Odia govt jobs   »   Top 30 Odia MCQS For OSSSC...

Top 30 Odia MCQS For OSSSC RI,ARI, Amin, SFS, ICDS Supervisor 06 September 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSS(c). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQS For OSSSC RI,ARI, Amin, SFS, ICDS Supervisor

  1. ଅହିନକୁଳ ସମ୍ପର୍କ ରୂଢିଟିର ଅର୍ଥ କଣ?
    (a) ବୁଦ୍ଧିବଳ
    (b) ଘୋର ଶତ୍ରୁତା
    (c) ଜଣେ ସାହାସୀ
    (d) ଅସୁବିଧା
    Ans: (b) ଘୋର ଶତ୍ରୁତା
  2. ଅକଲ ଗୁଡୁମ ରୂଢିଟିର ଅର୍ଥ କଣ?
    (a) ବୁଦ୍ଧିବଣା ହବା
    (b) ଛଳନା
    (c) ଅନ୍ଧବୁଝା
    (d) ଜଣେ ଅସହାୟ
    Ans: (a) ବୁଦ୍ଧିବଣା ହବା
  3. ଆକାଶ କୁସୁମ ରୂଢିଟିର ଅର୍ଥ କଣ?
    (a) ଭୂଲାକୁ ସ୍ୱପ୍ନ
    (b) ଜଣେ ଚତୁର
    (c) ବୃଥା ସ୍ୱପ୍ନ
    (d) ଭାଗ୍ୟ ଫଳ
    Ans: (c) ବୃଥା ସ୍ୱପ୍ନ
  4. ସେ ତ__ ଅନର୍ଥ ସୃଷ୍ଟି କରୁଛି ତାକୁ କଣ ଚିଛି ନାହିଁ
    (a) ହୁଂକାପିଟା
    (b) ଅତି ଦୁଷ୍ଟ
    (c) ଦୁଷ୍ଟ
    (d) ମହା ଦୁଷ୍ଟ
    Ans: ହୁଂକାପିଟା
  5. ଗୋବର ଗଣେଶ – ରୂଢି ଟିର ଅର୍ଥ କ’ଣ?
    (a) ମୂଲ୍ୟହୀନ
    (b) କଥା କଷ୍ଟସାଧ୍ୟ
    (c) ବୃଥା ସ୍ୱପ୍ନ
    (d) ନିର୍ବୋଧ
    Ans: ନିର୍ବୋଧ
  6. “ଅନେକଙ୍କ ମଧ୍ୟରେ ବୃହତ୍” – ଗୋଟିଏ ପଦରେ ପ୍ରକାଶ କର?
    (a) ବୃହତ୍ତମ
    (b) ନିଘଞ୍ଚ
    (c) ଅତ୍ୟୁକ୍ତି
    (d) ଅଧ୍ୟାପକ
    Ans: (a) ବୃହତ୍ତମ
  7. “ଅନେକଙ୍କ ମଧ୍ୟରେ କ୍ଷୁଦ୍ର” – ଗୋଟିଏ ପଦରେ ପ୍ରକାଶ କର?
    (a) ବୃହତ୍ତମ
    (b) କ୍ଷୁଦ୍ରତମ
    (c) ନିଘଞ୍ଚ
    (d) ଅତ୍ୟୁକ୍ତି
    Ans: (b) କ୍ଷୁଦ୍ରତମ
  8. “ଅନ୍ତରେ ବାସ କରେ ଯେ” – ଗୋଟିଏ ପଦରେ ପ୍ରକାଶ କର?
    (a) ଅନ୍ତେବାସୀ
    (b) ନିଘଞ୍ଚ
    (c) ଅତ୍ୟୁକ୍ତି
    (d) ଅଧ୍ୟାପକ
    Ans: (a) ଅନ୍ତେବାସୀ
  9. କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
    (a) କୁ + ତ୍ୟ
    (b) କୃତ୍ + ଯ
    (c) କୁ + କାପ୍
    (d) କୃତ + ଯ
    Ans: (c) କୁ + କାପ୍
  10. କେଉଁଟି ଏକ ଦ୍ରାବିଡ ଶବ୍ଦ ନୁହେଁ ?
    (a)ଅଡା
    (b)ଆରିସା
    (c) ଢିଙ୍କି
    (d) ଏଣ୍ଡୁରି
    Ans: (c) ଢିଙ୍କି
  11. ପ୍ରଦୀପ ର ସମୋଚ୍ଚାରିତ ଶବ୍ଦ କ’ଣ?
    (a) ପ୍ରତୀପ
    (b) ପ୍ରତିକ୍ଷଣ
    (c) ପ୍ରତୀତ
    (d) ପ୍ରଧାନ
    ଉତ୍ତର: (a) ପ୍ରତୀପ
  12. ପୁତ ଶବ୍ଦର ଭିନ୍ନା ଅର୍ଥ କ’ଣ ହେବ?
    (a) ପବିତ୍ର
    (b) ଦୀପ
    (c) ନରକ ବିଶେଷ
    (d) ଶ୍ରେଷ୍ଠ
    ଉତ୍ତର: (c) ନରକ ବିଶେଷ
