Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSSC). For aspirants preparing for roles such as RI,ARI, Amin, SFS, ICDS Supervisor, proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.
Top 30 Odia MCQs For OSSSC RI, ARI, Amin, SFS, ICDS Supervisor
- ପଦ ଦୃଷ୍ଟିରୁ କେଉଁ ଗୋଟିକ ଭିନ୍ନ ଜାତୀୟ ?
(A) ତୁମେ
(B) ଏବଂ
(C) ସେମାନେ
(D) ମୁଁ
Ans: (B) ଏବଂ - କେଉଁଟି ବିଶେଷଣ ପ୍ରଦ ?
(A) ପରମ
(B) ଧରମ
(C) କରମ
(D) ସରମ
Ans: (A) ପରମ - କେଉଁଟି ବିଶେଷଣ ପଦ ନୁହେଁ ?
(A) ଉରମ
(B) ସନ୍ତୋଷ
(C) ପରମାର୍ଥୀ
(D) ଶୁରଙ୍କର
Ans: (B) ସନ୍ତୋଷ - ସେ ଅତ୍ୟନ୍ତ ଚତୁରତାର ସହିତ କାର୍ଯ୍ୟ ସଂପାଦନ କଲେ । ଏହି ବାକ୍ୟରେ କେତୋଟି ବିଶେଷ୍ୟ ପଦ ଅଛି ?
(A) ଏକ
(B) ଦୁଇ
(C) ତିନି
(D) ଚାରି
Ans: (B) ଦୁଇ - ତାଙ୍କ ବିନା ମୁଁ ଏହା କରିପାରିବି ନାହିଁ । – ଏହି ବାକ୍ୟରେ‘ବିନା’ କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) ଅବ୍ୟୟ
(D) ସର୍ବନାମ
Ans: (C) ଅବ୍ୟୟ - ଶୋଇଲା ପୁଅର ଭାଗ ନାହିଁ । ଏହି ବାକ୍ୟରେ ଶୋଇଲା କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) କ୍ରିୟା
(D) ଅବ୍ୟୟ
Ans: (B) ବିଶେଷଣ - ନିମ୍ନୋକ୍ତ ମଧ୍ୟରୁ ଭିନ୍ନ ଜାତୀୟ ଶବ୍ଦଟି ବାଛି ।
(A) ନଦୀ
(B) କୂଅ
(C) ପୁଷ୍କରିଣୀ’
(D) ସାଗର
Ans: (D) ସାଗର - ଭିନ୍ନ ଜାତୀୟ ଶବ୍ଦଟିକୁ ବାଛି ।
(A) ସୁନା
(B) ରୂପା
(C) ଗଙ୍ଗା
(D) ମାଟି
Ans: (C) ଗଙ୍ଗା - ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ।
(A) ପାହାଡ଼
(B) ପର୍ବତ
(C) ମେଘାସନ
(D) ଅଟବୀ
Ans: (D) ଅଟବୀ - ଭିନ୍ନ ଜାତୀୟ ଶବ୍ଦଟିକୁ ବାଛ ।
(A) ପଣ୍ଡିତ
(B) ପାଣ୍ଡିତ୍ୟ
(C) ଧୈର୍ଯ୍ୟ
(D) ଦୟା
Ans: (A) ପଣ୍ଡିତ - ତକ ବାକ୍ୟରେ ଥିବା ପଦଗୁଡ଼ିକ ମଧ୍ୟରୁ କେଉଁଟି ବିଶେଷଣର କାମ କରୁଛି ?
ବାବୁ ସୁନା ମୁଦି ପିନ୍ଧିଛନ୍ତି ।
(A) ବାବୁ
(B) ସୁନା
(C) ମୁଦି
(D) ପିନ୍ଧିଛନ୍ତି
Ans: (B) ସୁନା - ନିମ୍ନରେ କେତୋଟି ବିଶେଷଣ ପଦ ଅଛି?
ଦୟା, କ୍ଷମା, ଦଦରା, ଧୈର୍ଯ୍ୟ, କନିଷ୍ଠ, କଠିନ
(A) ସବୁଗୁଡ଼ିକ
(B) ୫ଟି
(C) ୩ଟି
(D) ୪ଟି
Ans: (C) ୩ଟି - ‘କନିଷ୍ଠ’ ବିଶେଷଣ ପଦର ମୂଳରୁପଟି କ’ଣ?
(A) କୁନି
(B) ଯୁବା
(C) ସାନ
(D) କ୍ଷୁଦ୍ର
Ans: (A) କୁନି - ‘ବୃଦ୍ଧ’ ଶବ୍ଦରେ ‘ଇ’ ଯୁକ୍ତ ହେଲେ ନୂତନ ଶବ୍ଦଟି କ’ଣ ହେବ?
(A) ବର୍ଦ୍ଧିଷ୍ଠା
(B) ବାର୍ଦ୍ଧକ୍ୟ
(C) ଜ୍ୟେଷ୍ଠ
(D) ମହିଷ୍ଟ
Ans: (B) ବାର୍ଦ୍ଧକ୍ୟ - ନିମ୍ନ ବାରୁ ବିଶେଷଣ ପଦଟି ଚିହ୍ନାଅ ।
ଖାଇବାର ପୁତ୍ର ଗଲା ମଥୁରାପୁରକୁ ।
(A) ଖାଇବାର
(B) ପୁତ୍ର
(C) ଗଲା
(D) ମଥୁରାପୁରକୁ
Ans: (A) ଖାଇବାର - ଭିନ୍ନ ଜାତୀୟ ଶବ୍ଦଟି ବାଛ ।
(A) ଦଶ
(B) ଷୋଡ଼ଶ
(C) ସପ୍ତଦଶ
(D) ଅଷ୍ଟାଦଶ
Ans: (A) ଦଶ - କେଉଁଟି ସମଶ୍ରେଣୀୟ ନୁହେଁ?
