Correct option is D
ଜାତିଭେଦ ଆମ ଦେଶର ଦୁର୍ଭାଗ୍ୟର ପ୍ରଧାନ କାରଣ |
ନିମ୍ନଲିଖିତ ଇଂରାଜୀ ବାକ୍ୟର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ |
Caste distinction is the chief cause of our country's misfortune.
ଜାତିଭେଦ ଆମ ଦେଶର ଦୁର୍ଭାଗ୍ୟର ପ୍ରଧାନ କାରଣ |
ସ୍ଥାନ ଦୃଷ୍ଟିରୁ 'ଚ୍' କି ଧରଣର ଧ୍ବନି ?
'ବକ୍ସିସ୍' କେଉଁ ଭାଷାର ଶବ୍ଦ?
ପିଲାମାନେ ଆସୁଥିଲେ । ବାକ୍ୟରେ ଥିବା ‘ପିଲାମାନେ' କେଉଁ ବିଭକ୍ତି?
'ମଣୋହି' କି ପ୍ରକାର ଶବ୍ଦ?
'ଦୋଷ' ଶବ୍ଦର ବିପରୀତ ଶବ୍ଦଟି କ'ଣ?
ଚାତୁର୍ମାସ୍ୟ ବ୍ରତ ଉଦ୍ଯାପନ ପାଇଁ କିଏ ବୈଶାଳୀର ଆମ୍ରବନକୁ ଆସିଥିଲେ ?
ନୀଳଲୋହିତ ପୋଥ୍କୁ କେଉଁ ଅବସ୍ଥାରେ ଅନେଇ ରହିଥିଲେ ?
ଠିକ ଶବ୍ଦ ଟି ଚିନ୍ହIଇଦିଅ ?
'ଅରଣ୍ୟ' ର ସମIର୍ଥବୋଧକ ଶବ୍ଦଟି କ'ଣ ?
'ରାତ୍ରି' ର ସମIର୍ଥବୋଧକ ଶବ୍ଦଟି କ'ଣ ?
Suggested Test Series
Suggested Test Series