Correct option is A
ଏ ଜଣେ ଜଣାଶୁଣା ଲେଖକ ଗତ ସପ୍ତାହରେ ଆମ ବିଦ୍ୟାଳୟ ପରିଦର୍ଶନ କରିଥିଲେ |
ନିମ୍ନଲିଖିତ ଇଂରାଜୀ ବାକ୍ୟର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ |
A well-known writer visited our school last week.
ଏ ଜଣେ ଜଣାଶୁଣା ଲେଖକ ଗତ ସପ୍ତାହରେ ଆମ ବିଦ୍ୟାଳୟ ପରିଦର୍ଶନ କରିଥିଲେ |
Suggested Test Series
Suggested Test Series
ଦିଆଯାଇଥିବା ଓଡ଼ିଆ ବାକ୍ୟକୁ ଇଂରାଜୀରେ ଅନୁବାଦ କର।
ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ଯୋଗୁଁ ଗରିବ ଲୋକମାନେ ଉପକୃତ ହେଉଛନ୍ତି ।
ନିମ୍ନଲିଖୁତ ଶବ୍ଦଗୁଡିକକୁ ସଠିକ କ୍ରମରେ ରଖ୍ ବାକ୍ୟ ଗଠନ କର ।
1-ଘଣ୍ଟ / 2-ସନ୍ଧ୍ୟା ବେଳେ | 3- ଦେଉଳରେ /4- ବାଜେ ।
ଏକ ଉପଯୁକ୍ତ ବିକଳ୍ପ ସାହାଯ୍ୟରେ ଶୂନ୍ୟସ୍ଥାନ ପୂରଣ କରନ୍ତୁ ।
ଏହା ଏକ_____________ କୋଠା, ଯାହାକୁ ଦେଖିବାକୁ ବିଦେଶରୁ ପର୍ଯ୍ୟଟକମାନେ ଆସନ୍ତି I
ଦିଆଯାଇଥିବା ଓଡ଼ିଆ ବାକ୍ୟର ସବୁଠାରୁ ଉପଯୁକ୍ତ ଇଂରାଜୀ ଅନୁବାଦ ବିକଳ୍ପ ବାଛନ୍ତୁ। ଦୟାକରି ଆମ ଘର କଥାରେ ହସ୍ତକ୍ଷେପ କର ନାହିଁ ।