Odia govt jobs   »   Top 30 Odia MCQs For OSSSC...

Top 30 Odia MCQs For OSSSC RI, ARI, Amin, SFS, ICDS Supervisor 28 June 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSSC). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQs For OSSSC RI, ARI, Amin, SFS, ICDS Supervisor

  1. ଅଶୁଦ୍ଧି ଶବ୍ଦଟିକୁ ବାଛ?
    a. ଶିରୋନାମ
    b. ଅଭିନେତୃଗଣ
    c. ନିନ୍ଦକ
    d. ମାର୍ଗଶୀର
    Ans: d. ମାର୍ଗଶୀର
  2. ଶୁଦ୍ଧ ଶବ୍ଦଟିକୁ ବାଛ?
    a. ଗ୍ରହିତା
    b. ସର୍ଜନା
    c. ଉତ୍ତ୍ୟକ୍ତ
    d. ସବୁଗୁଡ଼ିକ
    Ans: d. ସବୁଗୁଡ଼ିକ
  3. ଅଶୁଦ୍ଧି ଶବ୍ଦଟିକୁ ବାଛ?
    a. ମନୀଷିଗଣ
    b. ମନ୍ତ୍ରୀମଣ୍ଡଳ
    c. ମନ୍ତ୍ରିମଣ୍ଡଳ
    d. କୌଣସି ନୁହେଁ
    Ans: b. ମନ୍ତ୍ରୀମଣ୍ଡଳ
  4. ଶୁଦ୍ଧ ଶବ୍ଦଟିକୁ ବାଛ?
    a. ମାନାସ୍ପଦ
    b. ସାର୍ବଜନୀନ
    c. ଅନାଥା
    d. ଉପରକ୍ତ ସବୁ
    Ans: d. ଉପରକ୍ତ ସବୁ
  5. ଶୁଦ୍ଧ ଶବ୍ଦଟିକୁ ବାଛ?
    a. ବୈର
    b. ଯାଚିକା
    c. ମୃଗୀ
    d. ଉପରକ୍ତ ସବୁ
    Ans: d. ଉପରକ୍ତ ସବୁ
  6. ସୁଧା – ଅର୍ଥବୋଧକ ଶବ୍ଦ?
    a. ହେଁ
    b. ଅମୃତ
    c. ବି
    d. ପବିତ୍ର
    Ans: b. ଅମୃତ
  7. ସୁକର – ଅର୍ଥବୋଧକ ଶବ୍ଦ?
    a. ଶୁକ୍ରଗ୍ରହ
    b. ବରାହ
    c. ଶୁକର
    d. ସୁସାଧ୍ୟ
    Ans: d. ସୁସାଧ୍ୟ
  8. ନିରପେକ୍ଷ – ବିପରୀତ ଶବ୍ଦ ଚିହ୍ନଟ କର?
    a. ଉପେକ୍ଷ
    b. ସପେକ୍ଷ
    c. ସାପେକ୍ଷ
    d. କେଉଁଟି ନୁହେଁ
    Ans: c. ସାପେକ୍ଷ
  9. ବାରି – କାହାର ପ୍ରତିଶବ୍ଦ?
    a. ଜଳ
    b. ଝିଅ
    c. ନାରୀ
    d. ପତାକା
    Ans: a. ଜଳ
  10. ସରିତ – କାହାର ପ୍ରତିଶବ୍ଦ?
    a. ଦେବରାଜ
    b. ନଦୀ
    c. ପଦ୍ମ
    d. ତରୁ
    Ans: b. ନଦୀ
  11. କେଉଁଟି “କନ୍ଦର୍ପ” ର ପ୍ରତିଶବ୍ଦ?
    a. ଅନଙ୍ଗ
    b. ପଞ୍ଚଶର
    c. କୁସୁମେଷୁ
    d. ସବୁଗୁଡିକ ଠିକ୍
    Ans: d. ସବୁଗୁଡିକ ଠିକ୍
  12. ପଙ୍କଜ – କାହାର ପ୍ରତିଶବ୍ଦ?
