Odia govt jobs   »   Top 30 Odia MCQs for OSSSC...

Top 30 Odia MCQs for OSSSC LSI, Forester, FG 22 April 2024

Odia, being the primary language of the Indian state of Odisha, holds significant importance in various competitive exams conducted in the region, including those held by the Odisha Subordinate Staff Selection Commission (OSSSC). For aspirants preparing for roles such as Livestock Inspector (LSI), Forester, and Forest Guard (FG), proficiency in Odia is crucial. Here are the top 30 Odia Multiple Choice Questions (MCQs) tailored to help candidates prepare effectively for these exams.

Top 30 Odia MCQs for OSSSC LSI, Forester, FG

1. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ଅନ୍ତସ୍କରଣ
(b) ଅନ୍ତଃକରଣ
(c) ଅନ୍ତଃସ୍କରଣ
(d) ଅନ୍ତକରଣ
Answer: (b) ଅନ୍ତଃକରଣ

2. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ଆବିସ୍କାର
(b) ଆବିଷ୍କାର
(c) ଆବିସ୍କର
(d) ଆବିଷ୍କର
Answer: (b) ଆବିଷ୍କାର

3. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ଜଗବନ୍ଧୁ
(b) ଜଗଦ୍‌ବନ୍ଧୁ
(c) ଜଗତବନ୍ଧୁ
(d) ଜଗଦବନ୍ଧୁ
Answer: (b) ଜଗଦ୍‌ବନ୍ଧୁ

4.କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ଗଣେଷ
(b) ଗଣସ
(c) ଗଣେଶ
(d) ଗଣେସ
Answer: (c) ଗଣେଶ

5.କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ଜାଗ୍ରତାବସ୍ଥା
(b) ଜାଗ୍ରତବସ୍ଥା
(c) ଜଗ୍ରଦବସ୍ଥା
(d) ଜାଗ୍ରଦବସ୍ଥା
Answer: (d) ଜାଗ୍ରଦବସ୍ଥା

6.କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ଦିଗାମ୍ବର
(b) ଦିଗାମ୍ବରଣ
(c) ଦିଗମ୍ବରଣ
(d) ଦିଗମ୍ବର
Answer: (d) ଦିଗମ୍ବର

7. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ବିଶ୍ବାସ୍
(b) ବିଶ୍ବସ୍ଯ
(c) ବିଶ୍ବାସ୍ଯ
(d) ବିଶ୍ବସ୍ଯ
Answer: (c) ବିଶ୍ବାସ୍ଯ

8. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ବିଷର୍ଣ୍ଣ
(b) ବିଷଣ୍ଣ
(c) ବିଶଣ୍ଣ
(d) ବିଶର୍ଣ୍ଣ
Answer :(b) ବିଷଣ୍ଣ

9. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ବୁଦ୍ଧିମତା
(b) ବୁଦ୍ଧିମତ
(c) ବୁଦ୍ଧିମତ୍ତା
(d) ବୁଦ୍ଧିମତ୍ତ
Answer : (c) ବୁଦ୍ଧିମତ୍ତା

10. କେଉଁଟି ଶୁଦ୍ଧ ରୂପ ଚିହ୍ନଟ କର ?
(a) ବିପଦଜନକ
(b) ବିପଜ୍ନକ
(c) ବିପଜ୍ଜନକ
(d) ବିପଦଜ୍ଜନକ
Answer : (c) ବିପଜ୍ଜନକ

11.ଯୌଗିକ ବାକ୍ୟକୁ ସରଳ ବାକ୍ୟ ରେ ପରିଣତ କର ?

ସଂଧ୍ୟା ହେଲା ଏବଂ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।

A )ସଂଧ୍ୟାହେବାରୁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।

B) ସଂଧ୍ୟା ହେଲା ତେଣୁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।

C) ସଂଧ୍ୟା ହେଲା ସେଥିପାଇଁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।

D) ଯେବେ ସଂଧ୍ୟା ହେଲା ସେତେବେଳେ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।

Answer : A )ସଂଧ୍ୟାହେବାରୁ ପକ୍ଷିମାନେ ନିଜନିଜ ବସାକୁ ଫେରିଲେ ।

12. ସରଳ ବାକ୍ୟକୁ ଯୌଗିକ ବାକ୍ୟ ରେ ପରିଣତ କର ?

