Odia govt jobs   »   Top 30 Odia MCQS For OTET...

Top 30 Odia MCQS For OTET Exam 11 July 2024

The Odisha Teacher Eligibility Test (OTET) is a critical examination for aspiring teachers in Odisha. Mastery over the Odia language section can significantly enhance your overall score. Here are the top 30 multiple-choice questions (MCQs) in Odia to help you prepare effectively for the OTET exam. Each question is designed to test various aspects of your proficiency in Odia, including grammar, vocabulary, comprehension, and language usage.

Top 30 Odia MCQs For OTET Exam

  1. ପିଲାର କେଉଁ ଦକ୍ଷତାର ବିକାଶ ପାଇଁ ଶିକ୍ଷକଶିକ୍ଷୟିତ୍ରୀଙ୍କ ସାହାଯ୍ୟର ଆବଶ୍ୟକତା ନଥାଏ ?
    (A) ସୁଶିକ୍ଷଣ ଦକ୍ଷତା
    (B) ଲିଖନ ଦକ୍ଷତା
    (C) ଭାଷା ବ୍ୟବହାର ଦକ୍ଷତା
    (D) ବ୍ୟାବହାରିକ ବ୍ୟାକରଣ ଦକ୍ଷତା
    Ans: (A) ସୁଶିକ୍ଷଣ ଦକ୍ଷତା
  2. କେଉଁ ଉପସର୍ଗଟି ସ୍ଵତନ୍ତ୍ର ଭାବରେ ବାକ୍ୟ ମଧ୍ୟରେ ଅବ୍ୟୟ ରୂପେ ବ୍ୟବହୃତ ହୋଇପାରେ ?
    (A) ଅନୁ
    (B) ଉପ
    (C) ପରା
    (D) ଅପ
    Ans: (C) ପରା
  3. ଭାବବାଚକ ଅବ୍ୟୟ ପଦଟିକୁ ଚିହ୍ନାଅ :
    (A) ଆହା
    (B) ଯେପରି
    (C) କିମ୍ବା
    (D) ଆହେ
    Ans: (A) ଆହା
  4. ବ୍ୟାପକ ପଠନ ପାଇଁ ଉଦ୍ଦିଷ୍ଟ ଏକ ଅନୁଚ୍ଛେଦରୁ କେଉଁ ପ୍ରକାର ପ୍ରଶ୍ନ ପଚାରିବା ଉଚିତ ?
    (A) ନୂତନ ଓ କ୍ଲିଷ୍ଟ ଶବ୍ଦର ଅର୍ଥ
    (B) ଭାଷାଗତ କୌଶଳ ସମ୍ପର୍କୀୟ
    (C) ବ୍ୟାବହାରିକ ବ୍ୟାକରଣ ସମ୍ପର୍କୀୟ
    (D) ବୋଧଶକ୍ତି ଆଧାରିତ ସରଳ ପ୍ରଶ୍ନ
    Ans: (C) ବ୍ୟାବହାରିକ ବ୍ୟାକରଣ ସମ୍ପର୍କୀୟ
  5. ପ୍ରାରମ୍ଭିକ ସ୍ତରରେ ଭାଷା ଶିକ୍ଷା ପାଇଁ କେଉଁ ବହିଟି ଅକ ଉପାଦେୟ ?
