Odia govt jobs   »   Top 30 Odia MCQs For OSSSC...

Top 30 Odia MCQs For OSSSC RI,ARI, Amin, SFS, ICDS Supervisor 30 May 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSSC). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQs For OSSSC RI,ARI, Amin, SFS, ICDS Supervisor 30 May 2024

  1. ନାହିରେ ତେଲ ପକାଇ ଶୋଇବା ରୂଢିର ଅର୍ଥ କଣ?
    a) ସନ୍ତୋଷ ହେବା
    b) ଖୁସି ହେବା
    c) ଚିନ୍ତାଶୂନ୍ୟ ହେବା
    d) ଶୋଇବା
    Answer: c) ଚିନ୍ତାଶୂନ୍ୟ ହେବା
  2. ନାଁ କରିବା ରୂଢିର ଅର୍ଥ କଣ?
    a) ଆପଣା
    b) ଖ୍ୟାତି ଅର୍ଜନ କରିବା
    c) ଶ୍ରମ କରିବା
    d) କାମ କରିବା
    Answer: b) ଖ୍ୟାତି ଅର୍ଜନ କରିବା
  3. ନେଇ ଆଣି ଥୋଇବା ରୂଢିର ଅର୍ଥ କଣ?
    a) ହସିବା
    b) ଆଣିବା
    c) କୌଶଳ ସହକାରେ କାର୍ଯ୍ୟ କରିବା
    d) ରଖିବା
    Answer: c) କୌଶଳ ସହକାରେ କାର୍ଯ୍ୟ କରିବା
  4. ପାଣି ନ ଗଳିବା ରୂଢିର ଅର୍ଥ କଣ?
    a) ଜଳ ଶୁଷ୍କ ହେବା
    b) ତରଳ ହେବା
    c) ଗଭୀର ସମ୍ପର୍କ
    d) ସହଜ ସମ୍ପର୍କ
    Answer: c) ଗଭୀର ସମ୍ପର୍କ
  5. ପାଣିରେ ସାରା ପକାଇବା ରୂଢିର ଅର୍ଥ କଣ?
    a) ତାରାଖରଚ କରିବା
    b) କୌଶଳରେ ମନ ଭୁଲାଇବା
    c) ପରିବର୍ତ୍ତନ କରିବା
    d) ସ୍ବାପ୍ନ ଦେଖିବା
    Answer: b) କୌଶଳରେ ମନ ଭୁଲାଇବା
  6. ପିଠିରେ ପଡିବା ରୂଢିର ଅର୍ଥ କଣ?
    a) ମନେ ପକାଇବା
    b) ସାହାଯ୍ୟ କରିବା
    c) ପଠାଇବା
    d) ଚେଷ୍ଟା କରିବା
    Answer: b) ସାହାଯ୍ୟ କରିବା
  7. ପିଳେହି ପାହେବା ରୂଢିର ଅର୍ଥ କଣ?
    a) ଛାନିଆ ହେବା
    b) ପରିପକ୍ବ ହେବା
    c) ଆପଣା ହେବା
    d) ଆତ୍ମଶ୍ରେଷ୍ଠ ହେବା
    Answer: a) ଛାନିଆ ହେବା
  8. ପୋଥିରେ ଡୋରା ବାନ୍ଧିବା ରୂଢିର ଅର୍ଥ କଣ?
    a) ଏକାତ୍ମ ହେବା
    b) ପାଠ ପଢା ବନ୍ଦ କରିବା
    c) ଦୂର୍ଘଟଣା ହେବା
    d) ଅସମ୍ଭବ ହେବା
    Answer: b) ପାଠ ପଢା ବନ୍ଦ କରିବା
  9. ବାଳକେ ମୋର ବୋଲ କର । ରେଖାଙ୍କିତ ପଦଟି କେଉଁ କାରକ ?
    (a) କରଣ କାରକ
    (b) କର୍ତ୍ତା କାରକ
    (c) ସମ୍ପ୍ରଦାନ କାରକ
    (d) କର୍ମ କାରକ
    Answer: (b) କର୍ତ୍ତା କାରକ
  10. ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ଥାଏ, ତାକୁ କ’ଣ କହନ୍ତି ?