ପିତା ପୁତ୍ରମାନଙ୍କର କଥା ଶୁଣି ଉପଦେଶ ଦେଲେ ।

A )ପିତା ପୁତ୍ରମାନଙ୍କର କଥା ଶୁଣିଲେ ଏବଂ ଉପଦେଶ ଦେଲେ ।

B) ପିତା ପୁତ୍ରମାନଙ୍କର କଥା ଶୁଣିଲେ ଉପଦେଶ ଦେଲେ ।

C) ପିତା ପୁତ୍ରମାନଙ୍କର କଥା ଶୁଣିଲା ପରେ ଉପଦେଶ ଦେଲେ ।

D) ପିତା ପୁତ୍ରମାନଙ୍କର କଥା ଶୁଣିଲେ ତେଣୁ ଉପଦେଶ ଦେଲେ ।

Answer : A )ପିତା ପୁତ୍ରମାନଙ୍କର କଥା ଶୁଣିଲେ ଏବଂ ଉପଦେଶ ଦେଲେ ।

13.ସରଳ ବାକ୍ୟକୁ ଯୌଗିକ ବାକ୍ୟ ରେ ପରିଣତ କର ?

ସେ ଭୁଲ କରିବାରୁ ଅପମାନ ପାଇଲା ।

A )ସେ ଭୁଲ କଲା ଏବଂ ଅପମାନ ପାଇଲା ।

B) ସେ ଭୁଲ କଲା ତେଣୁ ଅପମାନ ପାଇଲା ।

C) ଯେହେତୁ ସେ ଭୁଲ କଲା ଏବଂ ଅପମାନ ପାଇଲା ।

D) ଯେହେତୁ ସେ ଭୁଲ କଲା ସେଥିପାଇଁ ଅପମାନ ପାଇଲା ।

Answer : A )ସେ ଭୁଲ କଲା ଏବଂ ଅପମାନ ପାଇଲା ।

14. ଯୌଗିକ ବାକ୍ୟକୁ ସରଳ ବାକ୍ୟ ରେ ପରିଣତ କର ?

ସୌମେନ୍ଦ୍ର ସତ୍ୟ କହେ; ମାତ୍ର ଅପ୍ରିୟ ସତ୍ୟ କହେ ନାହିଁ ।

A )ସୌମ୍ୟୋନ୍ଦ୍ର ସତ୍ୟ କହିଲେ ହେଁ ଅପ୍ରିୟ ସତ୍ୟ କହେ ନାହିଁ ।

B) ସୌମ୍ୟୋନ୍ଦ୍ର ସତ୍ୟ କହେ କିନ୍ତୁ ଅପ୍ରିୟ ସତ୍ୟ କହେ ନାହିଁ ।

C) ସୌମ୍ୟୋନ୍ଦ୍ର ସତ୍ୟ କହେ ତେଣୁ ଅପ୍ରିୟ ସତ୍ୟ କହେ ନାହିଁ ।

D) ସୌମ୍ୟୋନ୍ଦ୍ର ସତ୍ୟ କହେ କିନ୍ତୁ ଅପ୍ରିୟ ସତ୍ୟ ମଧ୍ୟ କହେ ନାହିଁ ।

Answer : A )ସୌମ୍ୟୋନ୍ଦ୍ର ସତ୍ୟ କହିଲେ ହେଁ ଅପ୍ରିୟ ସତ୍ୟ କହେ ନାହିଁ ।

15. ଯୌଗିକ ବାକ୍ୟକୁ ସରଳ ବାକ୍ୟ ରେ ପରିଣତ କର ?

ସୁଦାମା ଦରିଦ୍ର, କିନ୍ତୁ ବନ୍ଧୁବତ୍ସଳ ଥିଲେ ।

A )ସୁଦାମା ଦରିଦ୍ର, ତେଣୁ ବନ୍ଧୁବତ୍ସଳ ଥିଲେ ।

B) ଯେତେବେଳେ ସୁଦାମା ଦରିଦ୍ର ଥିଲେ , କିନ୍ତୁ ବନ୍ଧୁବତ୍ସଳ ଥିଲେ ।

C) ସୁଦାମା ଦରିଦ୍ରହେଲେ ମଧ୍ୟ ବନ୍ଧୁବତ୍ସଳ ଥିଲେ ।

D) ସୁଦାମା ଦରିଦ୍ର ହେଲେ ହେଁ ବନ୍ଧୁବତ୍ସଳ ଥିଲେ ।

Answer : D) ସୁଦାମା ଦରିଦ୍ର ହେଲେ ହେଁ ବନ୍ଧୁବତ୍ସଳ ଥିଲେ ।

16.କେଉଁଟି ଏକ ଦେଶଜ ଶବ୍ଦ ?

