଉଡିବା, କଥା କାଟିବା I
    Information Booster

    ବିଶେଷ୍ୟ, ବିଶ୍ଲେଷଣ ଓ କ୍ରିୟାପଦର ଗୁରୁତ୍ଵ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି I

    Free Tests

    Free
    Must Attempt

    OSSC CGL 2024 Prelims PYP (Held on 20-Oct-2024)

    languageIcon English
    • pdpQsnIcon150 Questions
    • pdpsheetsIcon150 Marks
    • timerIcon150 Mins
    languageIcon English
    Free
    Must Attempt

    Odisha GK Test 01

    languageIcon English
    • pdpQsnIcon10 Questions
    • pdpsheetsIcon10 Marks
    • timerIcon10 Mins
    languageIcon English
    Free
    Must Attempt

    OSSC CGL Prelims Full Mock Test 01

    languageIcon English
    • pdpQsnIcon150 Questions
    • pdpsheetsIcon150 Marks
    • timerIcon150 Mins
    languageIcon English
    test-prime-package

    Access ‘OSSC CGL’ Mock Tests with

    • 60000+ Mocks and Previous Year Papers
    • Unlimited Re-Attempts
    • Personalised Report Card
    • 500% Refund on Final Selection
    • Largest Community
    students-icon
    382k+ students have already unlocked exclusive benefits with Test Prime!
    Our Plans
    Monthsup-arrow