Odia govt jobs   »   Top 30 Odia MCQs For Odisha...

Top 30 Odia MCQs For Odisha Police Junior Clerk 21 October 2024

The Odisha Police Junior Clerk Exam is a competitive examination that evaluates candidates on a variety of topics, including Odia language proficiency, general knowledge, reasoning, and aptitude. In this article, we have compiled the Top 30 Multiple Choice Questions (MCQs) focusing on the Odia language to help candidates prepare effectively for the exam.

Top 30 Odia MCQs For Odisha Police Junior Clerk

1. ବିଶେଷଣ ପଦ କାହାର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝାଏ?
A) କ୍ରିୟା
B) ଅବ୍ୟୟ
C) ବିଭକ୍ତି
D) ବିଶେଶ୍ୟ
Ans:D) ବିଶେଶ୍ୟ
2. ‘ଅଜର’ ଶବ୍ଦର ସମୋଚ୍ଚାରିତ ଶବ୍ଦଟି ବାଛି।
A) ଅଗଣା
B) ବାୟୁ
C) ବେଙ୍ଗ
D) ବାର୍ଦ୍ଧକ୍ୟରହିତ
Ans:D) ବାର୍ଦ୍ଧକ୍ୟରହିତ
3. କେଉଁ ସମାସରେ ସଂଖ୍ୟାବାଚକ ପଦ ପୂର୍ବପଦରୂପେ ବ୍ୟବହୃତ ହୁଏ?
A) ତତପୁରୁଷ
B) କର୍ମଧାରୟ
C) ଦ୍ଵିଗୁ
D) ଦ୍ଵନ୍ଦ୍ଵ
Ans:C) ଦ୍ଵିଗୁ
4. ‘ଈଷତ୍’ ଅର୍ଥରେ ‘ଟିଆ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ବୁଲାଟିଆ
B) ଖରାଟିଆ
C) କପାଟିଆ
D) ଭଡାଟିଆ
Ans:C) କପାଟିଆ
5. କୃଷ୍ଣ ଗୋପକୁ ନଫେରନ୍ତେ ଯଶୋଦା ଅଧୁର ହେଲେ – ଏଠାରେ ନଫେରନ୍ତେ କି ପ୍ରକାର କ୍ରିୟା?
A) ସମାପିକା
B) ଅସମାପିକା
C) ଏକକ
D) ଯୌଗିକ
Ans:B) ଅସମାପିକା
6. ‘ଧୁନୀ’ ଶବ୍ଦର ସମାର୍ଥବୋଧକ ଶବ୍ଦଟି ବାଛ ।
A) ଅଗ୍ନିଭସ୍ମ
B) କୌପୀନ
C) ନଦୀ
D) ପର୍ବତ
Ans: C) ନଦୀ
7. ଗୋଟିଏ ଭାଷାରେ ବ୍ୟବହୃତ ହେଉଥିବା ବର୍ଷ ସମଷ୍ଟିକୁ କ’ଣ କୁହାଯାଏ?
A) ଲିପି
B) ବର୍ଣ୍ଣମାଳା
C) ଧ୍ଵନି
D) ବାକ୍ୟ
Ans:B) ବର୍ଣ୍ଣମାଳା
8. କତିପୟ ଦେଶକ ଅବ୍ୟୟର ବିପରୀତାର୍ଥ ବା ନ୍ଞ୍ଜ ଅର୍ଥରେ ପୂର୍ବପଦ ରୂପେ ବ୍ୟବହୃତ ଶବ୍ଦଟିକୁ ବାଛ ।
A) ଅନ୍ତର୍ଦ୍ଧାନ
B) ଅନୁଜ
C) ଅବଟା
D) ଅନୁସରଣ
Ans: C) ଅବଟା
9. କପିଳାସ, ଶିବ, ଓଡ଼ିଶା, ହୀରାକୁଦ – ଏଗୁଡ଼ିକ କି ପ୍ରକାର ବିଶେଷ୍ୟ?
A) ବ୍ୟକ୍ତି
B) ବସ୍ତୁ
C) ଜାତି
D) ଗୁଣ
Ans: A) ବ୍ୟକ୍ତି
10. ‘ଅର୍ପିତ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦଟି ବାଛ ।
A) ସମର୍ପିତ
B) ଗୃହୀତ
C) ପ୍ରତ୍ୟର୍ପିତ
D) ଅର୍ପଣ
Ans: B) ଗୃହୀତ
11. ନିମ୍ନୋକ୍ତ ମଧ୍ୟରୁ କେଉଁଟି କରଣ କାରକ ବାଚ୍ୟରେ ନିଷ୍ପନ ଶବ୍ଦ?
