Odia govt jobs   »   Top 30 Odia MCQs For Odisha...

Top 30 Odia MCQs For Odisha B.Ed Entrance Exam 18 July 2024

Preparing for the Odisha B.Ed Entrance Exam requires a strong grasp of various subjects, including Odia language and literature. Here, we’ve compiled 30 multiple-choice questions (MCQs) to help you get a better understanding of the type of questions you might encounter. These questions cover a range of topics within the Odia language, from grammar and vocabulary to literature and culture.

Top 30 Odia MCQs For Odisha B.Ed Entrance Exam

  1. କ, ଚ, ଟ, ତ, ପ – ଏଥିରୁ ତାଲବ୍ୟ ବର୍ଷ କେଉଁଟି ?
    (A) କ
    (B) ଚ
    (C) ଟ
    (D) ପ
    Ans: (B) ଚ
  2. “ଜରୁଥାଇ ଦତ୍ତ୍ୱବର୍ଣ୍ଣ ଉଚ୍ଚାରଣ’- ଏହା ପଢ଼ାଇବା ବେଳେ ଆମେ କେଉଁ କେଉଁ ବର୍ଣ୍ଣକୁ ନିର୍ଦ୍ଦେଶ କରିବା ?
    (A) କଖଗଘଡ •
    (B) ଚଛଜଝଞ୍ଜ
    (C) ଟଠଡ଼ଢଣ
    (D) ତଥଦଧନ
    Ans: (B) ଚଛଜଝଞ୍ଜ
  3. ବଗ୍ୟ ବ୍ୟଞ୍ଜନ କେତୋଟି ?
    (A) ୨୫ଟି
    (B) ୨୦ଟି
    (C) ୧୫ଟି
    (D) ୧୦ଟି
    Ans: (A) ୨୫ଟି
  4. ଯ, ର, ଳ, ୱ – ଏହି ବର୍ଣ୍ଣଗୁଡ଼ିକୁ ଅନ୍ତସ୍ଥ ବର୍ଣ୍ଣ କୁହାଯାଏ କାହିଁକି ?
    (A) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ଥାଏ
    (B) ଏଗୁଡ଼ିକ ବର୍ଣ୍ଣମାଳାର ଶେଷରେ ରହିବା କଥା
    (C) ଏଗୁଡ଼ିକ ବଗ୍ୟବର ଶେଷରେ ଥାଏ ।
    (D) କୌଣସିଟି ସ୍ଥିର ନୁହେଁ
    Ans: (C) ଏଗୁଡ଼ିକ ବଗ୍ୟବର ଶେଷରେ ଥାଏ ।
  5. ନିମ୍ନ ଧ୍ବନିମାନଙ୍କରୁ କେଉଁଟି ନାସିକ ଧ୍ବନି ନୁହେଁ ?
    (A) ଗ
    (B) ଉଁ
    (C) ଣ
    (D) ମ
    Ans: (A) ଗ
  6. ନିମ୍ନ ବର୍ତ୍ତମାନଙ୍କ ମଧ୍ୟରୁ ଉର୍ଷ ବର୍ଣ୍ଣ କେଉଁଟି ?
    (A) ଯ
    (B) ଶ
    (C) ର
    (D) ଘ
    Ans: (B) ଶ
  7. କେଉଁଟି ଠିକ୍ ବାଛି ?
    (A) ବାଡ଼
    (B) କଢ଼
    (C) ଧାଡ଼ି
    (D) ଢ଼ିବା
    Ans: (A) ବାଡ଼
  8. ଆମ ବର୍ଣ୍ଣମାଳାର ଶେଷ ବର୍ଣ୍ଣ କିଏ ?
    (A) ଓ
    (B) ହ
    (C) ମ
    (D) କ୍ଷ
    Ans: (D) କ୍ଷ
  9. ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବକୁ ଆଦ୍ୟରେ ରଖି ଯେଉଁ କବିତା ଲେଖାଯାଏ ତାକୁ କ’ଣ କହନ୍ତି ?
    (A) ଚଉତିଶା
    (B) କେଶବକୋଇଲି
    (C) ଜଣାଣ
    (D) ଭଜନ
    Ans: (A) ଚଉତିଶା
  10. ସ୍ଵତନ୍ତ୍ର ଯୁକ୍ତ ବ୍ୟଞ୍ଜନଟି କିଏ ଚିହ୍ନା ?
    (A)ଷ୍ଟ୍ର
    (B) ନ୍ଧ
    (C) ଷ୍ଟ
    (D) କୌ
    Ans: (B) ନ୍ଧ
  11. ଯେଉଁ ଶବ୍ଦରେ କୌଣସି ପ୍ରତ୍ୟୟ ଯୋଗ ହୋଇ ନଥାଏ, ତାକୁ କ’ଣ କହନ୍ତି ?
    (A) ମୌଳିକ ଶବ୍ଦ
    (B) ଯୌଗିକ ଶବ୍ଦ
    (C) ବ୍ଯାପନ୍ନ ଶବ୍ଦ
    (D) ବ୍ୟୁତ୍ପାଦିତ ଶବ୍ଦ
    Ans: (A) ମୌଳିକ ଶବ୍ଦ
  12. ନିମ୍ନ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ?