    (a) ସମ୍ବନ୍ଧ ପଦ
    (b) ବିଭକ୍ତି
    (c) କାରକ
    (d) କେଉଁଟି ନୁହେଁ
    Answer: (c) କାରକ
  11. କପିଳେନ୍ଦ୍ରଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ ଏହି ବାକ୍ୟରେ ଥିବା କର୍ଭା ପଦ ଚିହ୍ନାଅ
    (a) ପ୍ରତିଷ୍ଠା
    (b) କପିଳେନ୍ଦ୍ରଦେବ
    (c) ବିଶାଳ
    (d) ରାଜ୍ୟ
    Answer: (b) କପିଳେନ୍ଦ୍ରଦେବ
  12. ସିଂହ ପଶୁମାନଙ୍କର ରାଜା ରେଖାଙ୍କିତ ପଦଟି କେଉଁ ଅର୍ଥରେ ୬ଷ୍ଠୀ ବିଭକ୍ତି ହୋଇଛି ?
    (a) ନିର୍ଦ୍ଧାରଣ ଯୋଗେ
    (b) ବ୍ୟାପ୍ତି ଶବ୍ଦ ଯୋଗେ
    (c) ସମାର୍ଥରେ
    (d) ବ୍ୟାପ୍ତି ଯୋଗେ
    Answer: (a) ନିର୍ଦ୍ଧାରଣ ଯୋଗେ
  13. ଯେଉଁ କର୍ତ୍ତା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟ ଦ୍ବାରା କରାଏ, ତାକୁ କି କର୍ତ୍ତା କୁହାଯାଏ?
    (a) ପ୍ରଯୋଜ୍ୟ କର୍ତ୍ତା
    (b) ପ୍ରକୃତ କର୍ତ୍ତା
    (c) ପ୍ରୟୋଜକ କର୍ଭା
    (d) ଅପ୍ରକୃତ କର୍ତ୍ତା
    Answer: (b) କର୍ତ୍ତା କାରକ
  14. ଫତେଇ ହେବା ରୂଢିର ଅର୍ଥ କଣ?
    a) ଶକ୍ତ ହେବା
    b) ଚିନ୍ତା ହେବା
    c) ବାରମ୍ବାର ପଚାରିବା
    d) ହର୍ଦାନ୍ତ ହେବା
    Answer: c) ବାରମ୍ବାର ପଚାରିବା
  15. ଫସର ଫାଟିବା ରୂଢିର ଅର୍ଥ କଣ?
    a) ସଫଳ ହେବା
    b) ସ୍ବାପ୍ନ ଦେଖିବା
    c) ବ୍ୟର୍ଥ ହେବା
    d) ଚେଷ୍ଟା କରିବା
    Answer: c) ବ୍ୟର୍ଥ ହେବା
  16. ଅନୁଗ୍ରହ ର ବିପରୀତ ଶବ୍ଦ କଣ?
    a) ନିର୍ମଳ
    b) ନିଗ୍ରହ
    c) ନିବେଦନ
    d) ନିଶା
    Answer: b) ନିଗ୍ରହ
  17. ଅପେକ୍ଷା ର ବିପରୀତ ଶବ୍ଦ କଣ?
    a) ଉତ୍ସବ
    b) ଉପେକ୍ଷା
    c) ଉତ୍ତମ
    d) ଉପକର
    Answer: b) ଉପେକ୍ଷା
  18. ଅଭିଜ୍ଞ ର ବିପରୀତ ଶବ୍ଦ କଣ?
    a) ଅନଭିଜ୍ଞ
    b) ଅଭିପ୍ରାୟ
    c) ଅପରାଧ
    d) ଅଭିବ୍ୟକ୍ତି
    Answer: a) ଅନଭିଜ୍ଞ
  19. ଅସଲ ର ବିପରୀତ ଶବ୍ଦ କଣ?
    a) ସଫଳ
    b) ନକଲ
    c) ସତ୍ତ୍ଵ
    d) ସଂସାର
    Answer: b) ନକଲ
  20. ଅଲଣା ର ବିପରୀତ ଶବ୍ଦ କଣ?
    a) ମଧୁର
    b) ନିଶ୍ଚିତ
    c) ଲୁଣିଆ
    d) ମୂଖ୍ୟ
    Answer: c) ଲୁଣିଆ
  21. ଅବାଧ୍ୟ ର ବିପରୀତ ଶବ୍ଦ କଣ?
    a) ସ୍ଥିର
    b) ବାଧ୍ୟ
    c) ଅଭାବ
    d) ଅବରୋହ
    Answer: b) ବାଧ୍ୟ
  22. ଅପାୟ ର ବିପରୀତ ଶବ୍ଦ କଣ?
    a) ନିଯୁକ୍ତ
    b) ଉପାୟ
    c) ଶୁଭ