A) ପାଉଣା
B) ଖନିତ୍ର
C) ଭୀମ
D) ଶଯ୍ୟା
Ans: B) ଖନିତ୍ର
12. ଶବ୍ଦର ଯେଉଁ ଶକ୍ତି ଶବ୍ଦର ଆକ୍ଷରିକ ଅର୍ଥକୁ ନବୁଝାଇ ତା ସହ ସଂପୃକ୍ତ ଅନ୍ୟ ଏକ ଅର୍ଥକୁ ବୁଝାଏ ତାହାକୁ କ’ଣ କୁହାଯାଏ?
A) ଅଭିଧା
B) ଲକ୍ଷଣା
C) ବ୍ୟଞ୍ଜନା
D) ବାଚ୍ୟାର୍ଥ
Ans: B) ଲକ୍ଷଣା
13. ଉପସର୍ଗ ବା ବିଭକ୍ତନ୍ତ ପଦର ପରବର୍ତ୍ତୀ ଜିନ୍, ହନ୍, ଗମ୍ ପ୍ରଭୃତି ଧାତୁରୁ ବାଚ୍ୟରେ କେଉଁ ପ୍ରତ୍ୟୟ ହୁଏ?
A) ଖଚ ପ୍ରତ୍ୟଯ
B) ଅଣ ପ୍ରତ୍ୟଯ
C) ଡ ପ୍ରତ୍ୟୟ
D) କ ପ୍ରତ୍ୟୟ
Ans: C) ଡ ପ୍ରତ୍ୟୟ
14. ‘ପୋଥିରେ ଡୋରି ବଂଧା ହେଲା’ ରୂଢ଼ିର ଅର୍ଥ ନିରୂପଣ କର ।
A) ପୋଥି ବାନ୍ଧିବା
B) ପଢ଼ା ବନ୍ଦହେବା
C) ପୋଥି ଭାସିଯିବା
D) ପୋଥି ନଷ୍ଟହେବା
Ans: B) ପଢ଼ା ବନ୍ଦହେବା
15. ‘ବାହାଦୁରିଆ କଥା କହୁଥିବା ବ୍ୟକ୍ତି ” ଉଦ୍ଦେଶ୍ୟରେ କେଉଁ ରୂଢିଟି ପ୍ରଯୁଜ୍ୟ ।
A) ଖର୍ଚ୍ଚୀ ବ୍ୟକ୍ତି
B) ଧୂଆଁ ବାଣ ମାରୁଥିବା ବ୍ୟକ୍ତି
C) ବିଫଳ ଶ୍ରମର ବ୍ୟକ୍ତି
D) ଅଳସୁଆ ବ୍ୟକ୍ତି
Ans: B) ଧୂଆଁ ବାଣ ମାରୁଥିବା ବ୍ୟକ୍ତି
16. ନୀଳ କଇଁ – ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ?
A) ବିଶେଷ୍ୟର ବିଶେଷଣ
B) କ୍ରିୟା ବିଶେଷଣ
C) ବିଧେୟ ବିଶେଷଣ
D) ସର୍ବନାମିକ ବିଶେଷଣ
Ans: A) ବିଶେଷ୍ୟର ବିଶେଷଣ
17. ‘ଅପ’ ଶବ୍ଦର ସମୋଚ୍ଚାରିତ ଶବ୍ଦଟି ବାଛ ।
A) ଅଗ୍ରଭାଗ
B) ପାପ
C) ଭାଗ
D) କାନ୍ଧ
Ans: B) ପାପ
18. କୌଣସି ଶବ୍ଦ ତା’ର ବ୍ୟୁତ୍ପତ୍ତିଗତ ଅର୍ଥକୁ ନବୁଝାଇ ଯଦି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ବସ୍ତୁ କୁ ବୁଝାଏ, ତେବେ ତାକୁ କ’ଣ କୁହାଯାଏ?
A) ରୂଢ ଶବ୍ଦ
B) ମୌଳିକ ଶବ୍ଦ
C) ଯୌଗିକ ଶବ୍ଦ
D) ଯୋଗରୁଢ ଶବ୍ଦ
Ans: D) ଯୋଗରୁଢ ଶବ୍ଦ
19. ‘ବତ୍ତି’ ଅର୍ଥରେ ‘ବାଲା’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦକୁ ବାଛ ।
A) ଘରବାଲା
B) ପାନବାଲା
C) ଅଲାବାଲା
D) ପଇସାବାଲା
Ans:B) ପାନବାଲା
20. ବାକ୍ୟ ବିଶେଷଣ କାହାକୁ କୁହାଯାଏ?
