Odia govt jobs   »   Top 30 Odia MCQS For OSSSC...

Top 30 Odia MCQS For OSSSC RI,ARI, Amin, SFS, ICDS Supervisor 28 August 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSS(c). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQS For OSSSC RI,ARI, Amin, SFS, ICDS Supervisor

  1. ସମାସ ବାକ୍ୟ ନଥାଇ ସମାସ ହେଲେ ତାକୁ କି ସମାସ କହନ୍ତି ?
    (a) ବହୁବ୍ରୀହି
    (b) ଦ୍ବିଗୁ
    (c) ନିତ୍ୟ
    (d) ନଞ୍ଜ ତତ୍‌ପୁରୁଷ
    Ans:(c) ନିତ୍ୟ
  2. ଅବ୍ୟୟପଦ ପୂର୍ବପଦ ରୂପେ ରହି ଅନ୍ୟୁପଦ ସହିତ ସମାନ ହେଲେ ଓ ଅବ୍ୟୟ ପଦର ପ୍ରାଧାନ୍ୟ ଥିଲେ ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି |
    (a) ବହୁବ୍ରୀହି
    (b) ଦ୍ବନ୍ଦ୍ବ
    (c) ଅବ୍ୟୟୀଭାବ
    (d) ତତପୁରୁଷ
    Ans: (c) ଅବ୍ୟୟୀଭାବ
  3. ଦୁର୍ଦ୍ଦଶା ର ସନ୍ଧିବିଛେଦ କ’ଣ ହେବ?
    (a) ଦୁର୍ + ଦଶା
    (b) ଦୁର୍ + ଆରୋଗ୍ୟ
    (c) ଦୁର୍ + ଭିକ୍ଷ
    (d) ଦୁର୍ + ଶ୍ରେଷ୍ଠ
    Ans: (a) ଦୁର୍ + ଦଶା
  4. ପ୍ରତୀକ୍ଷଣ ସମୋଚ୍ଚାରିତ ଶବ୍ଦର ଭିନ୍ନା ଅର୍ଥ ହେବ କ’ଣ?
    (a) ନିର୍ଦ୍ଦେଶ, ସମ୍ୟକ୍ ଦେଖିବା
    (b) ଅନୁକ୍ଷଣ, ସମ୍ୟକ୍ ଦେଖିବା
    (c) ଆନନ୍ଦ, ସର୍ବଦା
    (d) ମନୋରଞ୍ଜନ, ସମ୍ୟକ୍ ଦେଖିବା
    Ans: (b) ଅନୁକ୍ଷଣ, ସମ୍ୟକ୍ ଦେଖିବା
  5. ଦୁର୍ଗୁଣ ର ସନ୍ଧିବିଛେଦ କ’ଣ ହେବ?
    (a) ଦୁର୍ + ଭିକ୍ଷ
    (b) ଦୁର୍ + ଗୁଣ
    (c) ଦୁର୍ + ନାମ
    (d) ଦୁର୍ + ଆରୋଗ୍ୟ
    Ans: (b) ଦୁର୍ + ଗୁଣ
  6. ପ୍ରଦାନ ଶବ୍ଦର ଅର୍ଥ କ’ଣ ହେବ?
    (a) ପବିତ୍ର
    (b) ଶ୍ରେଷ୍ଠ
    (c) ଦେବା
    (d) ଦୀପ
    Ans: (c) ଦେବା
  7. ‘ଦୁର୍ନାମ’ ର ସନ୍ଧିବିଛେଦ କ’ଣ ହେବ?
    (a) ଦୁର୍ + ନାମ
    (b) ଦୁର୍ + ଆରୋଗ୍ୟ
    (c) ଦୁର୍ + ଭିକ୍ଷ
    (d) ଦୁର୍ + ଯୋଗ
    Ans: (a) ଦୁର୍ + ନାମ
  8. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
    (a) ବିସ୍ଵାସ
    (b) ଵିଶ୍ଵାଶ
    (c) ବିଶ୍ୱାସ
    (d) ଵିଶ୍ଵାଷ
    Ans: (c) ବିଶ୍ୱାସ
  9. ଅନୁଗ୍ରହ ର ବିପରୀତ ଶବ୍ଦ କଣ?
    (a) ନିର୍ମଳ
    (b) ନିଗ୍ରହ
    (c) ନିବେଦନ
    (d) ନିଶା
    Ans: (b) ନିଗ୍ରହ
  10. ଅପେକ୍ଷା ର ବିପରୀତ ଶବ୍ଦ କଣ?
    (a) ଉତ୍ସବ
    (b) ଉପେକ୍ଷା
    (c) ଉତ୍ତମ
    (d) ଉପକର
    Ans: (b) ଉପେକ୍ଷା
  11. ଅଭିଜ୍ଞ ର ବିପରୀତ ଶବ୍ଦ କଣ?
    (a) ଅନଭିଜ୍ଞ
    (b) ଅଭିପ୍ରାୟ
    (c) ଅପରାଧ
    (d) ଅଭିବ୍ୟକ୍ତି
    Ans: (a) ଅନଭିଜ୍ଞ