  13. ସମାସ ବାକ୍ୟ ନଥାଇ ସମାସ ହେଲେ ତାକୁ କି ସମାସ କହନ୍ତି ?
    (a) ବହୁବ୍ରୀହି
    (b) ଦ୍ବିଗୁ
    (c) ନିତ୍ୟ
    (d) ନଞ୍ଜ ତତ୍‌ପୁରୁଷ
    Ans:(c) ନିତ୍ୟ
  14. ଅବ୍ୟୟପଦ ପୂର୍ବପଦ ରୂପେ ରହି ଅନ୍ୟୁପଦ ସହିତ ସମାନ ହେଲେ ଓ ଅବ୍ୟୟ ପଦର ପ୍ରାଧାନ୍ୟ ଥିଲେ ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି |
    (a) ବହୁବ୍ରୀହି
    (b) ଦ୍ବନ୍ଦ୍ବ
    (c) ଅବ୍ୟୟୀଭାବ
    (d) ତତପୁରୁଷ
    Ans: (c) ଅବ୍ୟୟୀଭାବ
  15. ଯୌଗିକ ବାକ୍ୟକୁ ସରଳ ବାକ୍ୟ ରେ ପରିଣତ କର ?
    ରାତି ହେଲା ଏବଂ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।
    (a) ରାତିହେବାରୁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।
    (b) ରାତି ହେଲା ତେଣୁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।
    (c) ରାତି ହେଲା ସେଥିପାଇଁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।
    (d) ଯେବେ ରାତି ହେଲା ସେତେବେଳେ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।
    Ans. (a)ରାତିହେବାରୁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।
  16. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
    (a) ବିସ୍ଵାସ
    (b) ଵିଶ୍ଵାଶ
    (c) ବିଶ୍ୱାସ
    (d) ଵିଶ୍ଵାଷ
    Ans: (c) ବିଶ୍ୱାସ
  17. ଅଧି + କାର- ସନ୍ଧିବିଛେଦ କଣ?
    (a) ଅଧିକାର
    (b) ଅଧିମାସ
    (c) ଅଧିରାଜ
    (d) ଅଧିବାସ
    Ans: (a) ଅଧିକାର
  18. ଅଧି + ବାସ – ସନ୍ଧିବିଛେଦ କଣ?
    (a) ଅଧିକାର
    (b) ଅଧିମାସ
    (c) ଅଧିରାଜ
    (d) ଅଧିବାସ
    Ans: (d) ଅଧିବାସ
  19. କୌଣସି କୌଣସି ପଦ ଗଢିବା ପାଇଁ “ଧାତୁର” ପୂର୍ବରେ ଅନ୍ୟ ଗୋଟିଏ ପଦଥାଏ, ସେହି ପଦର ନାମ _______ସମାସ?
    (a) ଉପପଦ ତତ୍‌ପୁରୁଷ
    (b) ଦ୍ଵିଗୁ
    (c) ଅଲୁକ୍
    (d) କୌଣସି ନୁହେଁ
    Ans: (a) ଉପପଦ ତତ୍‌ପୁରୁଷ
  20. ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?
    (a) କେବଳ ଧାତୁ ଯୋଗୁଁ
    (b) କେବଳ ପ୍ରତ୍ୟୟ ଯୋଗୁଁ
    (c) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
    (d) ନିଜ ଗୁଣ ଯୋଗୁଁ
    Ans. (c) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
  21. ‘ଖ’ ଓ ‘ଘ’ ନିମ୍ନଲିଖିତ ମଧ୍ୟରୁ କେଉଁ ବ୍ୟଞ୍ଜନ ଅନ୍ତର୍ଭୁକ୍ତ?
    (a) ମହାପ୍ରାଣ
    (b) ଅଳ୍ପପ୍ରାଣ
    (c) ସଘୋଷ
    (d) ଅଘୋଷ
    Ans. (a) ମହାପ୍ରାଣ
  22. ‘ଦୁର୍ନାମ’ ର ସନ୍ଧିବିଛେଦ କ’ଣ ହେବ?
