Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSSC). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.
Top 30 Odia MCQS For OSSSC RI,ARI, Amin, SFS, ICDS Supervisor 09 July 2024
- କେଉଁଟି ଚଢେଇ ର ପ୍ରତିଶବ୍ଦ?
(a) ଜୀବନ
(b) ବିହଗ
(c) ଧୂଳିଜଂଘ
(d) ଆଳୟ
Ans: (b) ବିହଗ - କେଉଁଟି ଜଳ ର ପ୍ରତିଶବ୍ଦ?
(a) ଜାମଘୋଷ
(b) ଦୁହିତା
(c) ଅମୃତ
(d) ବାୟସ
Ans: (c) ଅମୃତ - କେଉଁଟି ଗାଈ ର ପ୍ରତିଶବ୍ଦ ନୁହେଁ?
(a) ଗୋ
(b) ଧେନୁ
(c) ରାତ୍ରିବେଦ
(d) ଗାଭୀ
Ans: (c) ରାତ୍ରିବେଦ - କେଉଁଟି କୁଆ ର ପ୍ରତିଶବ୍ଦ?
(a) କାକ
(b) ଅମ୍ଵୁ
(c) ବିହଙ୍ଗମ
(d) ଯାମନାନ୍ଦୀ
Ans: (a) କାକ - କେଉଁଟି ଚନ୍ଦ୍ର ର ପ୍ରତିଶବ୍ଦ?
(a) ହିମାଂଶୁ
(b) ଧୂଳିଜଂଘ
(c) ଗୃହ
(d) ଅମୃତ
Ans: (a) ହିମାଂଶୁ - କେଉଁଟି କୁକୁଡ଼ା ର ପ୍ରତିଶବ୍ଦ ନୁହେଁ?
(a) ଚରଣାୟୁଧ
(b) ଧୂଳିଜଂଘ
(c) ଯାମଘୋଷ
(d) କାଳଜ୍ଞ
Ans: (b) ଧୂଳିଜଂଘ - କେଉଁଟି ଘର ର ପ୍ରତିଶବ୍ଦ?
(a) ନିବାସ
(b) ବାୟସ
(c) ବିହଗ
(d) କୁକୁଡ଼ା
Ans: (a) ନିବାସ - କେଉଁଟି ଚନ୍ଦ୍ର ର ପ୍ରତିଶବ୍ଦ ନୁହେଁ?
(a) ଶଶୀ
(b) ବିଧୁ
(c) ଜଳ
(d) ଚନ୍ଦ୍ରମା
Ans: (c) ଜଳ - କେଉଁଟି ଜଳ ର ପ୍ରତିଶବ୍ଦ?
(a) ଆୟୁ
(b) ଗୃହ
(c) କାଉ
(d) ବିହଗ
Ans: (a) ଆୟୁ - ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ ?
(a) ତୁମେ
(b) ଏବଂ
(c) ସେମାନେ
(d) ମୁଁ
Ans: (b) ଏବଂ - କେଉଁଟି ବିଶେଷଣ ପ୍ରଦ ?
(a) ପରମ
(b) ଧରମ
(c) କରମ
(d) ସରମ
Ans: (a) ପରମ - କେଉଁଟି ବିଶେଷଣ ପଦ ନୁହେଁ ?
(a) ଉରମ
(b) ସନ୍ତୋଷ
(c) ପରମାର୍ଥୀ
(d) ଶୁରଙ୍କର
Ans: (b) ସନ୍ତୋଷ - ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସଂପାଦନ କଲେ । ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି ?
(a) ଏକ
(b) ଦୁଇ
(c) ତିନି
(d) ଚାରି
Ans: (b) ଦୁଇ - ତାଙ୍କ ବିନା ମୁଁ ଏହା କରିପାରିବି ନାହିଁ । – ଏହି ବାକ୍ୟରେ‘ବିନା’ କି ପଦ ?
(a) ବିଶେଷ୍ୟ
(b) ବିଶେଷଣ
(c) ଅବ୍ୟୟ
(d) ସର୍ବନାମ
Ans: (c) ଅବ୍ୟୟ - ଶୋଇଲା ପୁଅର ଭାଗ ନାହିଁ । ଏହି ବାକ୍ୟରେ ଶୋଇଲା କି ପଦ ?
(a) ବିଶେଷ୍ୟ
(b) ବିଶେଷଣ
(c) କ୍ରିୟା
(d) ଅବ୍ୟୟ
Ans: (b) ବିଶେଷଣ - ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ଜାତୀୟ ଶବ୍ଦଟି ବାଛି ।
(a) ନଦୀ
(b) କୂଅ
(c) ପୁଷ୍କରିଣୀ’
(d) ସାଗର
Ans: (d) ସାଗର - ଭିନ୍ନ ଜାତୀୟ ଶବ୍ଦଟିକୁ ବାଛି ।
(a) ସୁନା
(b) ରୂପା
(c) ଗଙ୍ଗା
(d) ମାଟି
Ans: (c) ଗଙ୍ଗା - ନିମ୍ନରେ କେତୋଟି ବିଶେଷଣ ପଦ ଅଛି?
