Odia govt jobs   »   Top 30 Odia MCQS For OTET(paper-I)...

Top 30 Odia MCQS For OTET(Paper-I) Exam 08 August 2024

The Odisha Teacher Eligibility Test (OTET) is a critical examination for aspiring teachers in Odisha. Mastery over the Odia language section can significantly enhance your overall score. Here are the top 30 multiple-choice questions (MCQs) in Odia to help you prepare effectively for the OTET exam. Each question is designed to test various aspects of your proficiency in Odia, including grammar, vocabulary, comprehension, and language usage.

Top 30 Odia MCQs For OTET(Paper-I) Exam

  1. ବ୍ୟାପକ ପଠନ ଦ୍ବାରା ଶ୍ରେଣୀର କେଉଁ ପ୍ରକାର ପିଲା ବେଶି ଉପକାର ପାଆରି ?
    (A) ସବୁ ପିଲା
    (B) ନିମ୍ନମାନର ପିଲା
    (C) ଉଚ୍ଚମାନର ପିଲା
    (D) କେଉଁଟି ନୁହେଁ
    Ans: (C) ଉଚ୍ଚମାନର ପିଲା
  2. କେଉଁଟି ଦ୍ରୁତ ପଠନର ଲକ୍ଷ୍ୟ ନୁହେଁ ?
    (A) ବିଷୟବସ୍ତୁଟି ଜାଣି ଆନନ୍ଦ ଅନୁଭବ କରିବା
    (B) ବିଷୟବସ୍ତୁ ଜାଣିବା ପରେ ପୁଣି କହିବା
    (C) ଶବ୍ଦାର୍ଥ ବ୍ୟାଖ୍ୟା କରିବା
    (D) ଆରମ୍ଭରୁ ଶେଷପର୍ଯ୍ୟନ୍ତ ଶିକ୍ଷକ ଆଦର୍ଶପଠନ କରିବା
    Ans: (C) ଶବ୍ଦାର୍ଥ ବ୍ୟାଖ୍ୟା କରିବା
  3. ବ୍ୟାବହାରିକ ବ୍ୟାକରଣ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
    (A) ବ୍ୟବହାର କରୁଥିବା ଏକପ୍ରକାର ଶବ୍ଦକୁ ବ୍ୟାକରଣ ନିୟମର ଅନ୍ତର୍ଭୁକ୍ତ କରାଇବା
    (B) ସଂଜ୍ଞାକୁ ମୁଖସ୍ରୁ କରି ମନେ ରଖୁବା
    (C) ଶୁଦ୍ଧ ଲିଖନ ପ୍ରତି ସତର୍କ ରହିବା
    (D) ବ୍ୟାକରଣକୁ ପଦ୍ୟରୁ ଅଲଗା କରି ପଢ଼ିବା
    Ans: (A) ବ୍ୟବହାର କରୁଥିବା ଏକପ୍ରକାର ଶବ୍ଦକୁ ବ୍ୟାକରଣ ନିୟମର ଅନ୍ତର୍ଭୁକ୍ତ କରାଇବା
  4. ଶ୍ରେଣୀ ଶିକ୍ଷାଦାନରେ ପିଲାମାନେ ନୀରବ ପଠନ କରିବା ସମୟରେ ଶିକ୍ଷକ କେଉଁ କାର୍ଯ୍ୟ କରିବେ ?
    (A) ଶିକ୍ଷକ ବସି ରହିବେ
    (B) ଶିକ୍ଷକ ଶ୍ରେଣୀରେ ବିଚରଣ କରିବେ
    (C) ପିଲାମାନଙ୍କୁ ନୀରବରେ ପଢ଼ିବାକୁ ଓ ପରସ୍ପର ଭିତରେ ଆଲୋଚନା କରିବାକୁ ପ୍ରେରଣା ଦେବେ
    (D) ପରବର୍ତ୍ତୀ ପାଠକୁ ପଢ଼ିବାରେ ବ୍ୟସ୍ତ ରହିବେ
    Ans: (C) ପିଲାମାନଙ୍କୁ ନୀରବରେ ପଢ଼ିବାକୁ ଓ ପରସ୍ପର ଭିତରେ ଆଲୋଚନା କରିବାକୁ ପ୍ରେରଣା ଦେବେ
  5. ଶିଶୁର କେଉଁ ଦକ୍ଷତାର ପୂର୍ଣତମ ବିକାଶ ଘଟାଇବା ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ?
