Odia govt jobs   »   Top 10 Odia MCQs For Odisha...

Top 10 Odia MCQs For Odisha Police Constable 30 September 2024

The “Top 10 Odia MCQs for Odisha Police Constable” exam covers essential topics from the Odia language, such as Samasa (compound words), Karaka (case markers), Alankara (figures of speech), Shuddha-Ashuddha (correct/incorrect usage), Rudhi (idioms), Varna (alphabets), Vakya (sentences), Shabda (words), Odia vocabulary (Chhanda – meters), and Bhinnaarthadharmi (homonyms). These questions are designed to test the candidates’ knowledge of Odia grammar, sentence formation, and proper word usage, while also improving their language skills. This MCQ set aids in thorough preparation, helping candidates gain confidence in mastering the Odia syllabus.

Top 10 Odia MCQs For Odisha Police Constable

Q1. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପୂରଣବାଚକ ବିଶେଷଣ?
(A) ସାତ
(B) ଆଠ
(C) ଦଶମ
(D) ପାଞ୍ଚ
S1. Ans. (C) ଦଶମ
Sol: “ଦଶମ” ଏକ ପୂରଣବାଚକ ବିଶେଷଣ

Q2. ‘କାକଳି’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
(A) କାକଧ୍ଵନି
(B) ପକ୍ଷୀର ରାବ
(C) କୂଆମାନେ ଏକାଠି ହେବା
(D) କୋଇଲି ରାବ
S2. Ans. (B) ପକ୍ଷୀର ରାବ
Sol: ‘କାକଳି’ ଶବ୍ଦର ସମାର୍ଥବୋଧକ ଶବ୍ଦ – ପକ୍ଷୀର ରାବ

Q3. ଉପବନ’ ଶବ୍ଦଟି କେଉଁ ଅର୍ଥରେ ଅବୟୀଭାବ ସମାସ ହୋଇଛି?
(A) ସାଦୃଶ୍ୟ
(B) କ୍ଷୁଦ୍ରତା
(C) ସମୀପ
(D) ପର୍ଯ୍ୟନ୍ତ/ଆରମ୍ଭ
S3. Ans. (A) ସାଦୃଶ୍ୟ
Sol: ଉପବନ’ ଶବ୍ଦଟି ସାଦୃଶ୍ୟ ଅର୍ଥରେ ଅବୟୀଭାବ ସମାସ ହୋଇଛି

Q4. ‘ବାସ’ ଅର୍ଥରେ ‘ଉଆ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
(A) ଘରୁଆ
(B) ଆଷାଢୁଆ
(C) କାଠୁଆ
(D) ଅଂଧାରୁଆ
S4. Ans. (A) ଘରୁଆ
Sol: ‘ବାସ’ ଅର୍ଥରେ ‘ଉଆ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ – ଘରୁଆ

Q5. ନିମ୍ନୋକ୍ତ ମଧ୍ୟରୁ କେଉଁ ବିକଳ୍ପରେ ‘ଦରିଦ୍ର’ ଶବ୍ଦଟି ଏକ ବିଶେଷ୍ୟ ରୂପେ ବ୍ୟବହୃତ ହୋଇଛି।
(A) ଦରିଦ୍ର ଉପହସିତ ହୁଏ
(B) ଲୋକଟି ଦରିଦ୍ର
(C) ସେ ଜଣେ ଦରିଦ୍ର ବ୍ୟକ୍ତି
(D) ଭାରି ଦରିଦ୍ର ଜନ
S5. Ans. (A) ଦରିଦ୍ର ଉପହସିତ ହୁଏ
Sol: ଦରିଦ୍ର ଉପହସିତ ହୁଏ ବିକଳ୍ପରେ ‘ଦରିଦ୍ର’ ଶବ୍ଦଟି ଏକ ବିଶେଷ୍ୟ ରୂପେ ବ୍ୟବହୃତ ହୋଇଛି।

Q6. କେଉଁଟି ‘ପ୍ରସାଦ’ ଶବ୍ଦର ପ୍ରତିଶବ୍ଦ ନୁହେଁ ।
(A) ହର୍ମ୍ୟ
(B) ଅଟ୍ଟାଳିକା
(C) ପ୍ରସାଦ
(D) ରାଜଗୃହ
S6. Ans. (C) ପ୍ରସାଦ
Sol: ‘ପ୍ରସାଦ’ ଶବ୍ଦର ପ୍ରତିଶବ୍ଦ ନୁହେଁ – ପ୍ରସାଦ

Q7. ‘ତତ୍‌ସମ’ ଶବ୍ଦର ଅର୍ଥ କ’ଣ?
(A) ସଂସ୍କୃତ ସଙ୍ଗେ ସମାନ
(B) ପ୍ରାକୃତ ସଙ୍ଗେ ସମାନ
(C) ପାଲି ସଙ୍ଗେ ସମାନ
(D) ଅପଭ୍ରଂଶ ସଙ୍ଗେ ସମାନ
S7. Ans. (A) ସଂସ୍କୃତ ସଙ୍ଗେ ସମାନ
Sol: ‘ତତ୍‌ସମ’ ଶବ୍ଦର ଅର୍ଥ – ସଂସ୍କୃତ ସଙ୍ଗେ ସମାନ

Q8. ପରାଭାବ ଉପସର୍ଗ ଯୁକ୍ତ ଶବ୍ଦରେ କେଉଁ ଧାତୁର ବ୍ୟବହାର କରାଯାଇଛି?
(A) ‘ମା’ ଧାତୁ
(B) ‘ଭୂ’ ଧାତୁ
(C) ‘ହୃ ‘ଧାତୁ
(D) ‘ଦା’ ଧାତୁ
S8. Ans. (B) ‘ଭୂ’ ଧାତୁ
Sol: ପରାଭାବ ଉପସର୍ଗ ଯୁକ୍ତ ଶବ୍ଦରେ ‘ଭୂ’ ଧାତୁର ବ୍ୟବହାର କରାଯାଇଛି

Q9. ଯେଉଁ କ୍ରିୟା ପଦ ଦ୍ଵାରା ବାକ୍ୟ ସମାପ୍ତିର ସୂଚନା ମିଳେ ତାହାକୁ କ’ଣ କୁହାଯାଏ?
(A) ସମାପିକା
(B) ଅସମାପିକା
(C) ଏକକ
(D) ଯୌଗିକ
S9. Ans. (A) ସମାପିକା
Sol: ଯେଉଁ କ୍ରିୟା ପଦ ଦ୍ଵାରା ବାକ୍ୟ ସମାପ୍ତିର ସୂଚନା ମିଳେ ତାହାକୁ ସମାପିକା କୁହାଯାଏ |

Q10. କୃଦନ୍ତରେ ଶବ୍ଦ ଗଠନର ମୂଳ ଉପାଦାନଟି କ’ଣ?
(A) ଧାତୁ
(B) ପ୍ରତ୍ୟୟ
(C) ବିଭକ୍ତି
(D) ଶବ୍ଦ
S10. Ans. (A) ଧାତୁ
Sol: କୃଦନ୍ତରେ ଶବ୍ଦ ଗଠନର ମୂଳ ଉପାଦାନଟି ଧାତୁ

Bande Bharat – Railway NTPC Complete Foundation Batch | Online Live Classes By Adda 247ସିପାହୀ – ODISHA POLICE CONSTABLES & Junior Clerk New Batch | Online Live Classes by Adda 247

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me