    (A) ପାଠୁଆ
    (B) ଅପାଠୁଆ
    (C) ପାଈ
    (D) ପାଠ
    Ans: (D) ପାଠ
  13. ପ୍ରତ୍ୟେକ ଜୀବ ନିଜ ମନର ଭାବକୁ କିପରି ପ୍ରକାଶ କରିଥାନ୍ତି ?
    (A) ଧୂନିଦ୍ଵାରା
    (B) ଅଙ୍ଗଭଙ୍ଗୀଦ୍ଵାରା ।
    (C) ଇଙ୍ଗିତ ଦ୍ଵାରା
    (D) ଧ୍ବନି ଓ ଅଙ୍ଗଭଙ୍ଗୀଦ୍ଵାରା
    Ans: (A) ଧୂନିଦ୍ଵାରା
  14. ଧ୍ବନିର ଲିଖୁତ ରୂପକୁ କ’ଣ କହନ୍ତି ?
    (A) ବର୍ଷ
    (B) ଅକ୍ଷର
    (C) ଲିପି
    (D) ଲିଖୁତ ଧ୍ବନି
    Ans: (A) ବର୍ଷ
  15. ଧୂନି ପଦ୍ଧତି ବଦ୍ଧ ହେଲେ କ’ଣ ହୁଏ ?
    (A) ବର୍ଣ୍ଣ
    (B) ଲିପି
    (C) ଅର୍ଥପୂର୍ଣ୍ଣ
    (D) କେଉଁଟି ନୁହେଁ
    Ans: (C) ଅର୍ଥପୂର୍ଣ୍ଣ
  16. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅନୁନାସିକ ବର୍ଣ୍ଣ ?
    (a) ମ୍
    (b) ପ୍
    (c) ଣ୍
    (d) ଗ୍
    Ans: (c) ଣ୍
  17. ନିମ୍ନଲିଖିତ ମଧ୍ୟରୁ କେଉଁଟି ଉଷ୍ଣ ବର୍ଣ୍ଣ ?
    (a) ମ୍
    (b) ସ୍
    (c) ଣ୍
    (d) ଗ୍
    Ans: (b) ସ୍
  18. ନିମ୍ନଲିଖିତ ମଧ୍ୟରୁ କେଉଁଟି ବର୍ଗ ବର୍ଣ୍ଣ ?
    (a) ମ୍
    (b) ସ୍
    (c) ଣ୍
    (d) ଗ୍
    Ans: (d) ଗ୍
  19. ‘ଊଣୀ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ବାଛ ।
    (a) ଦାନୀ
    (b) ଅନ୍ନୃଣ
    (c) ନିର୍ଦ୍ଧନ
    (d) ଅନୃତ
    Ans: (b) ଅନ୍ନୃଣ
  20. ‘ପଦ୍ମନାଭ’ ଶବ୍ଦଟି କିପରି ସୃଷ୍ଟି ହୋଇଛି?
    (a) ପଦ୍ମ ନାଭିରେ ଯାହାଙ୍କର ସେ
    (b) ପଦ୍ମ ଲାଭ କରିଛନ୍ତି ଯେ ସେ
    (c) ନାଭି ଯାହାର ପଦ୍ମ ପରି ସେ
    (d) ନାଭିରୁ ପଦ୍ମ ସୃଷ୍ଟି ଯାହାର ସେ
    Ans: (a) ପଦ୍ମ ନାଭିରେ ଯାହାଙ୍କର ସେ
  21. ‘ପ୍ରାପ୍ତି’ ଅର୍ଥରେ ‘ମୟ’ ଶବ୍ଦ ଲଗାଯାଇ ଗତ ଶବ୍ଦଟିକୁ ବାଛ ।
    (a) ବାଢମୟ
    (b) ବିଶୁମୟ
    (c) ଚିନ୍ମୟ
    (d) ସୁଖମୟ
    Ans: (d) ସୁଖମୟ
  22. ବିଦ୍ଵାନ ଲୋକମାନେ ସବୁଠାରେ ଆଦର ପାଆନ୍ତି ।– ରେଖାଙ୍କିତ ପଦଟି କି ପଦ?
    (a) କ୍ରିୟାପଦ
    (b) ଅବ୍ୟୟ ପଦ
    (c) ସର୍ବନାମ ପଦ
    (d) ବିଶେଷଣ ପଦ
    Ans: (d) ବିଶେଷଣ ପଦ
  23. ‘ଚମାକର’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
    (a) ସୁନା
    (b) ରୂପା
    (c) ସୁନାଖଣି
    (d) କୁହାଖଣି
    Ans: (c) ସୁନାଖଣି
  24. ଏକାଧିକ ବର୍ଣ୍ଣ ମିଶି ଅର୍ଥ ପ୍ରକାଶ କଲେ ତାକୁ କ’ଣ କୁହାଯାଏ?
    (a) ଧ୍ଵନି
    (b) ବାକ୍ୟ
    (c) ଲିପି
    (d) ଶବ୍ଦ
    Ans: (b) ବାକ୍ୟ
  25. ‘ବ୍ୟାପ୍ତି’ ଅର୍ଥରେ ବ୍ୟବହୃତ ‘ପରି’ ଉପସର୍ଗ ଆଧାରିତ ଏକ ଶବ୍ଦ ବାଛ।
    (a) ପରିସମାପ୍ତି
    (b) ପର୍ଯ୍ୟାପ୍ତ
    (c) ପରିସର
    (d) ପରିବ୍ୟାସ୍ତ
    Ans: (d) ପରିବ୍ୟାସ୍ତ
  26. ଚନ୍ଦ୍ରର ଅର୍ଦ୍ଧ ସମସ୍ତ ପଦଟି କ’ଣ ହେବ ?
    (a) ଚନ୍ଦ୍ରାର୍ଦ୍ଧ
    (b) ଚନ୍ଦ୍ର ଅର୍ଦ୍ଧ
    (c) ଚନ୍ଦ୍ରାର୍ଦ୍ଦ
    (d) ଅର୍ଦ୍ଧଚନ୍ଦ୍ର
    Ans: (d) ଅର୍ଦ୍ଧଚନ୍ଦ୍ର