    (A) କଥନ
    (B) ଶ୍ରବଣ
    (C) ପଠନ
    (D) ଲିଖନ
    Ans: (B) ଶ୍ରବଣ
  6. କେଉଁଟି ସୁରେନ୍ଦ୍ର ମହାନ୍ତିଙ୍କ ରଚନା ନୁହେଁ ?
    (A) କାଳାନ୍ତର
    (B) ନୀଳଶୈଳ
    (C) ଦୁଇସୀମାନ୍ତ
    (D) ହରିଜନ
    Ans: (D) ହରିଜନ
  7. କେଉଁ ମୂଲ୍ୟାୟନ ପାଠ୍ୟକ୍ରମ ସହିତ ନିବିଡ଼ ଭାବେ ସଂପୃକ୍ତ ?
    (A) ପ୍ରବୀଣତା ପରୀକ୍ଷଣ
    (B) ପୋର୍ଟଫୋଲିଓ ମୂଲ୍ୟାୟନ
    (C) ସମନ୍ବୟୀ ପରୀକ୍ଷଣ
    (D) ଉପଲବ୍ଧି ପରୀକ୍ଷଣ
    Ans: (D) ଉପଲବ୍ଧି ପରୀକ୍ଷଣ
  8. କେଉଁ ଉକ୍ତିଟି ସମନ୍ବିତ ପାଠ୍ୟପୁସ୍ତକ ପ୍ରତି ପ୍ରଯୁଜ୍ୟ ନୁହେଁ ?
    (A) ଏଥରେ ପିଲାମାନଙ୍କ ଅଭିଜ୍ଞତାକୁ ଗୁରୁତ୍ବ ଦିଆଯାଇନାହିଁ ।
    (B) ଏଥୁରେ ପିଲାଙ୍କ ପ୍ରକୃତିକୁ ସମ୍ମାନ ଦିଆଯାଇଛି ।
    (C) ଏଥରେ ପାଠବହି ସହିତ କାର୍ଯ୍ୟବହି ଏକ ସଙ୍ଗେ ପ୍ରସ୍ତୁତ ହୋଇଛି ।
    (D)ଏଥିରେ ପଢ଼ାଇବା ପାଇଁ ଶିକ୍ଷକମାନଙ୍କ ନିମନ୍ତେ ଆବଶ୍ୟକ ସୂଚନା ପ୍ରଦାନ କରଯାଇଛି |
    Ans: (A) ଏଥରେ ପିଲାମାନଙ୍କ ଅଭିଜ୍ଞତାକୁ ଗୁରୁତ୍ବ ଦିଆଯାଇନାହିଁ ।
  9. ଠିକ୍ ବନ ବନାନ ଥୁବା ଶବ୍ଦ ଚାରିପଟେ ଗୋଲ ବୁଲାଇବାକୁ କୁହାଯାଇଥିବା ପ୍ରଶ୍ନଟି କେଉଁ ପ୍ରକାର ପ୍ରଶ୍ନ ?
    (A) ବର୍ଗୀକରଣମୂଳକ
    (B) କ୍ଷୁଦ୍ର ଉତ୍ତରମୂଳକ
    (C) ଉତ୍ତର ମନୋନୟନ ନାନୟନମୂଳକ
    (D)ଦୃଷ୍ଟାନ୍ତ ମୂଳକ
    Ans: (C) ଉତ୍ତର ମନୋନୟନ ନାନୟନମୂଳକ
  10. ‘ଦୁଃଖୁତ’ – ଏହା କେଉଁ ପଦ ?
    (A) କ୍ରିୟା
    (B) ଅବ୍ୟୟ
    (C) ସର୍ବନାମ
    (D) ବିଶେଷଣ
    Ans: (D) ବିଶେଷଣ
  11. ମୌକ ସାକ୍ଷାତକାର କେଉଁ ପ୍ରକାର ପରୀକ୍ଷଣ ?
    (A) ସମନ୍ବୟୀ
    (B) ଉପଲବ୍ଧି
    (C) ପ୍ରବୀଣତା
    (D) ପୋର୍ଟଫୋଲିଓ
    Ans: (A) ସମନ୍ବୟୀ
  12. ‘ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।”- ରେଖାଙ୍କିତ ପଦଟି କେଉଁ ପ୍ରକାର ଅବ୍ୟୟ ?
    (A) ବିକଳ୍ପାର୍ଥକ
    (B) ସାଦୃଶ୍ଯାର୍ଥକ
    (C) ବୀପ୍‌ସାର୍ଥକ
    (D) ସମ୍ମତି ସୂଚକ
    Ans: (B) ସାଦୃଶ୍ଯାର୍ଥକ
  13. ‘ଦୂରାବସ୍ଥା’ ଶବ୍ଦରେ ବର୍ଣ୍ଣାଶୁଦ୍ଧିର କାରଣ କ’ଣ ?
    (A) ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ
    (B) ଉପଯୁକ୍ତ ବ୍ୟାକରଣ ଜ୍ଞାନର ଅଭାବ
    (C) ପାରିପାର୍ଶିକ ପ୍ରଭାବ
    (D) ଅସାବଧାନତା
    Ans: (B) ଉପଯୁକ୍ତ ବ୍ୟାକରଣ ଜ୍ଞାନର ଅଭାବ
  14. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ କ’ଣ ?
    A .ଇଙ୍ଗିତ
    B . ଇସାରା
    C . ଭାଷା
    D . ଚିତ୍ର
    Ans: C . ଭାଷା