    d) ଭୂମି
    Answer: b) ଉପାୟ
  23. ଜଳଦ ସମାସର ନାମ ଲେଖ ।
    (a) ୭ମୀ ତତପୁରୁଷ
    (b) କର୍ମଧାରୟ
    (c) ଉପପଦ ତତପୁରୁଷ
    (d) ଷଷ୍ଠୀ ତତପୁରୁଷ
    Ans: (c) ଉପପଦ ତତପୁରୁଷ
  24. ତତପୁରୁଷ ସମାସରେ ନିଷେଧ ଅର୍ଥରେ କେଉଁ ସମାସ ହୁଏ?
    (a) ନଞ ତତପୁରୁଷ
    (b) ବହୁବ୍ରୀହି
    (c) ଷଷ୍ଠୀ ତତପୁରୁଷ
    (d) ୪ର୍ଥୀ ତତପୁରୁଷ
    Ans: (c) ଷଷ୍ଠୀ ତତପୁରୁଷ
  25. ବିଶ୍ଵର ମିତ୍ର କୁ ଏକପଦ ରେ ପ୍ରକାଶ କର?
    a) ବିଶ୍ରବଣ
    b) ବିଶ୍ଵାମିତ୍ର
    c) ବିଶାଳାକ୍ଷ
    d) ବିହଙ୍ଗ
    Answer: b) ବିଶ୍ଵାମିତ୍ର
  26. ବିଶ୍ରବାଙ୍କର ପୁତ୍ର ର ଏକପଦୀକରଣ କଣ ହେବ?
    a) ବିଶ୍ଵାମିତ୍ର
    b) ବିଶ୍ରବଣ
    c) ବିଶାଳାକ୍ଷ
    d) ବିରୁପାକ୍ଷ
    Answer: b) ବିଶ୍ରବଣ
  27. ଅଧାରୁ ବେଶୀ କୁ ଏକପଦ ରେ ପ୍ରକାଶ କର?
    a) ଅଧିକ
    b) ଅର୍ଦ୍ଧାଧିକ
    c) ଅଧିକତମ
    d) ଅନନ୍ୟ
    Answer: b) ଅର୍ଦ୍ଧାଧିକ
  28. ଅଧିକ ଘଞ୍ଚ କୁ ଏକପଦ ରେ ପ୍ରକାଶ କର?
    a) ଘନ
    b) ନିଘଞ୍ଚ
    c) ନିର୍ମଳ
    d) ନିଶା
    Answer: b) ନିଘଞ୍ଚ
  29. ଅଧିକ ନିଦ୍ରା ଯିବା ସ୍ଵଭାବ ଯାହାର କୁ ଏକପଦ ରେ ପ୍ରକାଶ କର?
    a) ନିଦ୍ରା
    b) ନିଦ୍ରିତ
    c) ନିଦ୍ରାଳୁ
    d) ନିଶା
    Answer: c) ନିଦ୍ରାଳୁ
  30. ଅଧିକ ଉକ୍ତି କୁ ଏକପଦ ରେ ପ୍ରକାଶ କର?
    a) ଅତ୍ୟୁକ୍ତି
    b) ଅତ୍ୟାଧିକ
    c) ଅତିଶୟ
    d) ଅତି
    Answer: a) ଅତ୍ୟୁକ୍ତି

OSSSC RI,ICDS,ARI,AMIN & SFS Exam 2024 | Target Batch With Insightful Q&A Discussions | Online Live Classes by Adda 247

Railway RPF Constable & SI New Batch | Online Live Classes by Adda 247

Top 30 Odia MCQs For OSSSC RI,ARI, Amin, SFS, ICDS Supervisor 30 May 2024_5.1
About the Author

Trilok Singh heads the Content and SEO at Adda247. He has 9 years of experience in creating content for competitive entrance exams and government exams. He keeps a close eye on the content quality, credibility and ensure the information should be error-free and available on time. He can be reached at trilok.singh@adda247.com.