  12. “ଦେଶକେ ଫାଙ୍କ୍ ନଈକେ ବାଙ୍କ୍” ଲୋକବାଣୀ ର ଅର୍ଥ କ’ ଣ?
    (a) ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା
    (b) ଭିନ୍ନ ସ୍ଥାନରେ ଭିନ୍ନ ଚଳଣି
    (c) ସବୁସ୍ଥାନରେ ଖାପଖୁଆଇ ଚଳିବା
    (d) ପ୍ରକୃତି ବଦଳେ ନାହିଁ
    Ans: (b) ଭିନ୍ନ ସ୍ଥାନରେ ଭିନ୍ନ ଚଳଣି
  13. କେଉଁଟି ଗୁଣବାଚକ ବିଶେଷଣ?
    (a) ସରଳ ଲୋକ
    (b) ଦରିଦ୍ର ବାଳକ
    (c) ସାମାନ୍ୟ କଥା
    (d) ତେର ମିଟର
    Ans: (a) ସରଳ ଲୋକ
  14. ଅଧାରୁ ବେଶୀ କୁ ଏକପଦ ରେ ପ୍ରକାଶ କର?
    (a) ଅଧିକ
    (b) ଅର୍ଦ୍ଧାଧିକ
    (c) ଅଧିକତମ
    (d) ଅନନ୍ୟ
    Ans: (b) ଅର୍ଦ୍ଧାଧିକ
  15. ଅଧିକ ଘଞ୍ଚ କୁ ଏକପଦ ରେ ପ୍ରକାଶ କର?
    (a) ଘନ
    (b) ନିଘଞ୍ଚ
    (c) ନିର୍ମଳ
    (d) ନିଶା
    Ans: (b) ନିଘଞ୍ଚ
  16. ‘ବାମନ ହୋଇ ଚାନ୍ଦକୁ ହାତ ବଢାଇବା’ ର ଅର୍ଥ କଣ?
    (a) ଚାନ୍ଦ ଦେଖିବା
    (b) ବାମନ ହେବା
    (c) ଅସମ୍ଭବ ପାଇଁ ଚେଷ୍ଟା
    (d) ଚାନ୍ଦରେ ଯିବା
    Ans: (c) ଅସମ୍ଭବ ପାଇଁ ଚେଷ୍ଟା
  17. ‘ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା’ ର ଅର୍ଥ କଣ?
    (a) ସାପକୁ ଧରିବା
    (b) ବିଛା ମନ୍ତ୍ର ଶିଖିବା
    (c) ଧୃଷ୍ଟତାରେ ବିପଦ ବରଣ କରିବା
    (d) ସାପରେ ଲାଗିବା
    Ans: (c) ଧୃଷ୍ଟତାରେ ବିପଦ ବରଣ କରିବା
  18. ‘ବିରାଡି କପାଳକୁ ଶିକା ଚିଡିବା’ ର ଅର୍ଥ କଣ?
    (a) ବାନର ଭାବରେ ହିଁଡିବା
    (b) ଶିକା ଚିଡିବା
    (c) ଇଚ୍ଛା ଅନୁସାରେ ସୁଯୋଗ ମିଳିବା
    (d) କପାଳରେ ଲେଖା
    Ans: (c) ଇଚ୍ଛା ଅନୁସାରେ ସୁଯୋଗ ମିଳିବା
  19. ସେ ତ__ ଅନର୍ଥ ସୃଷ୍ଟି କରୁଛି ତାକୁ କଣ ଚିଛି ନାହିଁ
    (a) ହୁଂକାପିଟା
    (b) ଅତି ଦୁଷ୍ଟ
    (c) ଦୁଷ୍ଟ
    (d) ମହା ଦୁଷ୍ଟ
    Ans: ହୁଂକାପିଟା
  20. ଗୋବର ଗଣେଶ – ରୂଢି ଟିର ଅର୍ଥ କ’ଣ?
    (a) ମୂଲ୍ୟହୀନ
    (b) କଥା କଷ୍ଟସାଧ୍ୟ
    (c) ବୃଥା ସ୍ୱପ୍ନ
    (d) ନିର୍ବୋଧ
    Ans: ନିର୍ବୋଧ
  21. ଜପାମାଳି – ରୂଢି ଟିର ଅର୍ଥ କ’ଣ?
    (a) ନିର୍ବୋଧ
    (b) ମଫସଲିଆ
    (c) ସୁନ୍ଦର
    (d) ଅତିପ୍ରିୟ
    Ans: ଅତିପ୍ରିୟ
  22. ପ୍ରକୃତ କଥା ନ ଜାଣି__ କରି କହୁଛ କାହିଁକି?
    (a) ଠାସୁକୁମାରି
    (b) ଅନ୍ଦାଜ଼ କରି
    (c) ଅନୁମାନ କରି
    (d) ନ ଦେଖି
    Ans: ଠାସୁକୁମାରି
  23. ଅନର୍ଥର ମୂଳ ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କେଉଁଟି?
    (a) ଚିତା କାଟିବା
    (b) ନାଟର ଗୋବର୍ଧନ
    (c) ମୁହଁ ଦେବା
    (d) ଦାଉ ସାଧିବା