     

  15. ନିମ୍ନୋକ୍ତ ମାନଙ୍କୁ ମଧ୍ୟରୁ କିଏ ଏକ ତତ୍ସମ ଶବ୍ଦ ନୁହେଁ ? .
    A .ପର୍ବତ
    B .ନଈ
    C .ଅଙ୍କ
    D .ସଂସାର
    Ans: B .ନଈ

     

  16. ପ୍ରଯୋଜକ ପଦ ଗଢିବାପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?
    A . ସନ୍
    B . କୃତ୍
    C .ଣିଚ୍
    D .ଯଜ୍
    Ans: C .ଣିଚ୍

     

  17. ଏମାନଙ୍କ ମଧ୍ୟରୁ କିଏ ଏକ ଆଦିବାସୀ ଶବ୍ଦ ଆଟେ ?
    A . ଝୁମୁକା
    B . ଅଗାଡି
    C . ଜିଙ୍କି
    D . ଆଣୁ
    Ans: D . ଆଣୁ

     

  18. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମଟି କ’ଣ ?
    A .ଭାଷା
    B .ବାକ୍ୟ
    C . ବ୍ୟାକରଣ
    D . ବର୍ଣ୍ଣ
    Ans: A .ଭାଷା

     

  19. ଯେଉଁ ଶବ୍ଦକୁ ଭାଗଭାଗ କରିହୁଏ ନାହିଁ ତାକୁ କ’ଣ କହନ୍ତି ?
    A . ସରଳ ପ୍ରକୃତିର ଶବ୍ଦ
    B .ବ୍ୟୁତ୍ପାଦିତ ଶବ୍ଦ
    C .ପଦ
    D .ଶବ୍
    Ans: A . ସରଳ ପ୍ରକୃତିର ଶବ୍ଦ

     

  20. ରାଷାର ସର୍ବନିମ୍ନ ଏକକକୁ କ’ଣ କୁହାଯାଏ ?
    A .ପଦ
    B . ବାକ୍ୟ
    C . ଶବ୍ଦ
    D .ବାକ୍ୟାଶ
    Ans: C . ଶବ୍ଦ

