Odia govt jobs   »   Top 30 Odia MCQS For OSSSC...

Top 30 Odia MCQS For OSSSC RI,ARI, Amin, SFS, ICDS Supervisor 07 August 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSS(c). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQS For OSSSC RI,ARI, Amin, SFS, ICDS Supervisor

  1. ଯତ୍’ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ କି ଧାତୁ କୁହାଯାଏ ?
    A .ଣିଜନ୍ତ ଧାତୁ
    B .ମୂଳଧାତୁ
    C . ସନ୍ନନ୍ତ ଧାତୁ
    D .ଯଡ଼ିତ ଧାତୁ
    Ans: D .ଯଡ଼ିତ ଧାତୁ
  2. କୁନ୍ତୀଙ୍ର ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
    A. କୌନ୍ତେୟ
    B. କୁନ୍ତୀଙ୍କ ପୁତ୍ର
    C. ଅର୍ଜୁନ
    D. ଯୋଦ୍ଧା
    Ans: A. କୌନ୍ତେୟ
  3. ‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କି ପଦ କୁହାଯାଏ ?
    A .କୂଦନ୍ତ
    B .ଣିଜନ୍ତୁ
    C . ଯନ୍ତ
    D .ସନ୍ନନ୍ତ
    Ans: D .ସନ୍ନନ୍ତ
  4. ଯେଉଁ ଶବ୍ଦରୁ କୌରସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ କି ଶବ୍ଦ କୁହାଯାଏ ?
    A .ତଦ୍ଭବ
    B . ବ୍ୟୁତ୍ପନ୍ନ
    C . ତତ୍ସମ
    D . ମୌଳିକ
    Ans: B . ବ୍ୟୁତ୍ପନ୍ନଯେଉଁ ଶବ୍ଦରୁ ଗୋଟିଏ ବର୍ଷ କାଟିଦେଲେ ତା’ର ଅର୍ଥ ପ୍ରକାଶ | କ୍ଷମତା ଲୋପ ପାଏ, ତାକୁ କି ଶବ୍ଦ କୁହନ୍ତି ?
    A .ମୌଳିକଶବ୍ଦ
    B .ଯୌଗିକଶବ୍ଦ
    C .ବ୍ୟୁତ୍ପନ୍ନଶବ୍ଦ
    D . କଟିକ ଶବ୍ଦ
    Ans: A .ମୌଳିକଶବ୍ଦ
  5. କେଉଁଟିଏକଖାଦ୍ୟ ବିଶେଷ ଅଟେ ?
    A .ଜୁଡା
    B .ବୃଡା
    C .ଚୁଡା
    D .ଚୋଡ
    Ans: C .ଚୁଡା
  6. ଆତିଶଯ୍ୟ ଅର୍ଥ ବୁଝାଇବା ପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?
    A .ସନ୍
    B . କୃତ୍
    C . ଣିଚ୍
    D .ଯନ୍ତି
    Ans: D .ଯନ୍ତି
  7. କେଉଁଟି ତଦ୍ଭବ ଶବ୍ଦ ନୁହେଁ ବାଛି ଲେଖ ।
    A . ଘୋଡା
    B . ନଈ
    C .ଆକାଶ
    D .ଗଧ
    Ans: C .ଆକାଶ
  8. ‘ଟିକେଟ୍’ କେଉଁ ଭାଷାର ଶବ୍ଦ ଅଟେ ? ।
    A . ଯାବନିକ
    B . ଇଂରାଜୀ
    C . ତୁର୍କୀ
    D . ପର୍ତ୍ତୁଗୀଜ
    Ans: B . ଇଂରାଜୀ
  9. ଆହାର ଓ ବିହାର- ଉଭୟେ ହୁ ଧାତୁରୁ ଗଠିତ । ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?
    A . ଧାତୁ ଯୋଗୁଁ
    B . ପ୍ରତ୍ୟୟ ଯୋଗୁଁ
    C . ଉପସର୍ଗ ଯୋଗୁଁ
    D . ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ
    Ans: C . ଉପସର୍ଗ ଯୋଗୁଁ
  10. କେଉଁଟି ଣିଜନ୍ତ ପଦ?
    A .ଖାଇବା
    B .ଖୁଆଇବା
    C . ଖାଇଲା
    D .ଖାଇବ
    Ans: B .ଖୁଆଇବା
  11. ‘ବର’ ଶବ୍ଦର ସ୍ତ୍ରୀଲିଙ୍କ ରୂପ କ’ଣ ହେବ ?
    A .ଘରଣୀ
    B . ଝିଅ
    C .କନ୍ୟା
    D .ସ୍ତ୍ରୀ
    Ans: C .କନ୍ୟା
  12. ବିପରୀତାର୍ଥବୋଧକଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମ ଶବ୍ଦ ବାଛି ଲେଖ ।।
    A . କାମଦାମ
    B .ଲେଖାଲେଖୁ
    C .ଜୀବଜନ୍ତୁ
    D .ବଡସାନ
    Ans: D .ବଡସାନ
  13. ଓଡିଆ ଭାଷାରେ ବ୍ୟବହୃତ ବଚନ କେତେ ପ୍ରକାର ? ।
    A .ପାଞ୍ଚ
    B .ଦୁଇ
    C . ଚାରି
    D . ଛଅ
    Ans: B .ଦୁଇ
  14. କେଉଁଟି ବିଶେଷ୍ୟ ପଦ ? ‘ ‘।
    A . ପାଳିତ
    B . ପାଳନ
    C . ପାଳନୀୟ
    D . ପାଲିଲା