     

  27. ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ ତାକୁ କ’ଣ କହନ୍ତି ?
    (a) ଦ୍ବିଗୁ
    (b) ବହୁବ୍ରୀହି
    (c) ଦ୍ବନ୍ଦ୍ବ
    (d) କର୍ମଧାରୟ
    Ans: (c) ଦ୍ବନ୍ଦ୍ବ

     

  28. କାଠପୋଲ – ବ୍ୟାସ ବାକ୍ୟଟି କ’ଣ ହେବ ?
    (a) କାଠର ପୋଲ
    (b) କାଠ ଓ ପୋଲ
    (c) କାଠ ତିଆରି ପୋଲ
    (d) କାଠ ପାଇଁ ପୋଲ
    Ans: (c) କାଠ ତିଆରି ପୋଲ

     

  29. ସମାସ ବାକ୍ୟ ନଥାଇ ସମାସ [ସ ହେଲେ ତାକୁ କି ସମାସ କହନ୍ତି ?
    (a) ବହୁବ୍ରୀହି
    (b) ଦ୍ବିଗୁ
    (c) ନିତ୍ଯ
    (d) ନଞ୍ଜ ତତ୍‌ପୁରୁଷ
    Ans: (c) ନିତ୍ଯ

     

  30. ଅବ୍ୟୟପଦ ପୂର୍ବପଦ ରୂପେ ରହି ଅନ୍ୟୁପଦ ସହିତ ସମାନ ହେଲେ ଓ ଅବ୍ୟୟ ପଦର ପ୍ରାଧାନ୍ୟ ଥିଲେ ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି |
    (a) ବହୁବ୍ରୀହି
    (b) ଦ୍ବନ୍ଦ୍ବ
    (c) ଅବ୍ୟୟୀଭାବ
    (d) ତତପୁରୁଷ
    Ans: (c) ଅବ୍ୟୟୀଭାବ

OPSC OCS Prelims Exam 2024 | Complete Online Test Series By Adda247

Foundation Course For SSC CGL TIER 1 + 2 Exam 2024 | Online Live Classes By Adda247

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me