Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSS(c). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.
Top 30 Odia MCQS For OSSSC RI,ARI, Amin, SFS, ICDS Supervisor
- ଜପାମାଳି – ରୂଢି ଟିର ଅର୍ଥ କ’ଣ?
(a) ନିର୍ବୋଧ
(b) ମଫସଲିଆ
(c) ସୁନ୍ଦର
(d) ଅତିପ୍ରିୟ
Ans: ଅତିପ୍ରିୟ - ପ୍ରକୃତ କଥା ନ ଜାଣି__ କରି କହୁଛ କାହିଁକି?
(a) ଠାସୁକୁମାରି
(b) ଅନ୍ଦାଜ଼ କରି
(c) ଅନୁମାନ କରି
(d) ନ ଦେଖି
Ans: ଠାସୁକୁମାରି - ଅନର୍ଥର ମୂଳ ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କେଉଁଟି?
(a) ଚିତା କାଟିବା
(b) ନାଟର ଗୋବର୍ଧନ
(c) ମୁହଁ ଦେବା
(d) ଦାଉ ସାଧିବା
Ans: ନାଟର ଗୋବର୍ଧନ - ଯେଉଁ ଶବ୍ଦରୁ କୌରସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ କି ଶବ୍ଦ କୁହାଯାଏ ?
(a)ତଦ୍ଭବ
(b) ବ୍ୟୁତ୍ପନ୍ନ
(c) ତତ୍ସମ
(d) ମୌଳିକ
Ans: (b) ବ୍ୟୁତ୍ପନ୍ନ - ଯେଉଁ ଶବ୍ଦରୁ ଗୋଟିଏ ବର୍ଷ କାଟିଦେଲେ ତା’ର ଅର୍ଥ ପ୍ରକାଶ | କ୍ଷମତା ଲୋପ ପାଏ, ତାକୁ କି ଶବ୍ଦ କୁହନ୍ତି ?
(a)ମୌଳିକଶବ୍ଦ
(b)ଯୌଗିକଶବ୍ଦ
(c)ବ୍ୟୁତ୍ପନ୍ନଶବ୍ଦ
(d) କଟିକ ଶବ୍ଦ
Ans: (a)ମୌଳିକଶବ୍ଦ - କେଉଁଟି ଏକ ଖାଦ୍ୟ ବିଶେଷ ଅଟେ ?
(a)ଜୁଡା
(b)ବୃଡା
(c)ଚୁଡା
(d)ଚୋଡ
Ans: (c)ଚୁଡା - ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?
(a)ମୂଳରୂପ
(b)ପ୍ରକୃତି
(c) ପ୍ରାକୃତିକ
(d)ବ୍ୟାପନ୍ନ ଶବ୍ଦ
Ans: (d)ବ୍ୟାପନ୍ନ ଶବ୍ଦ - ‘ଚଷମା’ – ଏହି ଶବ୍ଦଟି କେଉଁ ଭାଷାରୁ ଓଡିଆ ଭାଷାକୁ ଆସିଛି ?
(a) ପର୍ତ୍ତୁଗୀଜ
(b) ଯାବନିକ
(c) ତୁର୍କୀ
(d)ପାରସିକ
Ans: (c) ତୁର୍କୀ - ‘ଚାଳିତ” ଶବ୍ଦର ମୂଳଧାତୁ କ’ଣ ?
(a) ଚାଲ
(b) ଚଳ
(c)ଚାଳ
(d) ଚାଲ୍
Ans: (b) ଚଳ - କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
(a) କୁ + ତ୍ୟ
(b) କୃତ୍ + ଯ
(c) କୁ + କାପ୍
(d) କୃତ + ଯ
Ans: (c) କୁ + କାପ୍ - କେଉଁଟି ଏକ ଦ୍ରାବିଡ ଶବ୍ଦ ନୁହେଁ ?
(a)ଅଡା
(b)ଆରିସା
(c) ଢିଙ୍କି
(d) ଏଣ୍ଡୁରି
Ans: (c) ଢିଙ୍କି - ‘ଦୁର୍ଘଟଣା’ ର ସନ୍ଧିବିଛେଦ କ’ଣ ହେବ?
(a) ଦୁର୍ + ତି
(b) ଦୁର୍ + ଘଟଣା
(c) ଦୁର୍ + ଭିକ୍ଷ
(d) ଦୁର୍ + ଜ୍ଞାନ
ଉତ୍ତର: (b) ଦୁର୍ + ଘଟଣା - ‘ପ୍ରଦାନ’ ଶବ୍ଦର ଭିନ୍ନାର୍ଥ କ’ଣ?
(a) ପବିତ୍ର
(b) ଦେବା
(c) ବିପରୀତ
(d) ଶ୍ରେଷ୍ଠ
ଉତ୍ତର: (b) ଦେବା - ‘ଦୁର୍ଭିକ୍ଷ’ ର ସନ୍ଧିବିଛେଦ କ’ଣ ହେବ?
(a) ଦୁର୍ + ଭିକ୍ଷ
(b) ଦୁର୍ + ଆରୋଗ୍ୟ
(c) ଦୁର୍ + ଶିକ୍ଷା
(d) ଦୁର୍ + ନାମ
ଉତ୍ତର: (a) ଦୁର୍ + ଭିକ୍ଷ - ପ୍ରତିକ୍ଷଣ ଶବ୍ଦର ଏକ ଭିନ୍ନାର୍ଥ କ’ଣ ହେବ?