     

  21. କିୟାପଦର ମୂଳରୂପକୁ କ’ଣ କୁହାଯାଏ ?
    A .ଶବ୍ଦ
    B .ବର୍ଣ୍ଣ
    C . ଧାତୁ
    D .ପଦ
    Ans: C . ଧାତୁ

     

  22. ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆରେ ଅବିକ୍ ଭାବରେ ବ୍ୟବହୃତ ହୋଇଥିଲେ ତାକୁ କଣ କୁହାଯାଏ ?
    A .ତତ୍ସମ
    B . ତଭବ
    C .ଦେଶକ
    D .ବୈଦେଶିକ
    Ans: A .ତତ୍ସମ

     

  23. ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କିଏ ଏକ ମୌଳିକ ଶବ୍ଦ ? –
    A . ପାଣିଆ
    B .ଗଛ
    C .ପ୍ରତାପ
    D .ତଳୁଆ
    Ans: B .ଗଛ
  24. ଯେଉଁ ଶବ୍ଦରୁ କୋଣସି ବର୍ଣ୍ଣ କାଟିଦେଲେ ତା’ର ଅଙ୍ଗହାନି ଓ ଅର୍ଥହାନି ଘଟେ ତାକୁ କ’ଣ କହନ୍ତି ?
    A . ମୌଳିକ ଶବ୍ଦ
    B . ଯୌଗିକ ଶବ୍ଦ
    C . ବ୍ୟୁତ୍ପନ୍ନ ଶବ୍ଦ
    D . ବ୍ୟୁତ୍ପାଦିତ ଶବ୍ଦ
    Ans: A . ମୌଳିକ ଶବ୍ଦ

     

  25. ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କ’ଣ କୁହନ୍ତି ?
    A .ଶବ୍ଦ
    B .ବାକ୍ୟ
    C .ପଦ
    D .ଧାତୁ
    Ans: A .ଶବ୍ଦ

     

  26. ‘ପୁତ’ ଶବ୍ଦର ଅର୍ଥ କଣ
    A. ବଂଶ
    B. ପବିତ୍ର
    C. ଦୁର୍ଗମ
    D ପୁଅ ‘
    Ans: B. ପବିତ୍ର

     

  27. କେଉଁଟି ଶବ୍ଦର ଗୁଣ ?
    A . ଧ୍ବନିର ସମାହାର ।
    B . ସାର୍ଥକ ଧ୍ବନିର ସମାହାର
    C . ପର୍ଯ୍ୟାୟ କ୍ରମିକ ସାର୍ଥକ ଧ୍ବନିର ସମାହାର ।
    D . କେଉଁଟି ନୁହେଁ
    Ans: C . ପର୍ଯ୍ୟାୟ କ୍ରମିକ ସାର୍ଥକ ଧ୍ବନିର ସମାହାର ।

     

  28. କେଉଁଟି ଏକ ଆଦିବାସୀ ଶବ୍ଦ ନୁହେଁ ?
    A . ଅଟେଇ
    B . ଅରମା
    C .ଅଗାଡି
    D . ଆଣ୍ଡ୍
    Ans: C .ଅଗାଡି

     

  29. ନିମ୍ନୋକ୍ତ ମଧ୍ୟରୁ କିଏ ଏକ ଶବ୍ଦ ନୁହେଁ ?
    A .ହଡ଼ସ
    B .ସହର
    C .ସରବତ
    D .ଅବିରତ
    Ans: A .ହଡ଼ସ

     

  30. କେଉଁଟି ଓଡ଼ିଆ ଭାଷାରେ ବ୍ୟବହୃତ ଉପସର୍ଗ ? .
    A ସମ୍
    B ଆବି
    C .ସୁ
    D .ଅଣ
    Ans: D .ଅଣ

OTET Entrance Superfast MCQ + Mock Discussion Batch | Online Live Classes by Adda 247

OTET Exam 2024 Paper - II (Science) | Complete Online Test Series By Adda247

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me