    (A) ରଚନା
    (B) କବିତା
    (C) ଉପ
    (D) ଛବି
    Ans: (B) କବିତା
  6. କେଉଁ ପ୍ରକାର ଲିଖନରେ ପିଲାର ସ୍ୱାଧୀନ ଚିନ୍ତାଶକ୍ତି ପ୍ରକାଶ କରିବାର ସର୍ବାଧିକ ସୁଯୋଗ ଥାଏ ?
    (A) ମୁକ୍ତ
    (B) ଶ୍ରୁତ
    (C) ସୂଚନାତ୍ମକ
    (D) ଦୃଷ୍ଟ
    Ans: (B) ଶ୍ରୁତ
  7. ନିମ୍ନପ୍ରଦର ମଧ୍ୟରୁ କେଉଁଟି ବିଶେଷ୍ୟ ପଦ ନୁହେଁ ?
    (A) ଦୈନ୍ଯ
    (B) ଅତ୍ଯନ୍ତ
    (C) ଦୁଃଖ
    (D) ଦର୍ଶନ
    Ans: (D) ଦର୍ଶନ
  8. କେଉଁ ଶବ୍ଦଟି ‘ଅ’ ପ୍ରତ୍ୟୟ ଯୋଗରେ ଗଠିତ ?
    (A) ହୀନ
    (B) ମତ
    (C) ଘାତ
    (D) ନୟନ
    Ans: (B) ମତ
  9. କେଉଁଟି ପିଲାର ଭାଷା ଶିକ୍ଷଣର ପ୍ରଥମ ଉପ ନୁହେଁ ?
    (A) ପରିଚାର
    (B) ପଡ଼ୋଶୀ
    (C) ବିଦ୍ୟାଳୟ
    (D) ପରିବେଶ
    Ans: (D) ପରିବେଶ
  10. ନିମ୍ନୋକ୍ତ ମଧ୍ୟରୁ ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ ଶବ୍ଦଟିକୁ ଚିହ୍ନାଅ ।
    (A) ଚୟ
    (B) ଭୌମ
    (C) ଶୋକ
    (D) ବର୍ଷ
    Ans. (D) ବର୍ଷ
  11. ‘ବାହା ସରିଲେ ବେଦୀ ମୁହଁ ପୋଡ଼ା’ – ଏହି ରୂଢ଼ିଟିର ଅର୍ଥ କ’ଣ ?
    (A) ସ୍ୱାର୍ଥ ସାଧନ ପରେ ଆଗ୍ରହ କମିଯିବା .
    (B) ବୃଥା ପରିଶ୍ରମ
    (C) ଭିନ୍ନ ସ୍ଥାନରେ ଭିନ୍ନ ପ୍ରଥା
    (D) କାର୍ଯ୍ୟ ହାସଲ କରିବା
    Ans. (C) ଭିନ୍ନ ସ୍ଥାନରେ ଭିନ୍ନ ପ୍ରଥା
  12. ବ୍ୟାକରଣ ଶିକ୍ଷା ଶିକ୍ଷାର୍ଥୀ ପାଇଁ ଉପାଦେୟ କାହିଁକି ?
    (A) ଏହା ସୌନ୍ଦର୍ଯ୍ୟବୋଧର ବିକାଶ ଘଟାଏ
    (B) ମାନବିକ ଗୁଣାବଳୀ ସହିତ ପରିଚୟ କରାଏ
    (C) ସୃଜନୀ ଶକ୍ତିର ବିକାଶ ସାଧନ କରେ
    (D) ମନର ଭାବନାକୁ ଶୁଦ୍ଧରୂପେ ପ୍ରକାଶ କରିବାରେ ସାହାଯ୍ୟ କରେ
    Ans: (B) ମାନବିକ ଗୁଣାବଳୀ ସହିତ ପରିଚୟ କରାଏ
  13. ସୁତା – କାହାର ପ୍ରତିଶବ୍ଦ?
    a. ଝିଅ
    b. ଜଳ
    c. ଘୋଡ଼ା
    d. ଗାଈ
    Ans. a. ଝିଅ