(a) ଅନୁକ୍ଷଣ
(b) ପବିତ୍ର
(c) ବିପରୀତ
(d) ଶ୍ରେଷ୍ଠ
ଉତ୍ତର: (a) ଅନୁକ୍ଷଣ - ପ୍ରତିକ୍ଷଣ ସମୋଚ୍ଚାରିତ ଶବ୍ଦର ଭିନ୍ନା ଅର୍ଥ ଦୁଇଟି କଣ ହେବ?
(a) ଅନୁକ୍ଷଣ, ନିର୍ଦ୍ଦେଶ
(b) ସମ୍ୟକ୍ ଦେଖିବା, ନିର୍ଦ୍ଦେଶ
(c) ଅନୁକ୍ଷଣ, ସମ୍ୟକ୍ ଦେଖିବା
(d) ସମ୍ୟକ୍ ନିର୍ଦ୍ଦେଶ, ଜ୍ଞାନ
ଉତ୍ତର: (c) ଅନୁକ୍ଷଣ, ସମ୍ୟକ୍ ଦେଖିବା - କେଉଁଟି କୁକୁଡ଼ା ର ପ୍ରତିଶବ୍ଦ?
(a) ବାୟସ
(b) ରାତ୍ରିବେଦ
(c) ଘୁକାରି
(d) ଧୂଳିଜଂଘ
Ans: (b) ରାତ୍ରିବେଦ - କେଉଁଟି ଜଳ ର ପ୍ରତିଶବ୍ଦ?
(a) ନୀର
(b) ବିହଙ୍ଗମ
(c) ବାୟସ
(d) ବିହଙ୍ଗ
Ans: (a) ନୀର - ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ ?
(a) ତୁମେ
(b) ଏବଂ
(c) ସେମାନେ
(d) ମୁଁ
Ans: (b) ଏବଂ - କେଉଁଟି ବିଶେଷଣ ପ୍ରଦ ?
(a) ପରମ
(b) ଧରମ
(c) କରମ
(d) ସରମ
Ans: (a) ପରମ - କେଉଁଟି ବିଶେଷଣ ପଦ ନୁହେଁ ?
(a) ଉରମ
(b) ସନ୍ତୋଷ
(c) ପରମାର୍ଥୀ
(d) ଶୁରଙ୍କର
Ans: (b) ସନ୍ତୋଷ - ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସଂପାଦନ କଲେ । ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି ?
(a) ଏକ
(b) ଦୁଇ
(c) ତିନି
(d) ଚାରି
Ans: (b) ଦୁଇ - ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ ।
(a) ପଣ୍ଡିତ
(b) ପାଣ୍ଡିତ୍ୟ
(c) ଧୈର୍ଯ୍ୟ
(d) ଦୟା
Ans: (a) ପଣ୍ଡିତ - ତକ ବାକ୍ୟରେ ଥିବା ପଦଗୁଡ଼ିକ ମଧ୍ୟରୁ କେଉଁଟି ବିଶେଷଣର କାମ କରୁଛି ?
ବାବୁ ସୁନା ମୁଦି ପିନ୍ଧିଛନ୍ତି ।
(a) ବାବୁ
(b) ସୁନା
(c) ମୁଦି
(d) ପିନ୍ଧିଛନ୍ତି
Ans: (b) ସୁନା - ବିଛିନ୍ନତା ସୂଚନାରେ କେଉଁ କାରକ ହୁଏ?
(a) କର୍ମକାରକ
(b) ଅଧିକରଣ କାରକ
(c) କର୍ତ୍ତାକାରକ
(d) ଅପାଦାନ କାରକ
Ans: (d) ଅପାଦାନ କାରକ - ‘ସୁଦର୍ଶନ’ ଶବ୍ଦର ‘ସୁ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
(a) ସୁନ୍ଦର
(b) ଅନାୟାସ
(c) ମଂଗଳ
(d) ସହଜ
Ans: (a) ସୁନ୍ଦର - କେଉଁ ବର୍ଗର ବର୍ଣ୍ଣ ସହିତ ମିଳିତ ହେଲେ ‘ନ୍’, ‘ଣ’ ହୁଏ।
(a) ପ
(b) ଟ
(c) କ
(d) ତ
Ans: (b) ଟ - ‘ଝିଅ ଦେବା’ କେଉଁ ପ୍ରକାରର ଋଢ଼ି?
(a) କ୍ରିୟାହୀନ
(b) କ୍ରିଯାଯୁକ୍ତ
(c) ଉପମାଯୁକ୍ତ
(d) ସାଧାରଣ
Ans: (b) କ୍ରିଯାଯୁକ୍ତ - ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ କିମ୍ବା ସଂଖ୍ୟାକୁ ବୁଝାଏ, ତାକୁ କ’ଣ କହନ୍ତି?
(a) ବିଶେଷଣ
(b) ସର୍ବନାମ
(c) କାରକ
(d) ବିଭକ୍ତି
Ans: (a) ବିଶେଷଣ - ‘ଅତିବୃଷ୍ଟି’ ଓ ‘ଶେଷ’ ଶବ୍ଦକୁ ପଦରେ ପ୍ରକାଶ କର।
(a) ସମାପ୍ତ-ପରିସମାପ୍ତ
(b) ଈତି-ଇତି
(c) ଆଦ୍ୟ-ସମାପ୍ତ
(d) ଅଭାବ-ଦୁର୍ଭିକ୍ଷ
Ans: (b) ଈତି-ଇତି