A)କାମ

B) ଅଝଟ

C) ଚାନ୍ଦ

D) ଅବିର

Answer : B) ଅଝଟ

17. କେଉଁଟି ଏକ ତତ୍ସମ ଶବ୍ଦ?

A)କାମ

B) ଅଝଟ

C) ଗ୍ରହ

D) ଅବିର

Answer : ଗ୍ରହ

18. କେଉଁଟି ଏକ ବୈଦେଶିକ ଶବ୍ଦ ?

A)କାମ

B) ତହସିଲ

C) ଗ୍ରହ

D) ଅବିର

Answer : B) ତହସିଲ

19. କେଉଁଟି ଏକ ତଦଭବ ଶବ୍ଦ ?

A)ଅଗ୍ନି

B) ଅଝଟ

C) ଖଡ଼ୁ

D) ଅଗାଡ଼ି

Answer : A)ଅଗ୍ନି

20. କେଉଁଟି ଏକ ତତ୍ସମ ଶବ୍ଦ ?

A) ସନ୍ୟାସୀ

B) ଅଝଟ

C) ଖଡ଼ୁ

D) ଅଗାଡ଼ି

Answer : A) ସନ୍ୟାସୀ

21. “ତଣ୍ଟି କାଟିବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଅନିଷ୍ଟ କରିବା
c )ଅଭ୍ୟସ୍ତ ହେବା
d ):ବିରକ୍ତି ପ୍ରକାଶ କରିବା
Answer : b)ଅନିଷ୍ଟ କରିବା

22. “ତିନି ପାଞ୍ଜିରୁ ଯିବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଯଶ ହରେଇବା
c )ଅଭ୍ୟସ୍ତ ହେବା
d ):ବିରକ୍ତି ପ୍ରକାଶ କରିବା
Answer : b)ଯଶ ହରେଇବା

23. “ତିଳକୁ ତାଲା କରିବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d ):ବିରକ୍ତି ପ୍ରକାଶ କରିବା
Answer : b)ଛୋଟ କଥା କୁ ବଡ କରିବା

24. “ତେଲ ମାରିବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d )ଖୋସାମତ କରିବା
Answer : d )ଖୋସାମତ କରିବା

25. “ଦଉଡି ଦେବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଛୋଟ କଥା କୁ ବଡ କରିବା
c )ଆତ୍ମହତ୍ୟା କରିବା
d )ବିରକ୍ତି ପ୍ରକାଶ କରିବା
Answer : c )ଆତ୍ମହତ୍ୟା କରିବା

26. “ଦାନରେ ଧୁଳି ଦେବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d )ବୃତ୍ତି ଉଚ୍ଛେଦ କରିବା
Answer : d )ବୃତ୍ତି ଉଚ୍ଛେଦ କରିବା

27. “ଦେହସୁଆ ହେବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d )ବିରକ୍ତି ପ୍ରକାଶ କରିବା
Answer :c )ଅଭ୍ୟସ୍ତ ହେବା

28. “ଧୂଆଁବାନ ମାରିବା” ରୂଢି ର ଅର୍ଥ କଣ?
a ) ବଢେଇ କରି କହିବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d )ବିରକ୍ତି ପ୍ରକାଶ କରିବା
Answer : a ) ବଢେଇ କରି କହିବା

29. “ନାକ ଛିଞ୍ଚାଡିବା” ରୂଢି ର ଅର୍ଥ କଣ?
a )ଅନିଷ୍ଟ କରିବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d )ବିରକ୍ତି ପ୍ରକାଶ କରିବା
Answer : d )ବିରକ୍ତି ପ୍ରକାଶ କରିବା

30. “ଦାଉ ସାଧିବା” ରୂଢି ର ଅର୍ଥ କଣ?
a )ପ୍ରତିଶୋଧ ନେବା
b)ଛୋଟ କଥା କୁ ବଡ କରିବା
c )ଅଭ୍ୟସ୍ତ ହେବା
d )ବିରକ୍ତି ପ୍ରକାଶ କରିବା
Answer : a )ପ୍ରତିଶୋଧ ନେବା

 

OSAP / IRB Constable Exam 2023-24

sscgd

Top 30 Odia MCQs for OSSSC LSI, Forester, FG 22 April 2024_5.1
About the Author

Trilok Singh heads the Content and SEO at Adda247. He has 9 years of experience in creating content for competitive entrance exams and government exams. He keeps a close eye on the content quality, credibility and ensure the information should be error-free and available on time. He can be reached at trilok.singh@adda247.com.