(A) ବାସିପଖାଳ
(B) ସହଦହି
(C) କଞ୍ଚାଲଙ୍କା
(D) ମେଲୁଣ
Ans: (D) ମେଲୁଣ - କେଉଁଟି ସମଶ୍ରେଣୀୟ ନୁହେଁ?
(A) ତୃଣବାଳକ
(B) ଖାଇଲା ପୁଅ
(C) ବୁଢ଼ାଲୋକ
(D) ଅନ୍ଧ ମଣିଷ
Ans: (B) ଖାଇଲା ପୁଅ - ଯେମନ୍ତ ଉପାୟ କହିଲେ ଗୁରୁ, ତେମନ୍ତ ବିଧାନେ ହୋଇଲା ଚରୁ ।
ଏଠାରେ “ଯେମନ୍ତ’ କି ପଦ ?
(A) ବିଶେଷ୍ୟ
(B) ବିଶେଷଣ
(C) ସର୍ବନାମ
(D) ଅବ୍ୟୟ
Ans: (C) ସର୍ବନାମ - ଜଣାଶୁଣା ବ୍ୟକ୍ତିଙ୍କୁ କିଛି କହି ହୁଏ ନାହିଁ ।
ଏଠାରେ ‘ଜଣାଶୁଣା’ କି ପଦ ?
(A) କ୍ରିୟା
(B) ବିଶେଷଣ
(C) ସର୍ବନାମ
(D) ବିଶେଷ୍ୟ
Ans: (B) ବିଶେଷଣ - ଶୁଦ୍ଧ ଶବ୍ଦଟିକୁ ବାଛ?
a. ଅନାଥନୀ
b. ଆଧିକ୍ୟ
c. ମଧୂସୂଦନ
d. ବିହଙ୍ଗନୀ
Ans: d. ବିହଙ୍ଗନୀ - ଶୁଦ୍ଧ ଶବ୍ଦଟିକୁ ବାଛ?
a. ମହିମମୟ
b. ପୂଜାସ୍ପଦ
c. ଅଧୀନ
d. ଉପରକ୍ତ ସବୁ
Ans: a. ମହିମମୟ - କ୍ଷଣସ୍ଥାୟୀ – କେଉଁ ସମାସ?
a. ଦ୍ଵିତୀୟା ତତ୍ପୁରୁଷ
b. ତୃତୀୟା ତତ୍ପୁରୁଷ
c. ପଞ୍ଚମୀ ତତ୍ପୁରୁଷ
d. କୌଣସି ନୁହେଁ
Ans: a. ଦ୍ଵିତୀୟା ତତ୍ପୁରୁଷ - କୌଣସି କୌଣସି ପଦ ଗଢିବା ପାଇଁ “ଧାତୁର” ପୂର୍ବରେ ଅନ୍ୟ ଗୋଟିଏ ପଦଥାଏ, ସେହି ପଦର ନାମ _______ସମାସ?
a. ଉପପଦ ତତ୍ପୁରୁଷ
b. ଦ୍ଵିଗୁ
c. ଅଲୁକ୍
d. କୌଣସି ନୁହେଁ
Ans: a. ଉପପଦ ତତ୍ପୁରୁଷ - ଯଶୋଧନ – କେଉଁ ସମାସ?
a. ଅଲୁକ୍
b. ରୂପକ କର୍ମଧାରୟ
c. କର୍ମଧାରୟ
d. ନିତ୍ୟ
Ans: b. ରୂପକ କର୍ମଧାରୟ - ‘ସୟନ” ଶବ୍ଦଟିରେ କେଉଁ ପ୍ରତ୍ୟୟ ଯୋଗ କରାଯାଇଛି?
a. ଅ
b. ଣ
c. ୟ
d. ଅନ
Ans: d. ଅନ - ରୋଧ – ଶବ୍ଦଟିରେ କୃତ୍ ପ୍ରତ୍ୟୟଟି ଲେଖ?
a. ରୋ + ଅଧ
b. ର + ଅଧଃ
c. ରୁଧ୍ + ଅ
d. ରୁ + ଅଧଃ
Ans: c. ରୁଧ୍ + ଅ - ପୁଷ୍ଟିକର – ଶବ୍ଦଟିରେ କେଉଁ ପ୍ରତ୍ୟୟ ଯୋଗକରାଯାଇଛି?
a. ତ
b. ଟ
c. ଡ
d. ଅ
Ans: b. ଟ - ତାଦୃଶ – ଶବ୍ଦଟିର କୃତ୍ ପ୍ରତ୍ୟୟଟି ଲେଖ?
a. ଉ
b. କ
c. ଶ
d. କୌଣସି ନୁହେଁ
Ans: d. କୌଣସି ନୁହେଁ - ଆତ୍ରେୟ – ଶବ୍ଦଟିର କେଉଁ ତଦ୍ଧିତ ପ୍ରତ୍ୟୟ ବ୍ୟବହୃତ ହୋଇଛି?
a. ଏୟ
b. ବିନ
c. ମତ
d. ଈୟ
Ans: a. ଏୟ