    Ans: B . ପାଳନ
  15. ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’ଣ କହନ୍ତି ?
    A . ପର ପ୍ରତ୍ୟୟ
    B .ପୂର୍ବ ପ୍ରତ୍ୟୟ ।
    C . ପ୍ରତ୍ୟୟ
    D .ବିରକ୍ତି
    Ans: B .ପୂର୍ବ ପ୍ରତ୍ୟୟ ।
  16. ‘ଇନ୍ଦ୍ର’ ର ସ୍ତ୍ରୀଲିଙ୍ଗ ରୂପଟି କ’ଣ ?
    A . ଇନ୍ଦ୍ରାବତୀ
    B .ଇନ୍ଦ୍ରାଣୀ
    C .ଇନ୍ଦ୍ରାଣୀ
    D .ଐନ୍ଦ୍ରୀ
    Ans: C .ଇନ୍ଦ୍ରାଣୀ
  17. ପାଠ + ଉଆ = ପାଠୁଆ ।
    ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
    A. ଅଛି ଅର୍ଥରେ
    B. ସଦୃଶ ଅର୍ଥରେ
    C. ବୃରି ଅର୍ଥରେ
    D. ସମ୍ପର୍କ ଅର୍ଥରେ
    Ans: A. ଅଛି ଅର୍ଥରେ
  18. ଶିବାନୀ-ଏଠାରେ କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି ?
    A .ଆନିପ୍
    B . ଆନୀପ୍
    C .ଆନୀ
    D . ନୀ
    Ans: C .ଆନୀ
  19. କେଉଁଟି ବ୍ୟୁତ୍ପାଦିତ ପ୍ରକୃତିର ଶବ୍ଦ ?
    A . ରାମ
    B . ରାମକୁ
    C .ଘର
    D . ବହି
    Ans: D . ବହି
  20. ଓଡିଶାରେ ପ୍ରଚଳିତ ଦେଶଜ ଶବ୍ଦର କେତୋଟି ସ୍ତର ଅଛି ?
    A . ଦ୍ବିବିଧ
    B . ପଞ୍ଚବିଧ
    C . ଚତୁର୍ବିଧ
    D . ତ୍ରିବିଧ
    Ans: D . ତ୍ରିବିଧ
  21. ‘ଘୋଡା’ ଶବ୍ଦର ମୂଳ ସଂସ୍କୃତ ଶବ୍ଦଟି କ’ଣ ? ।
    A .ଘୋଟକ
    B .ଘଟକ
    C .ଅଶ୍ଵ
    D . ଗର୍ଭଭ
    Ans: A .ଘୋଟକ
  22. କେଉଁଟି ତତ୍ସମ ଶବ୍ଦ ନୁହେଁ ?
    A .ପର୍ବତ
    B . ସଂସାର
    C . ଘିଅ
    D . ନଦୀ
    Ans: C . ଘିଅ
  23. ଦୀପ’ କହିଲେ କାହାକୁ ବୁଝାଯାଏ?
    A . ଆଲୋକ ପ୍ରଦାନ କରୁ ନଥିବା ବସ୍ତୁ
    B .ସୁଳବେଷ୍ଟିତ ଜଳଭାଗ
    C . ଆଲୋକପ୍ରଦାନ କରୁଥିବା ବସ୍ତୁ
    D .ଜଳବେଷ୍ଟିତ ଭୁଖଣ୍ଡ .
    Ans: C . ଆଲୋକପ୍ରଦାନ କରୁଥିବା ବସ୍ତୁ
  24. ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?
    A .ମୂଳରୂପ
    B .ପ୍ରକୃତି
    C . ପ୍ରାକୃତିକ
    D .ବ୍ୟାପନ୍ନ ଶବ୍ଦ
    Ans: D .ବ୍ୟାପନ୍ନ ଶବ୍ଦ
  25. ‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?
    A . ପର୍ତ୍ତୁଗୀଜ
    B . ଯାବନିକ
    C . ତୁର୍କୀ
    D .ପାରସିକ
    Ans: C . ତୁର୍କୀ
  26. ‘ଚାଳିତ” ଶବ୍ଦର ମୂଳଧାତୁ କ’ଣ ?
    A . ଚାଲ
    B . ଚଳ
    C .ଚାଳ
    D . ଚାଲ୍
    Ans: B . ଚଳ
  27. କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
    A . କୁ + ତ୍ୟ
    B . କୃତ୍ + ଯ
    C . କୁ + କାପ୍
    D . କୃତ + ଯ
    Ans: C . କୁ + କାପ୍
  28. କେଉଁଟି ଏକ ଦ୍ରାବିଡ ଶବ୍ଦ ନୁହେଁ ?
    A .ଅଡା
    B .ଆରିସା
    C . ଢିଙ୍କି
    D . ଏଣ୍ଡୁରି
    Ans: C . ଢିଙ୍କି
  29. ଯେଉଁ ପଦରୁ ବସ୍ତର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡେ, ତାହାକୁ କେଉଁ ବଚନ କୁହାଯାଏ ?
    A . କେଉଁଟି ନୁହେ
    B .ଏକବଚନ
    C .ଦୁଇବଚନ
    D .ବହୁବଚନ
    Ans: B .ଏକବଚନ
  30. ବିଜ୍ଞାପିତ’ – ଏହି ଶବ୍ଦଟିର ମୂଳଧାତୁସି କ’ଣ ?
    A .କାପି
    B . ଜ୍ଞାପ୍
    C .ଜ୍ଞାନ
    D .କା
    Ans: D .କା

pdpCourseImg

OSSSC RI, ARI, AMIN, SFS, ICDS Supervisor Prelims 2024 | Complete Online Test Series By Adda247

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me