Odia govt jobs   »   Odia MCQs And Answer   »   Odia MCQs And Answer

Odia MCQs And Answers For OPSC, OSSC, OSSSC, Banking Exam | 9th August 2022  

Odia MCQs  And Answers- Odia MCQs are very important for OSSC, OSSC, and OPSC  Exams. Aspirants who are willing to apply for the various Government exams in 2022 must go through the topics of Odia for competitive exams.

Odia MCQs

 

Q1.ଓଡ଼ିଆ ଭାଷାରେ “ଫଳ”କେଉଁ ଲିଙ୍ଗ ସୂଚକ ?

(କ)ପୁଂଲିଙ୍ଗ

(ଖ)କ୍ଳୀବଲିଙ୍ଗ

(ଗ)ସ୍ତ୍ରୀଲିଙ୍ଗ

(ଘ)ଉଭୟଲିଙ୍ଗ

 

S1.Ans. (ଖ)କ୍ଳୀବଲିଙ୍ଗ

 

Q2. ‘ଅଦା ବେପାରୀର ଜାହାଜ ମୂଲ’ – ଏହି ଲୋକବାଣୀଟିର ଅର୍ଥ କେଉଁଟି ?

(A) ଅଧୁକ କହିବା

(B) ଅନଧିକାର ଚର୍ଚ୍ଛା

(C) ବହୁତ ଗପିବା

(D) ଅଧିକାର କରିବା

 

S2. Ans. (B) ଅନଧିକାର ଚର୍ଚ୍ଛା

 

Q3. ଉପଯୁକ୍ତ ରୂଢି ବ୍ୟବହାର କରି ଶୂନ୍ୟାସ୍ଥାନ ପୂରଣ କର ତାକୁ ଆଉ କିଛି କୁହ ନହିଁ, ସେ ଭୟରେ ………………

(A) ଜିଙ୍କି ପରି

(B) ଗଡ଼ ପରି

(C) ଜୋକ ପରି

(D) କଳା କାଠ

 

S3. Ans. (D) କଳା କାଠ

 

 

Q4. ଚିତା କାଟିବା ଏହା କି ପ୍ରକାର ରୂଢି?

(A) କ୍ରିୟାହୀନ ରୂଢି

(B) ତୁଳନାତ୍ମକ ରୂଢି

(C) ଉପମାଯୁକ୍ତ ରୂଢି

(D) କ୍ରିୟାଯୁକ୍ତ ରୂଢି

 

S4. Ans. (D) କ୍ରିୟାଯୁକ୍ତ ରୂଢି

 

Q5. ତୁଣ୍ଡ ବାଇଦ ସହସ୍ର କୋଶ ଏହି ଲୋକବାଣୀଟିର ଅର୍ଥ ଲେଖ ।

(A) ଲୋକ ମୁଖରର କଥା ବହୁଦୂର ପ୍ରସରି ଯାଏ

(B) ହଜାର ହଜାର କୋଶକୁ କଥା ଚାଲିଯିବ ।

(C) ବହୁଦୂରକୁ ବାଦ୍ୟଶବ୍ଦ ଶୁଣାଯିବା

(D) ସବୁ ଆଡ଼କୁ ଶବ୍ଦ ଶୁଭିବା

 

S5. Ans. (A) ଲୋକ ମୁଖରର କଥା ବହୁଦୂର ପ୍ରସରି ଯାଏ

 

Q6. ସବୁସ୍ଥାନରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା

ଅର୍ଥ ପ୍ରକାଶ କରୁ ଥିବ ରୋକବାଣୀଟି କେଉଁଟି ?

(A) ନଈକେ ଫାଙ୍କ, ଦେଶକେ ବ୍ୟାଙ୍କ

(B) ଯେ ଦେଶେ ଯାଇ ସେ ଫଳ ଖାଇ

(C) ହାତେ ମାପି ଚାଖରଣ୍ଡ ଚାଲିବା

(D) ଦେଶକେ ଫାଙ୍କୁ, ନଈକେ ବାକ

 

S6. Ans. (B) ଯେ ଦେଶେ ଯାଇ ସେ ଫଳ ଖାଇ

 

Q7. ଅରଣ୍ୟ ରୋଦନ ଏହି ରୂଢିଟିର ଅର୍ଥ କେଉଁଟି ?

(A) ଅରଣ୍ୟ ରୋଦନ ବଣରେ କାନ୍ଦିବା

(B) ଅରଣ୍ୟ ରୋଦନ- ଅେଥା କାନ୍ଦ

(C) ଅରଣ୍ୟ ରୋଦନ ନିଷ୍ଣନ ପ୍ରାର୍ଥନା

(D) ଅରଣ୍ୟ ରୋଦନ ମିଛରେ କାନ୍ଦିବା

 

S7. Ans. (C) ଅରଣ୍ୟ ରୋଦନ ନିଷ୍ଣନ ପ୍ରାର୍ଥନା

 

Q8. ‘ବାଘ ଘରେ ମିରିଗ ନାଟ – ଏହିଉକ୍ତିଟିର ଅର୍ଥ କେଉଁଟି ?

(A) ଭୁଲ କାର୍ଯ୍ୟ

(B) ମୁରବୀ ଶୂନ୍ୟ ନିଭୀକତା

(B) ସାହସିକତା

(D) କାହାରୀକୁ ସମ୍ମାନ ନ ଦେବା

 

S8. Ans. (B) ମୁରବୀ ଶୂନ୍ୟ ନିଭୀକତା

 

Q9. ଇଚ୍ଛା ଅନୁସାରେ ସୁବିଧା ମିଳିବା ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କେଉଁଟି ?

