Odia govt jobs   »   Top Important Odia MCQs For OSSSC...

Top Important Odia MCQs For OSSSC RI,ARI, Amin, SFS, ICDS Supervisor 24 April 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSSC). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQs For OSSSC RI,ARI, Amin, SFS, ICDS Supervisor

  1. ‘ଚଷୁ କୁଟିବା’ – ରୂଢିଟିର ଅର୍ଥ କ’ଣ?
    A) ବ୍ୟର୍ଥ ପରିଶ୍ରମ କରିବା
    B) ପରଖ୍
    C) ଧାନ କୁଟିବା
    D) ଉପାର୍ଜନ କରିବା
    Ans: A) ବ୍ୟର୍ଥ ପରିଶ୍ରମ କରିବା
  2. ‘ଗାଙ୍ଗେୟ’ ଶବ୍ଦର ବ୍ୟୁପ୍‌ ଗତ ଅର୍ଥ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ ଦର୍ଶାଅ ।
    A) ଗଙ୍ଗାଙ୍କର ସନ୍ତାନ
    B) ଗଙ୍ଗାମାତା
    C) ଗଙ୍ଗାପତି
    D) ଗଙ୍ଗାର ଉତ୍ପତ୍ତି
    Ans: A) ଗଙ୍ଗାଙ୍କର ସନ୍ତାନ
  3. ଭିନ୍ନଧର୍ମୀ ଶବ୍ଦଟି ଚିହ୍ନଟ କର |
    A) ରନ୍ଧନ
    B) ଜଣାଣ
    C) ଗାୟକ
    D) ଭୋଜନ
    Ans: C) ଗାୟକ
  4. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅପରାଧୀ’ ର ବିପରୀତ ଶବ୍ଦ?
    A) ନିରପରାଧ
    B) ଅର୍ଥୀ
    C) ଅପାୟ
    D) ଅପରାଜିତ
    Ans: A) ନିରପରାଧ
  5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗରେ ଗଠିତ ଶବ୍ଦ ନୁହେଁ?
    A) ବାଦ
    B) ପ୍ରତିବାଦ
    C) ସଂବାଦ
    D) ଅନୁବାଦ
    Ans: A) ବାଦ
  6. ରାମବାବୁଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ଖାଲି ହାତରେ ଘରକୁ ଫେରିଲେ ରେଖାଙ୍କିତ ଶବ୍ଦଟି କି ପ୍ରକାର ଯୁଗ୍ମ ଶବ୍ଦ?
    A) ବିପରୀତାର୍ଥକ
    B) ଦ୍ଵିରୁକ୍ତି
    C) ସମାନର୍ଥକ
    D) ସାର୍ଥକ ଓ ନିରର୍ଥକ
    Ans: C) ସମାନର୍ଥକ
  7. ନିମ୍ନଲିଖିତତ ମଧ୍ୟରୁ କେଉଁଟି ଏକ ତତ୍ ସମ ଶବ୍ଦ ଅଟେ?
    A) ପିଠି
    B) ଗଭୀର
    C) ଆଠ
    D) ଭଉଣୀ
    Ans: B) ଗଭୀର
  8. ‘ସମ୍ବନ୍ଧ ପଦ’ ରେ କେଉଁ ବିଭକ୍ତି ହୁଏ?
    A) ତୃତୀୟା
    B) ଷଷ୍ଠୀ
    C) ଚତୁର୍ଥୀ
    D) ପଞ୍ଚମୀ
    Ans: B) ଷଷ୍ଠୀ
  9. ‘ପାନିଆଁ’- କେଉଁ ଶ୍ରେଣୀ ର ଶବ୍ଦ ଅଟେ?
    A) ବୈଦେଶିକ
    B) ତଦ୍ ଭବ
    C) ତତ୍ ସମ
    D) ଦେଶଜ
    Ans: D) ଦେଶଜ
  10. ‘ଦନ୍ତୀ’ ଶବ୍ଦରେ କେଉଁ ପ୍ରତ୍ୟୟ ଲାଗିଛି?
    A) ଅନ୍
    B) ଈ
    C) ତିନ୍
    D) ଇନ୍
    Ans: D) ଇନ୍
  11. ‘ରୋଗୀ’ ଶବ୍ଦର ବିପରୀତ ଶବ୍ଦ?
    A) ଅରୋଗ
    B) ଅରୋଗୀ
    C) ନିରୋଗ
    D) ନିରୋଗୀ
    Ans: C) ନିରୋଗ
  12. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ସମପର୍ଯ୍ୟାୟବାଚୀ ଶବ୍ଦ ନୁହଁନ୍ତି?
    A) ସିଂହ-କେଶରୀ
    B) ଦେବତା-ଅମର
    C) ନଭ-ନେତ୍ର
    D) ଗାଭୀ-ଗୋମାତା
    Ans: C) ନଭ-ନେତ୍ର
  13. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗରେ ଗଠିତ ଶବ୍ଦ ନୁହେଁ?
    A) ଫିରୋଜ
    B) ପ୍ରକୃଷ୍ଟ
    C) ଉପନୀତ
    D) ପ୍ରଗାଢ
    Ans: A) ଫିରୋଜ
  14. ‘ଇନ୍ଦ୍ର ‘ ଶବ୍ଦର ‘ ନ୍ଦ୍ର’ ଯୁକ୍ତାକ୍ଷରଟି କେଉଁ କେଉଁ ବର୍ଷର ସଂଯୋଗରୁ ସୃଷ୍ଟି ହୋଇଛି?
    A) ନ୍+ଦ୍+ର
    B) ଦ୍+ର+ନ୍
    C) ଦ୍+ନ୍+ର
    D) ନ୍ଦ+ର
    Ans: A) ନ୍+ଦ୍+ର