    Ans: ନାଟର ଗୋବର୍ଧନ
  24. ___ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ
    (a) ଉଠେଇ ଆଣିଥିବା
    (b) ଠକି ଆଣିଥିବା
    (c) ଝାଳ ବୁହା
    (d) ତଣ୍ଟି ଆଣିଥିବା
    Ans: ଝାଳ ବୁହା
  25. ଚିତା କାଟିବା- ଏହା କି ପ୍ରକାର ରୂଢି?
    (a) ତୁଳନାତ୍ମକ ରୂଢି
    (b) କ୍ରିୟାହୀନ୍ ରୂଢି
    (c) ଉପମାଯୁକ୍ତ ରୂଢି
    (d) କ୍ରିୟା ଯୁକ୍ତ ରୂଢି
    Ans: କ୍ରିୟା ଯୁକ୍ତ ରୂଢି
  26. ଯତ୍’ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ କି ଧାତୁ କୁହାଯାଏ ?
    (a) ଣିଜନ୍ତ ଧାତୁ
    (b) ମୂଳଧାତୁ
    (c) ସନ୍ନନ୍ତ ଧାତୁ
    (d) ଯଡ଼ିତ ଧାତୁ
    Ans: (d) ଯଡ଼ିତ ଧାତୁ
  27. କୁନ୍ତୀଙ୍କ ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
    (a) କୌନ୍ତେୟ
    (b) କୁନ୍ତୀଙ୍କ ପୁତ୍ର
    (c) ଅର୍ଜୁନ
    (d) ଯୋଦ୍ଧା
    Ans: (a) କୌନ୍ତେୟ
  28. ‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କି ପଦ କୁହାଯାଏ ?
    (a) କୂଦନ୍ତ
    (b) ଣିଜନ୍ତୁ
    (c) ଯନ୍ତ
    (d) ସନ୍ନନ୍ତ
    Ans: (d) ସନ୍ନନ୍ତ
  29. ଯେଉଁ ଶବ୍ଦରୁ କୌରସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ କି ଶବ୍ଦ କୁହାଯାଏ ?
    (a) ତଦ୍ଭବ
    (b) ବ୍ୟୁତ୍ପନ୍ନ
    (c) ତତ୍ସମ
    (d) ମୌଳିକ
    Ans: (b) ବ୍ୟୁତ୍ପନ୍ନ
  30. ଅବ୍ୟୟପଦ ପୂର୍ବପଦ ରୂପେ ରହି ଅନ୍ୟୁପଦ ସହିତ ସମାନ ହେଲେ ଓ ଅବ୍ୟୟ ପଦର ପ୍ରାଧାନ୍ୟ ଥିଲେ ଯେଉଁ ସମାସ ହୁଏ ତାକୁ କ’ଣ କହନ୍ତି |
    (a) ବହୁବ୍ରୀହି
    (b) ଦ୍ବନ୍ଦ୍ବ
    (c) ଅବ୍ୟୟୀଭାବ
    (d) ତତପୁରୁଷ
    Ans: (c) ଅବ୍ୟୟୀଭାବ

RAPID FIRE REVISION BATCH For RI,ARI,AMIN,SFS & ICDS EXAM 2024 | Online Live Classes By Adda247

ସଂଘର୍ଷ ହିଁ ଏକ ମାତ୍ର ଲକ୍ଷ୍ୟ - Mission RI, ICDS, ARI, AMIN & SFS MOCK + MCQ+ MENTORSHIP BATCH | Online Live Classes By Adda247

Top 30 Odia MCQS For OSSSC RI,ARI, Amin, SFS, ICDS Supervisor 28 August 2024_5.1
About the Author

Trilok Singh heads the Content and SEO at Adda247. He has 9 years of experience in creating content for competitive entrance exams and government exams. He keeps a close eye on the content quality, credibility and ensure the information should be error-free and available on time. He can be reached at trilok.singh@adda247.com.