Odia govt jobs   »   Odia MCQs And Answer   »   Odia MCQs And Answer

Odia MCQs And Answers For OPSC, OSSC, OSSSC, Banking Exam | 16th April 2022  

Odia MCQs  And Answers- Odia MCQs are very important for OSSC, OSSC, and OPSC  Exams. Aspirants who are willing to apply for the various Government exams in 2022 must go through the topics of Odia for competitive exams.

Odia MCQs 

  1. ନିମ୍ନଲିଖୁତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ମୌଳିକ ଶବ୍ଦ ନୁହେଁ ?

(A) ପାଣି

(B) ବୈଜ୍ଞାନିକ

(C) ପତ୍ର

(D) ଭାତ

 

  1. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆ ଭାଷାରେ ଅବିକଳ ବ୍ୟବହୃତ ହୁଏ, ତାକୁ କ’ଣ କହନ୍ତି ?

(A) ତତଭବ

(B) ତତସମ

(C) ଦେଶଜ

(D) ବୈଦେଶିକ

 

  1. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ପରିବର୍ତ୍ତିତ ହୋଇ ଓଡ଼ିଆରେ ବ୍ୟବହୃତ ହୁଏ ତାକୁ କଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶଜ

(D) ବୈଦେଶିକ

 

  1. ତତ୍ସମ, ତଭବ ଶବ୍ଦରେ ଥିବା ‘ତତ୍’ କେଉଁ ଅର୍ଥରେ ବ୍ୟବହୃତ ?

(A) ଭଗବାନ

(B) ଈଶ୍ଵର

(C) ସତ୍

(D) ସଂସ୍କୃତ

 

Q5. ଯେଉଁ ଶବ୍ଦଗୁଡ଼ିକ ଲୋକମାନଙ୍କ ମୁହଁରୁ ଆପେ ଆପେ ବାହାରି ଆସିଥାଏ, ତାକୁ କ’ଣ କହନ୍ତି ?

(A) ତତ୍ସମ

(B) ତଭବ

(C) ଦେଶିଜ

(D) ବୈଦେଶିକ

 

Q6. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?

(A) ଭାଗିନେୟ

(B) ଦାଢ଼ିଆ

(C) ଭୋଜନ

(D) ପାଟରା

 

Q7. ଓଡ଼ିଆ ଭାଷାର ପ୍ରକୃତ ମୌଳିକତା କେଉଁ ପ୍ରକାର ଶବ୍ଦରେ ଥାଏ ?

(A) ତମ

(B) ତତଭବ

(C) ଦେଶଜ

(D) ବୈଦେଶିକ

 

 

Q8. କେଉଁଟି ବୈଦେଶିକ ଶବ୍ଦ ?

(A) ଆବାସ

(B) ଉଆସ

(C) ଟେବୁଲ

(D) ଭାତ

 

Q9. ନିମ୍ନଲିଖିତ ବୈଦେଶିକ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ପାରସୀ ଭାଷାରୁ ଆସି ଆମ ଭାଷାରେ ଚଳୁଛି ?

(A) କାମିଜ

(B) ଅଇନା

(C) ଗାଳିଷ୍ଟ

(D) ଟାଜନ

 

Q10. କେଉଁ ଶବ୍ଦଟି ଅନ୍ୟ ତିନୋଟିଠାରୁ ପୃଥକୁ ଚିହ୍ନାଅ ।

(A) ଖାଦ୍ୟ

(B) ଖୋଦନ

(C) ବୃକ୍ଷ

(D) ଗିନା

 

 

Q11. କାଠ, ପଥର, ତାଳପତ୍ର, କାଗଜ ଆଦିର ଚିକ୍କଣ ପୃଷ୍ଠାରେ ଧ୍ବନି ଲେଖା ହେଇଥିବାରୁ ତାକୁ କ’ଣ କୁହାଯାଏ ?

(A) ଲିପି

(B) ବର୍ଣ୍ଣ

(C) ଅକ୍ଷର

(D) କ୍ଷର

 

 

Q12. ଧ୍ଵନିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଉଥିବାରୁ ତାକୁ କ’ଣ କହନ୍ତି ?

(A) ଲିପି

(B) ଅକ୍ଷର

(C) ଆକୃତି

(D) ବର୍ଣ୍ଣ

 

Q13. ଧ୍ବନିକୁ ଦୀର୍ଘକାଳ ସ୍ଥାୟୀରୁପ ଦେଉଥିବାରୁ ତାକୁ କଣ କୁହାଯାଏ ?

(A) ବର୍ଣ୍ଣ

(B) ଲିପି

(C) ଅକ୍ଷର

(D) ଆକୃତି

S13. Ans.(C) ଅକ୍ଷର 

 

Q14. ସ୍ବର ଧ୍ବନି କାହାକୁ କହନ୍ତି ?

(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ ।

(B) ଯେଉଁ ଧ୍ୱନି ଅନ୍ୟର ସାହାଯ୍ୟ ନେଇ ଉଚ୍ଚାରିତ ହୁଏ ।

(C) ଯେଉଁ ଧ୍ୱନି ଅନ୍ୟର ଅକୁ ସାହାଯ୍ୟରେ ଢ଼ଳାରିତ

(D) ଯେଉଁ ଧ୍ୱନି ଅନ୍ୟର ବହୁତ ସାହାଯ୍ୟ ନେଇ ଉଚ୍ଚାରିତ

 

Q15. ସ୍ବର ଧ୍ବନି ସାହାଯ୍ୟରେ ଯେଉଁ ଧ୍ବନି ଉଚ୍ଚାରିତ ହୁଏ ତାକୁ କ’ଣ କହନ୍ତି ?

(A) ସ୍ଵର ବର୍ଣ୍ଣ

(B) ବ୍ୟଞ୍ଜନ ବର୍ଣ୍ଣ

(C) ମିଶ୍ରିତ ସ୍ଵରବର୍ଣ୍ଣ

(D) ଯୁକ୍ତ ବର୍ଣ୍ଣ

ADDA247 Odia Telegram Channel
ADDA247 Odia Telegram Channel

Odia MCQs Answers

S1. Ans. (B) ବୈଜ୍ଞାନିକ

S2. Ans. (B) ତତସମ

S3. Ans. (B) ତଭବ

S4. Ans. (D) ସଂସ୍କୃତ

S5. Ans.(D) ବୈଦେଶିକ

S6. Ans.(C) ଭୋଜନ

S7. Ans. (C) ଦେଶଜ

S8. Ans. (C) ଟେବୁଲ

S9. Ans. (A) କାମିଜ

S10. Ans. (D) ଗିନା

S11. Ans. (A) ଲିପି

S12. Ans.(C) ଆକୃତି

S13. Ans.(C) ଅକ୍ଷର

S14. Ans.(A) ଯେଉଁ ଧ୍ବନି କାହାର ସାହାଯ୍ୟ ନେଇ ଆପେ ଆପେ ଉଚ୍ଚାରିତ ହୁଏ । 

S15. Ans. (B) ବ୍ୟଞ୍ଜନ ବର୍ଣ୍ଣ

Other Important Subjects Link
English MCQs and Answers For OPSC, OSSC, OSSSC, BANKING Exam| 16th April 2022
Geography MCQs and Answers For OPSC, OSSC, OSSSC, BANKING Exam| 18th April
History MCQs and Answers For OPSC, OSSC, OSSSC, BANKING Exam| 16th April 2022
prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me