     

  15. ‘ଅଗମୂଳ ନଥିବା’ – ରୂଢିଟିର ଅର୍ଥ କ’ଣ?
    A) କିଛି ନ ବୁଝିବା
    B) ଶୃଙ୍ଖଳା ନରହିବା
    C) ଅଗ୍ରାଧିକାର
    D) ସବୁବେଳେ ଗପିବା
    Ans: B) ଶୃଙ୍ଖଳା ନରହିବା

     

  16. ଶିରଃ+ଛେଦ=?
    A) ଶିରୋଛେଦ
    B) ଶିରଛେଦ
    C) ଶିରଚ୍ଛେଦ
    D) ଶିରଃଛେଦ
    Ans: C) ଶିରଚ୍ଛେଦ

     

  17. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପ୍ରାଚୀ’ ଶବ୍ଦର ବିପରୀତ ଶବ୍ଦ?
    A) ପ୍ରତୀଚୀ
    B) ପୂର୍ବ
    C) ଅବାଚୀ
    D) ଉଦିଚୀ
    Ans: A) ପ୍ରତୀଚୀ

     

  18. ‘କଳାକାଠ ପଡ଼ିଯିବା’– ରୂଢିଟିର ଅର୍ଥ କ’ଣ?
    A) ପୋଡ଼ା କାଠ
    B) କଳାଲୋକ
    C) କଳା ରଙ୍ଗର କାଠ
    D) ଶୁଖିଲା ଦିଶିବା
    Ans: D) ଶୁଖିଲା ଦିଶିବା

     

  19. ‘ଦେଖିବା ‘ – ଉକ୍ତ କ୍ରିୟାର ସଂସ୍କୃତ ଧାତୁ ନିମ୍ନଲିଖିତ ମଧ୍ୟରୁ କେଉଁଟି ହେବ ସୂଚାଅ?
    A) ଦୃଷ୍ଟ
    B) ଦ୍ରଶ୍
    C) ଦେଖ୍
    D) ଦୃଶ୍
    Ans: C) ଦେଖ୍

     

  20. ‘ମିଶ୍ର’ – ଶବ୍ଦଟି କେଉଁ ବିଭକ୍ତି ଯୋଗେ ଗଠିତ?
    A) ପଞ୍ଚମୀ
    B) ଦ୍ଵିତୀୟା
    C) ପ୍ରଥମା
    D) ଷଷ୍ଠୀ
    Ans: C) ପ୍ରଥମା

