Correct option is C
ସମ୍ପୂର୍ଣ ଭାବେ ବିଫଳ ହେବା
ନିମ୍ନ ଲିଖିତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Failed like a dead duck'
ସମ୍ପୂର୍ଣ ଭାବେ ବିଫଳ ହେବା
ଠିକ ଶବ୍ଦ ଟି ଚିନ୍ହIଇଦିଅ ?
'ଅରଣ୍ୟ' ର ସମIର୍ଥବୋଧକ ଶବ୍ଦଟି କ'ଣ ?
'ରାତ୍ରି' ର ସମIର୍ଥବୋଧକ ଶବ୍ଦଟି କ'ଣ ?
'ନା କରିବା' ରୂଢିଟିର କେଉଁ ଅର୍ଥ ଠିକ ?
ଶୁଦ୍ଧ ଶବ୍ଦ ଟି ବାଛ I
'ଖିଅ କାଢ଼ିବା' ରୂଢିଟିର କେଉଁ ଅର୍ଥ ଠିକ ?
ଗଙ୍ଗା ର ସମIର୍ଥବୋଧକ ଶବ୍ଦ ଟି କଣ ?
'ମୟୂର' ର ସମIର୍ଥବୋଧକ ଶବ୍ଦଟି କ'ଣ ?
ଦିଆଯାଇଥିବା ଓଡ଼ିଆ ବାକ୍ୟକୁ ଇଂରାଜୀରେ ଅନୁବାଦ କର।
ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ଯୋଗୁଁ ଗରିବ ଲୋକମାନେ ଉପକୃତ ହେଉଛନ୍ତି ।
ନିମ୍ନଲିଖୁତ ଶବ୍ଦଗୁଡିକକୁ ସଠିକ କ୍ରମରେ ରଖ୍ ବାକ୍ୟ ଗଠନ କର ।
1-ଘଣ୍ଟ / 2-ସନ୍ଧ୍ୟା ବେଳେ | 3- ଦେଉଳରେ /4- ବାଜେ ।
Suggested Test Series
Suggested Test Series