(A) ହାତ କରିବା

(B) ବିରାଡି କପାଳକୁ ଶିକା ଛଡ଼ିବା

(C) ଛାତିକିପଥର କରିବା

(D) କପାଳେ ଖୋଲିବା

 

S9. Ans. (B) ବିରାଡି କପାଳକୁ ଶିକା ଛଡ଼ିବା

 

Q10.”ଦୁଷ୍ଟ” ର ବିପରୀତ ଶବ୍ଦ କ?

(କ)ଶାନ୍ତ

(ଖ)ଶିଷ୍ଟ

(ଗ)ଧୀର

(ଘ)ଭଦ୍ର

S10.Ans.(ଖ)ଶିଷ୍ଟ

 

Q11.”ଦୟାଳୁ” ର ବିପରୀତ ଶବ୍ଦଟି କଣ ହେବ ?

(କ)ନିର୍ଦ୍ଦୟ

(ଖ)ଦୁଷ୍ଟ

(ଗ)କ୍ରୋଧିତ

(ଘ)ରୁଷ୍ଟ

 

S11.Ans.(କ)ନିର୍ଦ୍ଦୟ

ADDA247 Odia Telegram Channel
ADDA247 Odia Telegram Channel

Q12.”ଦୋଷୀ” ର ବିପରୀତ କଣ ହେବ ?

(କ)ଅଦୋଷୀ

(ଖ)ନିର୍ଦ୍ଦୋଷ

(ଗ)ନିର୍ଦ୍ଦୋଷୀ

(ଘ)ସାଧୁ

 

S12.Ans.(ଖ)ନିର୍ଦ୍ଦୋଷ

 

Q13.”ବନ୍ଦନ” ର ବିପରୀତାର୍ଥବୋଧକ ଶବ୍ଦ ନିର୍ଣ୍ଣୟ କର |

(କ)ଅବନ୍ଦନ

(ଖ)ନିନ୍ଦନ

(ଗ)ନିନ୍ଦା

(ଘ)ଅପବାଦ

 

S13.Ans.(ଖ)ନିନ୍ଦନ

 

Q14.”କ୍ଷୀଣ”-ଶବ୍ଦର ବିପରୀତ ଶବ୍ଦଟି କଣ ହେବ ?

(କ)ଅକ୍ଷୀଣ

(ଖ)ପୃଥୁଳ

(ଗ)ସବଳ

(ଘ)ବଳଦାନ

 

S14.Ans.(ଖ)ପୃଥୁଳ

 

Q15.”ନିଗ୍ରହ”ର ବିପରୀତାର୍ଥବୋଧକ ଶବ୍ଦ ନିର୍ଣ୍ଣୟ କର |

(କ)ବିଗ୍ରହ

(ଖ)ଅନୁଗ୍ରହ

(ଗ)ଅପଗ୍ରହ

(ଘ)ଅଗ୍ରହ

 

S15.Ans.(ଖ)ଅନୁଗ୍ରହ

 

Q16.ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍‌ ନୁହେଁ ?

(କ)ଅକ୍ଲାନ୍ତ – କ୍ଲାନ୍ତ

(ଖ)ଅକ୍ଷମ – କ୍ଷମ

(ଗ)ଅଗ୍ର – ଅନଗ୍ର

(ଘ)ଅକ୍ଷତ – କ୍ଷତ

 

S16.Ans.(ଗ)ଅଗ୍ର – ଅନଗ୍ର

 

Q17.ବିପରୀତାର୍ଥକ ଶବ୍ଦ କେଉଁଟି -ଅଧମର୍ଣ୍ଣ ?

(କ)ଅମର୍ଣ୍ଣ

(ଖ)ଅନର୍ଥ

(ଗ)ଉତ୍ତରାୟଣ

(ଘ)ଉତ୍ତମର୍ଣ୍ଣ

 

S17.Ans.(ଘ)ଉତ୍ତମର୍ଣ୍ଣ

 

Q18.ନିମ୍ନଲିଖିତ ମଧ୍ୟରୁ କେଉଁଟି ପୁଂଲିଙ୍ଗ ନୁହେଁ ?

(କ)ନାଉରୀ

(ଖ) ତନ୍ତୀ

(ଗ)ରାଣୀ

(ଘ)ଭଣ୍ଡାରୀ

 

S18.Ans. (ଗ)ରାଣୀ

 

Q19.”ଦ୍ଵିଜ”ର ସ୍ତ୍ରୀ ଲିଙ୍ଗ ନିର୍ଣ୍ଣୟ କର |

(କ)ଦ୍ବିଜି

(ଖ)ଦ୍ଵଜା

(ଗ)ଦ୍ଵୀଜା

(ଘ)ଦ୍ୱିଜା

 

S19.Ans. (ଖ)ଦ୍ଵଜା

 

Q20.ଯାହାଦ୍ୱାରା କୌଣସି ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଜଣାପଡେ ତାହାକୁ କଣ କହନ୍ତି ?

(କ)ପୁରୁଷ

(ଖ)ବଚନ

(ଗ)ସର୍ବନାମ

(ଘ)ଅବ୍ୟୟ

 

S20.Ans. (ଖ)ବଚନ

READ MORE

Polity MCQs and Answers For OPSC, OSSC, OSSSC, BANKING Exam

Reasoning MCQs and Answers For OPSC, OSSC, OSSSC, BANKING Exam

Geography MCQs and Answers For OPSC, OSSC, OSSSC Exam

English MCQs and Answers For OPSC, OSSC, OSSSC, BANKING Exam

 

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me