    a. ପଦ୍ମ
    b. ପବନ
    c. ଜହ୍ନ
    d. ଚନ୍ଦ୍ର
    Ans: a. ପଦ୍ମ
  13. କେଉଁଟି “ପବନ” ର ପ୍ରତିଶବ୍ଦ ନୁହେଁ?
    a. ପବମାନ
    b. ବାତ
    c. ବାୟୁ
    d. କଞ୍ଜ
    Ans: d. କଞ୍ଜ
  14. କେଉଁଟି “ନିକଟ” ର ପ୍ରତିଶବ୍ଦ?
    a. ଉପକଣ୍ଠ
    b. ଅମୃତାନ୍ଦ
    c. ଅଦିତି ନନ୍ଦନ
    d. ନିମ୍ନଗା
    Ans: a. ଉପକଣ୍ଠ
  15. କେଉଁଟି “ଘର” ର ପ୍ରତିଶବ୍ଦ?
    a. ଆଗାର
    b. ନିକାଜ୍ୟ
    c. ଆଳୟ
    d. ସବୁଗୁଡ଼ିକ ଠିକ୍
    Ans: d. ସବୁଗୁଡ଼ିକ ଠିକ୍
  16. ମହୀରୁହ – କାହାର ପ୍ରତିଶବ୍ଦ?
    a. ତରୁ
    b. ଧନ
    c. ଶିଳା
    d. ଜିଭ
    Ans: a. ତରୁ
  17. କେଉଁଟି “ଅସୁର” ର ପ୍ରତିଶବ୍ଦ?
    a. ଦନୁଜ
    b. ଦିତିସୁତ
    c. ଦାନବ
    d. ସବୁଗୁଡିକ ଠିକ୍
    Ans: d. ସବୁଗୁଡିକ ଠିକ୍
  18. ହରି ଗ୍ରାମକୁ ଯାଇଅଛି | କ୍ରିୟାଟିର କାଳ ନିରୂପଣ କର?
    a. ବର୍ତ୍ତମାନ ସାମୀପ୍ୟ ଭୂତକାଳ
    b. ଅନଦ୍ୟତନ ଭୂତ
    c. ଅସମ୍ପନ୍ନ ଭୂତ
    d. ପ୍ରାଗ୍ ଭୂତ
    Ans: a. ବର୍ତ୍ତମାନ ସାମୀପ୍ୟ ଭୂତକାଳ
  19. ରବିବାର ଦିନ କଟକରେ ସଭା ହୋଇଥିବା | କ୍ରିୟାଟିର କାଳ ନିରୂପଣ କର?
    a. ଆନୁମାନିକ ଭୂତ
    b. ନିତ୍ୟ ପ୍ରବୃତ୍ତ ଭୂତ
    c. ପ୍ରାଗ୍ ଭୂତ
    d. ଅସମ୍ପନ୍ନ ଭୂତ
    Ans: a. ଆନୁମାନିକ ଭୂତ
  20. ଭାତ ଫୁଟୁଥିଲା | କ୍ରିୟାଟିର କାଳ ନିରୂପଣ କର?
    a. ଅନଦ୍ୟତନ ଭୂତ
    b. ଆନୁମାନିକ ଭୂତ
    c. ଅଦ୍ୟତନ ଭୂତ
    d. କେଉଁଟି ବି ନୁହେଁ
    Ans: d. କେଉଁଟି ବି ନୁହେଁ
  21. ତୁମେ କୁଆଡେ ଯାଇଥିଲେ | କ୍ରିୟାଟିତ ପୁରୁଷ ଓ ବଚନ ନିର୍ଣ୍ଣୟ କର?
    a. ଦ୍ୱିତୀୟ ପୁରୁଷ ଏକବଚନ
    b. ତୃତୀୟ ପୁରୁଷ ଏକବଚନ
    c. ଦ୍ୱିତୀୟ ପୁରୁଷ ବହୁବଚନ
    d. ପ୍ରଥମ ପୁରୁଷ ବହୁବଚନ
    Ans: a. ଦ୍ୱିତୀୟ ପୁରୁଷ ଏକବଚନ
  22. ମୁଁ ଖାଉଅଛି | କ୍ରିୟାଟିର ପୁରୁଷ ଓ ବଚନ ନିଶ୍ଚୟ କର?
    a. ଦ୍ୱିତୀୟ ପୁରୁଷ ଏକବଚନ
    b. ତୃତୀୟ ପୁରୁଷ ଏକବଚନ
    c. ଦ୍ୱିତୀୟ ପୁରୁଷ ବହୁବଚନ
    d. ପ୍ରଥମ ପୁରୁଷ ଏକବଚନ
    Ans: d. ପ୍ରଥମ ପୁରୁଷ ଏକବଚନ