     

  21. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭିନ୍ନ ଶବ୍ଦ ଚିହ୍ନାଅ?
    A) ଆସନ୍ନ
    B) ନିକଟ
    C) ଦୂର
    D) ସମୀପ
    Ans: C) ଦୂର

     

  22. ‘ଓହ୍ଲାଇବା’ – ଏହି ଅମିଶ୍ର କ୍ରିୟାର ମିଶ୍ରକ୍ରିୟା କଣହେବ?
    A) ଅବତରଣ କରିବା
    B) ତଳକୁ ଯିବା
    C) ପଛକୁ ଫେରିବା
    D) ଓହ୍ଲାଇହେବା
    Ans: A) ଅବତରଣ କରିବା

     

  23. ନିମ୍ନଲିଖିତ ମଧ୍ୟରୁ ଭିନ୍ନ ପର୍ଯ୍ୟାୟବାଚୀ ଶବ୍ଦଟିକୁ ଚିହ୍ନାଅ?
    A) ମହେନ୍ଦ୍ର
    B) ମଦନ
    C) ମନ୍ମଥ
    D) ଅନଙ୍ଗ
    Ans: A) ମହେନ୍ଦ୍ର
  24. ‘ଫାଙ୍କା ଆୱାଜ’ ରୁଢିଟିର ଅର୍ଥ କ’ଣ?
    A) ଖାଲି ମାଠିଆ
    B) ମିଛ କଥା
    C) ବୃଥା ଧମକ
    D) ଫାଙ୍କା ସ୍ଥାନରେ ଶବ୍ଦ କରିବା
    Ans: C) ବୃଥା ଧମକ

     

  25. ‘ଅର୍ବାଚୀନ’ ଶବ୍ଦର ବିପରୀତ ଶବ୍ଦ?
    A) ନବୀନ
    B) ନୂତନ
    C) ପ୍ରସୂନ
    D) ପ୍ରାଚୀନ
    Ans: D) ପ୍ରାଚୀନ

     

  26. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟିକୁ ଯୋଡ଼ିଦେଲେ ‘ଘାତ’ ଶବ୍ଦଟିର ବିପରୀତ ଅର୍ଥକୁ ବୁଝାଇବ?
    A) ପ୍ର
    B) ପ୍ରତି
    C) ପରା
    D) ଅନୁ
    Ans: B) ପ୍ରତି

     

  27. ‘ଅମୃତ’ ଶବ୍ଦର ବିପରୀତ ଶବ୍ଦ?
    A) ଉଦକ
    B) ବାରି
    C) ବିଷ
    D) ତୋୟ
    Ans: C) ବିଷ

     

  28. ‘କାଠିକର ପାଠ’– ରୂଢିଟିର ଅର୍ଥ କ’ଣ?
    A) କାଠି ମାଧ୍ୟମରେ କାର୍ଯ୍ୟ
    B) ବଡ଼ କଠିନ କାମ
    C) ଉତ୍ତମ କାମ
    D) ସହଜ କାମ
    Ans: B) ବଡ଼ କଠିନ କାମ
  29. ‘ପାଣି ଛଡ଼ାଇବା’– ରୂଢିଟିର ଅର୍ଥ କ’ଣ?
    A) ପୂଜା କରିବା
    B) ସମକକ୍ଷ ନହେବା
    C) ଗାଧୋଇବା
    D) ଆଶା ନ ରଖି
    Ans: D) ଆଶା ନ ରଖି

     

  30. ‘ତିରୋଧାନ’ ଶବ୍ଦର ବିପରୀତ ଶବ୍ଦ?
    A) ଉଦ୍‌ଘାଟନ
    B) ବିସର୍ଜନ
    C) ଆବାହନ
    D) ଆବିର୍ଭାବ
    Ans: D) ଆବିର୍ଭାବ

OSAP / IRB Constable Exam 2023-24

sscgd

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me