ଦୟା, କ୍ଷମା, ଦଦରା, ଧୈର୍ଯ୍ୟ, କନିଷ୍ଠ, କଠିନ
(a) ସବୁଗୁଡ଼ିକ
(b) ୫ଟି
(c) ୩ଟି
(d) ୪ଟି
Ans: (c) ୩ଟି - ‘କନିଷ୍ଠ’ ବିଶେଷଣ ପଦର ମୂଳରୁପଟି କ’ଣ?
(a) କୁନି
(b) ଯୁବା
(c) ସାନ
(d) କ୍ଷୁଦ୍ର
Ans: (a) କୁନି - କ୍ଷଣସ୍ଥାୟୀ – କେଉଁ ସମାସ?
(a) ଦ୍ଵିତୀୟା ତତ୍ପୁରୁଷ
(b) ତୃତୀୟା ତତ୍ପୁରୁଷ
(c) ପଞ୍ଚମୀ ତତ୍ପୁରୁଷ
(d) କୌଣସି ନୁହେଁ
Ans: (a) ଦ୍ଵିତୀୟା ତତ୍ପୁରୁଷ - କୌଣସି କୌଣସି ପଦ ଗଢିବା ପାଇଁ “ଧାତୁର” ପୂର୍ବରେ ଅନ୍ୟ ଗୋଟିଏ ପଦଥାଏ, ସେହି ପଦର ନାମ _______ସମାସ?
(a) ଉପପଦ ତତ୍ପୁରୁଷ
(b) ଦ୍ଵିଗୁ
(c) ଅଲୁକ୍
(d) କୌଣସି ନୁହେଁ
Ans: (a) ଉପପଦ ତତ୍ପୁରୁଷ - ଯଶୋଧନ – କେଉଁ ସମାସ?
(a) ଅଲୁକ୍
(b) ରୂପକ କର୍ମଧାରୟ
(c) କର୍ମଧାରୟ
(d) ନିତ୍ୟ
Ans: (b) ରୂପକ କର୍ମଧାରୟ - ‘ସୟନ” ଶବ୍ଦଟିରେ କେଉଁ ପ୍ରତ୍ୟୟ ଯୋଗ କରାଯାଇଛି?
(a) ଅ
(b) ଣ
(c) ୟ
(d) ଅନ
Ans: (d) ଅନ - “ପ୍ରସାଦ” ଶବ୍ଦର ସଠିକ ଅର୍ଥ ବାଛ |
(a) ଠାକୁରଙ୍କ ଭୋଗ
(b) ବଡ କୋଠା ଘର
(c) ବଡ ମନ୍ଦିର
(d) ଭୋଗ ରନ୍ଧା ହେଉଥିବା ଘର
Ans: (a) ଠାକୁରଙ୍କ ଭୋଗ - “ଅପ ସଂସ୍କୃତି” ର ଅର୍ଥ କଣ?
(a) ଅପ ଅଟେ ସଂସ୍କୃତି
(b) ଅପର ସଂସ୍କୃତି
(c) ଅପ ଓ ସଂସ୍କୃତି
(d) ସଂସ୍କୃତିର ସମାହାର
Ans: (a) ଅପ ଅଟେ ସଂସ୍କୃତି - କେଉଁଟି ପଦ୍ମର ପ୍ରତିଶବ୍ଦ ନୁହେଁ?
(a) ସରିତ
(b) ଅମ୍ବୁଜ
(c) ସାରସ
(d) ପଙ୍କେରୁହ
Ans: (a) ସରିତ - “ଦେଶକେ ଫାଙ୍କ୍ ନଈକେ ବାଙ୍କ୍” ଲୋକବାଣୀ ର ଅର୍ଥ କ’ ଣ?
(a) ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା
(b) ଭିନ୍ନ ସ୍ଥାନରେ ଭିନ୍ନ ଚଳଣି
(c) ସବୁସ୍ଥାନରେ ଖାପଖୁଆଇ ଚଳିବା
(d) ପ୍ରକୃତି ବଦଳେ ନାହିଁ
Ans: (b) ଭିନ୍ନ ସ୍ଥାନରେ ଭିନ୍ନ ଚଳଣି - କେଉଁଟି ଗୁଣବାଚକ ବିଶେଷଣ?
(a) ସରଳ ଲୋକ
(b) ଦରିଦ୍ର ବାଳକ
(c) ସାମାନ୍ୟ କଥା
(d) ତେର ମିଟର
Ans: (a) ସରଳ ଲୋକ - ମା ଦରଜିକୁ କନା ଦେଲେ ଏହି ବାକ୍ୟରେ ଦରଜି ପଦରେ କେଉଁ କାରକ ହୋଇଛି?
(a) କର୍ତ୍ତାକାରକ
(b) ସଂପ୍ରଦାନ କାରକ
(c) ଅପାଦାନ କାରକ
(d) କର୍ମ କାରକ
Ans. (d) କର୍ମ କାରକ - ଛାତ୍ରଟି କଲମରେ ଲେଖୁଛି ରେଖାଙ୍କିତ ଅଂଶଟି କେଉଁ କାରକ ?
(a) କର୍ତ୍ତା କାରକ
(b) କରଣ କାରକ
(c) ଅପାଦାନ କାରକ
(d) କର୍ମ କାରକ
Ans. (b) କରଣ କାରକ