  23. ଯେଉଁ କ୍ରିୟା ଦ୍ଵାରା ଭବିଷ୍ୟତ ଘଟଣାର ସମ୍ଭାବନା ସୂଚିତ ହୋଇଥାଏ, ସେ କ୍ରିୟାର ଜାଳକୁ __ କୁହାଯାଏ?
    a. ପ୍ରାଗ୍ ଭବିଷ୍ୟତ
    b. ନିତ୍ୟ ପ୍ରବୃତ୍ତ ଭବିଷ୍ୟତ
    c. ସମ୍ଭାବ୍ୟ ଭବିଷ୍ୟତ
    d. ଅସମ୍ପନ୍ନ ଭବିଷ୍ୟତ
    Ans: c. ସମ୍ଭାବ୍ୟ ଭବିଷ୍ୟତ
  24. କର୍ତ୍ତାର ଯେଉଁ ପୁରୁଷ ଓ ବଚନ ଥାଏ | କ୍ରିୟାର ମଧ୍ୟ ସେହି ପୁରୁଷ ଓ ବଚନ ହୁଏ | ବାକ୍ୟଟି –
    a. ଭଲ ଅଛି
    b. ସତ୍ୟ ଅଟେ
    c. କିଛି ପରିମାଣରେ ଠିକ୍ ଅଛି
    d. କହି ହେବ ନାହିଁ
    Ans: b. ସତ୍ୟ ଅଟେ
  25. କରୁ – କ୍ରିୟାଟିର କାଳ ନିରୂପଣ କର?
    a. ବିଶୁଦ୍ଧ ବର୍ତ୍ତମାନ
    b. ସମ୍ଭାବ୍ୟ ବର୍ତ୍ତମାନ
    c. ନିତ୍ୟପ୍ରବୃତ୍ତ ବର୍ତ୍ତମାନ
    d. କେଉଁଟି ନୁହେଁ
    Ans: c. ନିତ୍ୟପ୍ରବୃତ୍ତ ବର୍ତ୍ତମାନ
  26. ମଧୁ ଖାଇଲା, ତା ଆଗରୁ ହରି ଖାଇଲା | କ୍ରିୟାଟିର କାଳ ନିରୂପଣ କର?
    a. ଅଦ୍ୟତନ ଭୂତ
    b. ଅନଦ୍ୟ ଭୂତ
    c. ବର୍ତ୍ତମାନ ସାମିପ୍ୟ କୃତ
    d. ପ୍ରାଗ୍ ଭୂତ
    Ans: d. ପ୍ରାଗ୍ ଭୂତ
  27. ଆଙ୍କିବା – କେଉଁ କ୍ରିୟା?
    a. ସକର୍ମକ
    b. ଅକର୍ମକ
    c. ଅସମାପିକା
    d. କେଉଁଟି ନୁହେଁ
    Ans: d. କେଉଁଟି ନୁହେଁ
  28. ଅପଚୟ — ବିପରୀତ ଶବ୍ଦ ଚିହ୍ନଟ କର?
    a. ସପଚୟ
    b. ପଚୟ
    c. ନିପଚୟ
    d. ଉପଚୟ
    Ans: d. ଉପଚୟ 
  29. ଆଚାର – ବିପରୀତ ଶବ୍ଦ ଚିହ୍ନଟ କର?
    a. ବିଚାର
    b. ଉପଚୟ
    c. ଅନାଚାର
    d. ସପଚାର
    Ans: c. ଅନାଚାର 
  30. ଆବଶ୍ୟକ – ବିପରୀତ ଶବ୍ଦ ଚିହ୍ନଟ କର?
    a. ନାବଶ୍ୟକ
    b. ଅତ୍ୟାବଶ୍ୟକ
    c. ଅନାବଶ୍ୟକ
    d. କେଉଁଟି ନୁହେଁ
    Ans: c. ଅନାବଶ୍ୟକ

 

 

Railway Excellence Batch For RPF Constable & SI,NTPC & Group -D Exams | Online Live Classes by Adda 247

Foundation Course For Odisha Police SI & Constable Exam 2024 | Online Live Classes by Adda 247

Top 30 Odia MCQs For OSSSC RI, ARI, Amin, SFS, ICDS Supervisor 28 June 2024_5.1