     

  14. ସବିତାକୁ ତାଙ୍କ ଘରଲୋକ ଭଲ ପାଆନ୍ତି | ଏହି ବାକ୍ୟରେ “ଭଲ ପାଆନ୍ତି” ପଦଟି କେଉଁ ପ୍ରକାରର କ୍ରିୟା ?
    a. ଅସମାପିକା
    b. ମିଶ୍ର
    c. ସମାପିକା
    d. ପ୍ରେରଣାର୍ଥକ
    Ans. c. ସମାପିକା

     

  15. ତାଙ୍କର _________ ଦେଖ ବିକଳ ଲାଗେ?
    a. ଦୁରାବସ୍ଥା
    b. ଦୂରବସ୍ଥା
    c. ଦୁରବସ୍ଥା
    d. ଦୂରାବସ୍ଥା
    Ans. c. ଦୁରବସ୍ଥା

     

  16. ଶୁଦ୍ଧ ଶବ୍ଦଟି ଚିହ୍ନଟ କର?
    a. ଶାରିରିକ
    b. ଶାରିରୀକ
    c. ଶାରୀରିକ
    d. ଶାରୀରୀକ
    Ans. c. ଶାରୀରିକ

     

  17. ଶୁଦ୍ଧ ଶବ୍ଦଟି ଚିହ୍ନଟ କର?
    a. ଭୌଗଳିକ
    b. ଭୌଗୋଳିକ
    c. ଭୂଗୋଳିକ
    d. ଭୂଗୋଳିକ
    Ans. b. ଭୌଗୋଳିକ
  18. ‘ଆ’ ପ୍ରତ୍ୟୟ କେଉଁ କାଳରେ ବ୍ୟବହାର କରାଯାଏ?
    a. ଅତୀତ
    b. ଭବିଷ୍ୟତ
    c. ବର୍ତ୍ତମାନ
    d. ଉପରକ୍ତ ସବୁ
    Ans. a. ଅତୀତ

     

  19. ଇଲା – ପ୍ରତ୍ୟୟ କେଉଁ କାଳରେ ବ୍ୟବହାର କରାଯାଏ?
    a. ଅତୀତ
    b. ଭବିଷ୍ୟତ
    c. ବର୍ତ୍ତମାନ
    d. ଉପରକ୍ତ ସବୁ
    Ans. a. ଅତୀତ

     

  20. ଇବା – ପ୍ରତ୍ୟୟ କେଉଁ କାଳରେ ବ୍ୟବହାର କରାଯାଏ?
    a. ଅତୀତ
    b. ଭବିଷ୍ୟତ
    c. ବର୍ତ୍ତମାନ
    d. ଉପରକ୍ତ ସବୁ
    Ans. b. ଭବିଷ୍ୟତ

     

  21. ଧାତୁ ମୌଳିକ ହେଉ ବା ବ୍ୟୁତ୍ପନ୍ନ ହେଉ ଶେଷରେ ଲାଗୁଥିବା ବର୍ଣ୍ଣ ବା ବର୍ଷର ସମଷ୍ଟିକୁ କ’ଣ କୁହାଯାଏ?
    a. କ୍ରିୟା ବିଭକ୍ତି
    b. ମୂଳଧାତୁ
    c. ବିଶେଷ୍ୟ ନାମ ଧାତୁ
    d. କୌଣସି ନୁହେଁ
    Ans. a. କ୍ରିୟା ବିଭକ୍ତି

     

  22. ଓଡିଆରେ ବିବିଧ ଅସମାପିକା କ୍ରିୟା ବିଭକ୍ତିରେ ପରିଲକ୍ଷିତ ହୋଇଥାଏ | ବାକ୍ୟଟି –
    a. ସତ୍ୟ ଅଟେ
    b. ମିଥ୍ୟା ଅଟେ
    c. କହିହେବ ନାହିଁ
    d. କୌଣସି ନୁହେଁ
    Ans. b. ମିଥ୍ୟା ଅଟେ
  23. ଧଉଳୀ ଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା | କ୍ରିୟାଟିର କାଳ ନିରୂପଣ କର?
    a. ସାଧାରଣ ଅତୀତ
    b. ଅସମ୍ପନ୍ନ ଅତୀତ
    c. ସମ୍ପନ୍ନ ଅତୀତ
    d. ନିତ୍ୟପ୍ରବୃତ୍ତ ଅତୀତ
    Ans. c. ସମ୍ପନ୍ନ ଅତୀତ

     