A) ଯାହା ବାକ୍ୟର ଅର୍ଥକୁ ବିଶେଷିତ କରେ
B) ଯାହା ଶବ୍ଦର ଅର୍ଥକୁ ବିଶେଷିତ କରେ
C) ଯାହା ପଦର ଅର୍ଥକୁ ବିଶେଷିତ କରେ
D) ଯାହା ବିଶେଷ୍ୟ ପଦମାନଙ୍କ ମଧ୍ୟରେ ତୁଳନା କରେ
Ans:A) ଯାହା ବାକ୍ୟର ଅର୍ଥକୁ ବିଶେଷିତ କରେ
21. ନିମ୍ନ ବିକଳ୍ପଗୁଡ଼ିକ ମଧ୍ୟରୁ ଶବ୍ଦଟିର କେଉଁ ରୂପ ତୁଳନାତ୍ମକ ବିଶେଷଣ ପଦ ରୂପେ ବ୍ୟବହୃତ ହୋଇଥାଏ?
A) ଦୀର୍ଘ
B) ଦୀର୍ଘତମ
C) ସୁଦୀର୍ଘ
D) ନାତିଦୀର୍ଘ
Ans: B) ଦୀର୍ଘତମ
22. ‘କମଳାସନ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ଭୋଜନ
B) ହଂସ
C) ପଦ୍ମ
D) ବ୍ରହ୍ମା
Ans: D) ବ୍ରହ୍ମା
23. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଓଡ଼ିଆ କୃତ ପ୍ରତ୍ୟୟ ନିଷ୍ପନ୍ନ ଶବ୍ଦ ।
A) କ୍ଷୟିଷ୍ଣୁ
B) ବିସ୍ତୀର୍ଣ୍ଣ
C) ମାଗଣା
D) ପାଠକ
Ans: C) ମାଗଣା
24. ‘ଈଷତ୍’ ଅର୍ଥରେ ‘ଚିଆ’ ପ୍ରତ୍ୟୟ ଯୋଗରେ ଗଠିତ ଏକକୁ ବାଛ ।
A) ମଳିଚିଆ
B) ପାଣିଚିଆ
C) ମାଈଚିଆ
D) ଲାଲଚିଆ
Ans: A) ମଳିଚିଆ
25. ଗରଜିଲା ମେଘ ବରଷେ ନାହିଁ – ରେଖାଙ୍କିତ ପଦଟି କି ପଦ?
A) କ୍ରିୟା ପଦ
B) କ୍ରିୟା ବିଶେଷଣ
C) କ୍ରିୟା ବିଶେଷ୍ୟ
D) ଅସମାପିକା କ୍ରିୟା
Ans: B) କ୍ରିୟା ବିଶେଷଣ
26. ‘ପୋଷାକ’ ଶବ୍ଦର ସମାର୍ଥବୋଧକ ଶବ୍ଦ ବାଛ ।
A) ପରିଚ୍ଛେଦ
B) ବିଭାଗ
C) ଅଂଶ
D) ପରିଚ୍ଛଦ
Ans: D) ପରିଚ୍ଛଦ
27. ଓଡ଼ିଆ ଭାଷାରେ କେତୋଟି ବର୍ଗ୍ୟ ବ୍ୟଞ୍ଜନ ଧ୍ଵନି ରହିଛି?
A) ୧୦
B) ୨୦
C) ୨୨
D) ୨୫
Ans: D) ୨୫
28. ‘ନିର’ ଉପସର୍ଗ ସଂଯୁକ୍ତ ଅଭାବ ଅର୍ଥରେ ବ୍ୟବହୃତ ଶବ୍ଦଟିକୁ ବାଛ ।
A) ନିରନ୍ନ
B) ନିରାକୁଳ
C) ନିର୍ଗତ
D) ନିରସନ
Ans: A) ନିରନ୍ନ
29. କ୍ରୋଧ ମନୁଷ୍ୟର ପରମ ଶତ୍ରୁ – ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ୟ?
A) ବ୍ୟକ୍ତି ବାଚକ
B) ବସ୍ତୁ ବାଚକ
C) ଜାତି ବାଚକ
D) ଗୁଣ ବାଚକ
Ans: D) ଗୁଣ ବାଚକ
30. ‘ଆମୋଦ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ ।
A) ପ୍ରମୋଦ
B) ଅମାଦୃତ
C) ବିଷାଦ
D) ସୁଖ
Ans: C) ବିଷାଦ
Lakshya Odisha State GK Book | A comprehensive guide for Odisha State Exams(English Printed Edition) By Adda247
OSAP IRB Constable Mock Test 2024
Top 30 Odia MCQs For Odisha Police Junior Clerk 21 October 2024_5.1