    (a) ଦୁର୍ + ନାମ
    (b) ଦୁର୍ + ଆରୋଗ୍ୟ
    (c) ଦୁର୍ + ଭିକ୍ଷ
    (d) ଦୁର୍ + ଯୋଗ
    ଉତ୍ତର: (a) ଦୁର୍ + ନାମ
  23. ଅବ୍ୟୟପଦ ପୂର୍ବପଦ ରୂପେ ରହି ଅନ୍ୟୁପଦ ସହିତ ସମାନ ହେଲେ ଓ ଅବ୍ୟୟ ପଦର ପ୍ରାଧାନ୍ୟ ଥିଲେ ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି |
    (a) ବହୁବ୍ରୀହି
    (b) ଦ୍ବନ୍ଦ୍ବ
    (c) ଅବ୍ୟୟୀଭାବ
    (d) ତତପୁରୁଷ
    Ans: (c) ଅବ୍ୟୟୀଭାବ
  24. ଯେଉଁ ସମାସରେ ସମସ୍ତ ପଦ ସମସ୍ୟମାନ ପଦମାନଙ୍କ ଭିତରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ ତାକୁ କି ସମାସ କହନ୍ତି ?
    (a) ବହୁବ୍ରୀହି
    (b) କର୍ମଧାରୟ
    (c) ଦ୍ବିଗୁ
    (d) ଦ୍ବନ୍ଦ୍ବ
    Ans: (a) ବହୁବ୍ରୀହି
  25. ମା ଦରଜିକୁ କନା ଦେଲେ ଏହି ବାକ୍ୟରେ ଦରଜି ପଦରେ କେଉଁ କାରକ ହୋଇଛି?
    (a) କର୍ତ୍ତାକାରକ
    (b) ସଂପ୍ରଦାନ କାରକ
    (c) ଅପାଦାନ କାରକ
    (d) କର୍ମ କାରକ
    Ans. (d) କର୍ମ କାରକ
  26. କେଉଁଟି ଚନ୍ଦ୍ର ର ପ୍ରତିଶବ୍ଦ ନୁହେଁ?
    (a) କଳାନିଧି
    (b) କଳାକର
    (c) କାଳଜ୍ଞ
    (d) ଇନ୍ଦୁ
    Ans: (c) କାଳଜ୍ଞ
  27. କେଉଁଟି ଚଢେଇ ର ପ୍ରତିଶବ୍ଦ?
    (a) ଜୀବନ
    (b) ବିହଗ
    (c) ଧୂଳିଜଂଘ
    (d) ଆଳୟ
    Ans: (b) ବିହଗ
  28. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’ଣ କୁହାଯାଏ ?
    (a) ତତ୍ସମ
    (b) ତଭବ
    (c) ଦେଶଜ
    (d) ବୈଦେଶିକ
    Ans. (b) ତଭବ
  29. ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?
    (a) ତତ୍ସମ
    (b) ତଭବ
    (c) ଦେଶଜ
    (d) ବୈଦେଶିକ
    Ans. (c) ଦେଶଜ
  30. ତାଙ୍କ ବିନା ମୁଁ ଏହା କରିପାରିବି ନାହିଁ । – ଏହି ବାକ୍ୟରେ‘ବିନା’ କି ପଦ ?
    (a) ବିଶେଷ୍ୟ
    (b) ବିଶେଷଣ
    (c) ଅବ୍ୟୟ
    (d) ସର୍ବନାମ
    Ans: (c) ଅବ୍ୟୟ

RAPID FIRE REVISION BATCH For RI,ARI,AMIN,SFS & ICDS EXAM 2024 | Online Live Classes By Adda247

Top 30 Odia MCQS For OSSSC RI,ARI, Amin, SFS, ICDS Supervisor 06 September 2024_4.1
About the Author

Trilok Singh heads the Content and SEO at Adda247. He has 9 years of experience in creating content for competitive entrance exams and government exams. He keeps a close eye on the content quality, credibility and ensure the information should be error-free and available on time. He can be reached at trilok.singh@adda247.com.