  24. ତୁମ୍ଭେମାନେ କପିଳାସ ଯାଉଥବ । କ୍ରିୟାଟିର କାଳ ନିରୂପଣ କର?
    a. ସାଧାରଣ ଭବିଷ୍ୟତ
    b. ଅସମ୍ପନ୍ନ ଭବିଷ୍ୟତ
    c. ସମ୍ପନ୍ନ ଭବିଷ୍ୟତ
    d. କେଉଁଟି ବି ନୁହେଁ
    Ans. b. ଅସମ୍ପନ୍ନ ଭବିଷ୍ୟତ

     

  25. ବିଲୁଆ ଭୁକିବ | କ୍ରିୟାଟିର କାଳ ନିରୂପଣ କର?
    a. ସାଧାରଣ ଭବିଷ୍ୟତ
    b. ଅସମ୍ପନ୍ନ ଭବିଷ୍ୟତ
    c. ସମ୍ପନ୍ନ ଭବିଷ୍ୟତ
    d. କେଉଁଟି ବି ନୁହେଁ
    Ans. a. ସାଧାରଣ ଭବିଷ୍ୟତ

     

  26. ସେ ଢେଙ୍କାନାଳରେ ପହଞ୍ଚିଥିବ | କ୍ରିୟାଟିର କାଳ ନିରୂପଣ କର?
    a. ପ୍ରାଗ୍ ଭବିଷ୍ୟତ
    b. ସମ୍ପନ୍ନ ଭବିଷ୍ୟତ
    c. ସାଧାରଣ ଭବିଷ୍ୟତ
    d. ଅସମ୍ପନ୍ନ ଭବିଷ୍ୟତ
    Ans. b. ସମ୍ପନ୍ନ ଭବିଷ୍ୟତ

     

  27. ପ୍ରତିଦିନ ସୂର୍ଯ୍ୟ ଉଏଁ | କ୍ରିୟାର କାଳ ନିରୂପଣ କର?
    a. ସମ୍ପନ୍ନ ବର୍ତ୍ତମାନ
    b. ସମ୍ପନ୍ନ ଅତୀତ
    c. ସାଧାରଣ ବର୍ତ୍ତମାନ
    d. କେଉଁଟି ନୁହେଁ
    Ans. c. ସାଧାରଣ ବର୍ତ୍ତମାନ

     

  28. ମହେନ୍ଦ୍ର କାହାଣୀଟି ପଢିଥିଲା | କ୍ରିୟାର କାଳ ନିରୂପଣ କର?
    a. ସମ୍ପନ୍ନ ବର୍ତ୍ତମାନ
    b. ସମ୍ପନ୍ନ ଅତୀତ
    c. ସାଧାରଣ ବର୍ତ୍ତମାନ
    d. କେଉଁଟି ନୁହେଁ
    Ans. b. ସମ୍ପନ୍ନ ଅତୀତ

     

  29. ଅସୁସ୍ଥ ବ୍ୟକ୍ତଟି ଦୁର୍ବଳତା ହେତୁ ଥରୁଥିଲା | କ୍ରିୟାଟିର କାଳ ନିରୂପଣ କର?
    a. ସମ୍ପନ୍ନ ବର୍ତ୍ତମାନ
    b. ଅସମ୍ପନ୍ନ ଅତୀତ
    C. ସାଧାରଣ ବର୍ତ୍ତମାନ
    d. କେଉଁଟି ନୁହେଁ
    Ans. b. ଅସମ୍ପନ୍ନ ଅତୀତ

     

  30. ପଢିଲି, କ୍ରିୟାପଦର ପୁରୁଷ ଓ ବଚନ ନିର୍ଣ୍ଣୟ କର?
    a. ପ୍ରଥମ ପୁରୁଷ ଏକ ବଚନ
    b. ପ୍ରଥମ ପୁରୁଷ ବହୁ ବଚନ
    c. ତୃତୀୟ ପୁରୁଷ ଏକବଚନ
    d. ତୃତୀୟ ପୁରୁଷ ବହୁବଚନ
    Ans. a. ପ୍ରଥମ ପୁରୁଷ ଏକ ବଚନ

Odisha Test MahaPack

Foundation Course For Odisha Police SI & Constable Exam 2024 | Online Live Classes by Adda 247

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me