Odia govt jobs   »   Odia MCQs And Answer   »   Odia MCQs And Answer

Odia MCQs And Answers For OPSC, OSSC, OSSSC, Banking Exam | 1st May 2022  

Table of Contents

Odia MCQs  And Answers- Odia MCQs are very important for OSSC, OSSC, and OPSC  Exams. Aspirants who are willing to apply for the various Government exams in 2022 must go through the topics of Odia for competitive exams.

Odia MCQs

Q1.”ଅଧମାଙ୍ଗ”ଏହି ଶବ୍ଦର ବିପରୀତ ଶବ୍ଦଟି କ?

(କ)ଆଧାମାଙ୍ଗ

(ଖ)ଉତ୍ତମାଙ୍ଗ

(ଗ)ଊତ୍ତମାଙ୍ଗ

(ଘ)ଉତମାଙ୍ଗ

 

Q2.”ଘାତ”ଏହି ଶବ୍ଦର ବିପରୀତ ଶବ୍ଦଟି କ?

(କ)ଆଘାତ

(ଖ)ପ୍ରତିଘାତ

(ଗ)ଉଭୟେ (କ) ଓ (ଖ) ଠିକ୍‌

(ଘ)ଉଭୟେ (କ) ଓ (ଖ) ଭୁଲ୍‌

 

Q3.”ଦେବୀ”ଶବ୍ଦର ବିପରୀତ କଣ ହେବ ?

(କ)ମନୁଷ୍ୟ

(ଖ)ଦାନବୀ

(ଗ)ଦାନବ

(ଘ)ଦେବ

 

Q4.”ଉଦୀଚୀ”ଶବ୍ଦର ବିପରୀତ କଣ ହେବ ?

(କ)ଆବାଚୀ

(ଖ)ଅବାଚୀ

(ଗ)ଊଦୀଚୀ

(ଘ)ଉନ୍ନତ

 

Q5.”ଉନ୍ନୀଳିତ” ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ବାଛ |

(କ)ମୁଦ୍ରିତ

(ଖ)ଅଉନ୍ନୀଳିତ

(ଗ)ଖୋଲା

(ଘ)ବନ୍ଦ

 

Q6.”ପ୍ରାଚୀ”ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ବାଛ |

(କ)ପ୍ରତୀଚୀ

(ଖ)ଅପ୍ରାଚୀ

(ଗ)ଅତିପ୍ରାଚୀ

(ଘ)ନପ୍ରାଚୀ

 

Q7.”ପଚରା”ର ବିପରୀତାର୍ଥବୋଧକ ଶବ୍ଦ ସ୍ଥିର କର |

(କ)ଅପଚରା

(ଖ)ନପଚରା

(ଗ)ଉପଚାର

(ଘ)ଆପଚରା

 

Q8.”ବିହିତ”ବିପରୀତାର୍ଥବୋଧକ ଶବ୍ଦନିର୍ଣ୍ଣୟ କର |

(କ)ଅନିହିତ

(ଖ)ଅବିହିତ

(ଗ)ଅତିହିତ

(ଘ)ନବିହିତ

 

Q9.”ଉତ୍କର୍ଷ”ର ବିପରୀତୀର୍ଥ ବୋଧକ ଶବ୍ଦଟି ଚିହ୍ନାଇ ଦିଅ |

(କ)ନିକର୍ଷ

(ଖ)ବିକର୍ଷ

(ଗ)ଅପକର୍ଷ

(ଘ)ଆକର୍ଷ

 

Q10.ନିମ୍ନରେ ଦିଆଯାଇଥିବା ଶବ୍ଦଗୁଚ୍ଛ ମଧ୍ୟରୁ “ତୁଷ୍ଟ”ର ଉପଯୁକ୍ତ ବିପରୀତୀର୍ଥ ବୋଧକ ଶବ୍ଦଟି ଚିହ୍ନଟ କର |

(କ)ସନ୍ତୁଷ୍ଟ

(ଖ)ଦୁଷ୍ଟ

(ଗ)ରୁଷ୍ଟ

(ଘ)ନଷ୍ଟ

 

Q11.”ଆବାହନ”ଶବ୍ଦର ବିପରୀତୀର୍ଥ ବୋଧକ ଶବ୍ଦ କ?

(କ)ଆଗମନ

(ଖ)ବିଦାୟ

(ଗ)ବିସର୍ଜନ

(ଘ)ପ୍ରଦାନ

 

Q12.”ସଂସ୍କୃତି”ର ବିପରୀତାର୍ଥ ଶବ୍ଦଟି ଚିହ୍ନାଅ |

(କ)ଅପସଂସ୍କୃତି

(ଖ)ଦୁଷ୍କୃତି

(ଗ)ଅନୁସଂସ୍କୃତି

(ଘ)ପରାସଂସ୍କୃତି

 

Q13.”ନିଅଣ୍ଟ”ର ବିପରୀତ ଅର୍ଥବୋଧକ ଶବ୍ଦଟି ଚିହ୍ନଟ କର |

(କ)ଅଧିକ

(ଖ) ବହୁତ

(ଗ)ବଳକା

(ଘ)ବେଶୀ

 

Q14.”ଗାଲୁଆ” ର ବିପରୀତ ଶବ୍ଦ ଚୟନ କର |

(କ)ସତ୍ୟ

(ଖ)ସତ୍ୟବାଦୀ

(ଗ)ସତିଆ

(ଘ)ସତସତିକା

 

Q15.”ଝଅଟ”ର ବିପରୀତ ଶବ୍ଦ କ?

(କ)ବିଳମ୍ବ

(ଖ)ଡେରି

(ଗ)ମଠ

(ଘ)ଧୀର

ADDA247 Odia Telegram Channel
ADDA247 Odia Telegram Channel

 ANSWER

S1.Ans.(ଖ)ଉତ୍ତମାଙ୍ଗ

S2.Ans.(ଗ)ଉଭୟେ (କ) ଓ (ଖ) ଠିକ୍‌

S3.Ans.(ଖ)ଦାନବୀ

S4.Ans.(ଖ)ଅବାଚୀ

S5.Ans.(କ)ମୁଦ୍ରିତ

S6.Ans.(କ)ପ୍ରତୀଚୀ

S7.Ans.(କ)ଅପଚରା

S8.Ans.(ଖ)ଅବିହିତ

S9.Ans.(ଖ)ବିକର୍ଷ

S10.Ans.(ଗ)ରୁଷ୍ଟ

S11.Ans.(ଗ)ବିସର୍ଜନ

S12.Ans.(ଖ)ଦୁଷ୍କୃତି

S13.Ans.(ଗ)ବଳକା

S14.Ans.(ଗ)ସତିଆ

S15.Ans.(ଗ)ମଠ

Other Important Subjects Link
English MCQs and Answers For OPSC, OSSC, OSSSC, BANKING Exam
Geography MCQs and Answers For OPSC, OSSC, OSSSC, BANKING Exam
History MCQs and Answers For OPSC, OSSC, OSSSC, BANKING Exam
prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me